ସୁନ୍ଦରୀ ଅର୍ଚ୍ଚନା ସଜ ନ ହେଲେ ଆସିବେ ନାହିଁ କୋର୍ଟ, ଜେଲ ଭିତରେ ବି ଦରକାର Makeup କୀଟ ଆଉ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜେଲ ହେଉ କିମ୍ବା ବନ୍ଦୀ ଶାଳା ଅର୍ଚ୍ଚନା ସବୁ ଜାଗାରେ ମ୍ୟକପ୍ ନେଇ ସୁନ୍ଦରୀ ହେବେ । ତାହା ପରେ ଜାହା କରିବେ ସମସ୍ତେ ଜାଣିଛନ୍ତି କି ଅର୍ଚ୍ଚନା ନାଗ ଅନେକ ଦିନ ହେଲାଣୀ ଜେଲରେ ରହୁଥିଲେ । ହେଲେ କାଲି ତାଙ୍କୁ ଜେଲରେ ହାଜର କରାଜାଇ ଥିଲା । ତେବେ ସୁନ୍ଦରୀ ଅର୍ଚ୍ଚନା ତାଙ୍କର ସୁନ୍ଦରତା ପ୍ରତି ଏତେ ସଚେତନ ଯେ ଯେତେ ବେଳେ ବି ସେ କୋର୍ଟ ଆସିଥିଲେ ସେତେ ବେଳେ ସେ ଓଠରେ ଲିପ୍ସଷ୍ଟିକ୍ , ଆଖିରେ ଆଇ ଲାଇନର ଆଉ ଗାଲରେ ଚିକ ମିକ୍ କରୁଥିବା ମ୍ୟାକପ ଲଗାଇ ଥିଲେ ।

ଏମିତି ରେ କୁହାଯାଉଛି କି ସୁନ୍ଦରୀ ଅର୍ଚ୍ଚନା ଙ୍କୁ କେବଳ ମ୍ୟାକେପ ଟିକେ ଦେଇଦେଲେ ତାଙ୍କୁ ଆଉ କିଛି ଦରକାର ନାହିଁ । ତାଙ୍କୁ ଯେତେ ଦିନ ଜେଲ ରେ ରଖିଲେ ବି ତାଙ୍କୁ ଫରକ ପଡିବ ନାହିଁ । ବର୍ତମାନ ସମୟ ରେ ଏହି କଥା ସାଧାରଣ ଲୋକ ମାନେ ଆଲୋଚନା କରୁଛନ୍ତି । ତେବେ ଅର୍ଚ୍ଚନା ଘରେ ଯେଉଁ ପରି ଭାବେ ସଜ ହେଉଥିଲେ ଠିକ୍ ସେମିତି ହିଁ ବର୍ତମାନ ସମୟ ରେ ସେ ସଜ ହେଉଥିବାର ଦେଖିବା ପାଇଁ ମିଳୁଛନ୍ତି ।

Jagbandhu Archana

ସେମିତି ରେ ଅର୍ଚ୍ଚନା ଗିରୋଫ ହେବା ପରେ ତାଙ୍କୁ ନେଇ ଅନେକ ଆଲୋଚନା ହେଉଥିବା ବେଳେ ପ୍ରଥମେ ସେ ଏତେବି ସୁନ୍ଦର ନଥିବା ବେଳେ ନିଜର ସୁନ୍ଦରତା କୁ ବଢେଇବା ପାଇଁ ସେ ମୁମ୍ବାଇ ଜାଇଥିଲେ । ସେଠାରୁ ଆସି ଅର୍ଚ୍ଚନା ଯେଉଁ ବ୍ୟୁଟିପାର୍ଲର ରେ କାମ କରୁଥିଲେ ସେହି ସମୟ ବେଳକୁ ସେ ବହୁତ ସୁନ୍ଦରୀ ହୋଇଜାଇ ଥିଲେ ।

ସେହି ପରି ସବୁ ବେଳେ ସୁନ୍ଦରୀ ହେବାକୁ ଚାହିଁଥିବା ଅର୍ଚ୍ଚନା ଯେତେ ବେଳେ ମ୍ୟକପ୍ ନେଇ କୋର୍ଟ କୁ ଆସିଥିଲେ । ସେତେ ବେଳେ ଅନେକ ଆଲୋଚନା ମଧ୍ୟ ହୋଇଥିଲା । ସେହି ସମୟ ରେ ସମସ୍ତେ ଅର୍ଚ୍ଚନା ଙ୍କୁ ଦେଖି ଚକିତ ହୋଇ ଜାଇଥିଲେ । ତାଙ୍କ କହିବା ଅନୁସାରେ ମୁଁ ଜେଲ୍ ରେ ରହିଲେ କଣ ମେକଅପ ନେଇ ପାରିବିନି ଯଦି ତୁମେ ଜେଲ୍ ଭିତରେ ମେକଅପ ଟିକ୍ ଦେବ ତାହେଲେ ମୁଁ ଜେଲ୍ ରେ ରହିବି ନହେଲେ ରହିବି ନାହିଁ ।

archana nag 1

ଅର୍ଚ୍ଚନା ଯେତେବେଳେ ନିଜର ସାମ୍ରାଜ୍ୟ ଆରମ୍ଭ କରିଥିଲେ ସେତେବେଳେ ସୁନ୍ଦରୀ ଅର୍ଚ୍ଚନା ନିଜର ରୂପର ଜାଲରେ ବଡ ବଡ ନେତା ମନ୍ତ୍ରୀ ଆଉ ଧନୀ ବ୍ୟକ୍ତି ମାନଙ୍କୁ ଫସେଇଥିଲେ । ଏଠାରେ ଲୋକ ମାନେ କହୁଛନ୍ତି କି ଯଦି ଅର୍ଚ୍ଚନା ସୁନ୍ଦରୀ ହୋଇନଥାନ୍ତେ ତେବେ ଅର୍ଚ୍ଚନା ଙ୍କ ଉଦ୍ଦେଶ୍ୟ ଜାହା ବି ରହିଥିଲା ତାହା ସଂମ୍ପର୍ଣ୍ଣ ଭାବେ ପୂରଣ ହୋଇ ପାରିଥାନ୍ତା । ସେହିଥି ପାଇଁ ଅର୍ଚ୍ଚନା ପାର୍ଲର ପ୍ରଥମେ ଜାଇ ସୁନ୍ଦରୀ ହେବା ସହିତ ଅନ୍ୟ ମାନଙ୍କୁ ସୁନ୍ଦରୀ କରାଉଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *