Special Tips – ରସୁଣର ୧ ପାଖୁଡା ରାତିରେ ଚୁପଚାପ ଖାଇଦିଅନ୍ତୁ, ତା’ପରେ ଯାହା ହେବ ଆପଣ କେବେ ଭାବିନଥିବେ…

Garlic

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଛୋଟ ବୟସ ରୁ ହିଁ ଲୋକ ମାନଙ୍କ ପାଖରେ ବିଭିନ୍ନ ରୋଗ ଦେଖାଯାଉଛି । ଆଉ ଆମେ ମାନେ ସେହି ସମୟ ରୁ ମେଡିସିନ ସହ ଯୋଡି ହୋଇଯାଉଛନ୍ତି । ଧୀରେ ଧୀରେ ସେହି ମେଡ଼ିସିନ ଆଉ କାମ କରିବା ପରିବର୍ତେ ତାର ସାଇଡ଼ ଇଫେକ୍ଟ ଦେଖାଇବା ଆରମ୍ଭ କରି ଦେଇଥାଏ । ଏହା ସହିତ ଆପଣ ଦେଖିଥିବେ କି ଆଜି ସମସ୍ତଙ୍କ ଶରୀରରେ ରୋଗ ଭର୍ତି ହେଇ ରହିଛି ।

ତେବେ ଏମିତି କଣ ଯାହା ବହୁତ ସହଜରେ କିଛି ରୋଗ ଭଲ କରିବା ସହିତ କେମିତି କିଛି ସାଇଡ଼ ଇଫେକ୍ଟ ନରହିବ । ତେବେ ଏହାର ସମାଧାନ ଆପଣଙ୍କ ରୋଷେଇ ଘରେ ରହିଛି । ଆଉ ସେହି ରୋଷେଇ ଘରୁ ଆମେ ଆଜି ରସୁଣ ର ଚମତ୍କାର ଗୁଣ ବିଷୟରେ ଜାଣିବା । ତେବେ ଆପଣ ସାଧାରଣତଃ ରସୁଣ ତରକାରୀରେ ହିଁ ଖାଉଛନ୍ତି ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କି ଗୋଟିଏ ପାଖୁଡା ରସୁଣ ଆପଣ ଯଦି ନୀତିଦିନ ରାତିରେ ଖାଇବେ ତେବେ ଏହା ଯେପରି ଯାଦୁ କରିବ ଆପଣ କେବେ କଳ୍ପନା କରି ନଥିବେ । ତେବେ ଆସନ୍ତୁ ଜାଣିନେବା ରସୁଣ ର ଉପକାରୀତା ବିଷୟ ରେ ।

garlic

1- କଷ୍ଟ କାଠିନ୍ୟ ଦୂର କରିଥାଏ ।
ତେବେ ଆପଣ ଯଦି କଷ୍ଟ କାଠିନ୍ୟ ସମସ୍ୟା ର ସମାଧାନ ଖୋଜୁଛନ୍ତି ତେବେ ଗୋଟିଏ ପାଖୁଡା ରସୁଣ ଆପଣ ରାତିରେ ଶୋଇବା ଆଗରୁ ଖାଇ ନିଅନ୍ତୁ । ଏବଂ ସକାଳେ ଦେଖିବେ କେମିତି ଆପଣଙ୍କ ପେଟ ସଫା ହେଇଯିବା ସହିତ ଆପଣଙ୍କ କଷ୍ଟ କାଠିନ୍ୟ ଜନିତ ସମସ୍ୟା ବି ଦୂର ହୋଇଯିବ ।

2- ରକ୍ତ ସଂଚାଳନା କରିବାରେ ସାହାଯ୍ୟ କରିଥାଏ ।
ରସୁଣ ରକ୍ତ ସଂଚାଳନା କରିବାରେ ବହୁତ ସାହାଯ୍ୟ କରିଥାଏ ଯାହା ବିଷୟରେ ଆପଣ କେବେ ମଧ୍ୟ ଚିନ୍ତା କରି ନଥିବେ । ତେବେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଆନ୍ତି । ଯେଉଁଥିରେ ଅନେକ ଖରାପ ଜିନିଷ ବି ରହିଥାଏ ତେବେ ରସୁଣ ଖାଇଲେ ସେହି ଖରାପ ଜିନିଷ ବହୁତ ସହଜରେ ବାହାରି ହେଇଯାଏ । ଏବଂ ରକ୍ତ ସଞ୍ଚାଳନ କୁ ଠିକ୍ ରଖିଥାଏ।

3- ରସୁଣ ଖାଇଲେ ପରିସ୍ରା ରେ ଥିବା ସମସ୍ୟା ଦୂର ହେଇଥାଏ ଆଉ କେବଳ ସେତକି ନୁହେଁ ଅନେକ ଦ୍ୱାରା ସ୍ୱାସ୍ଥ୍ୟ ସମନ୍ଧିୟ ସମସ୍ୟା ଦୂର ହୋଇଥାଏ । ତେବେ ରସୁଣ ଆପଣଙ୍କ ହାଡ କୁ ମଜବୁତ କରିଥାଏ ।

garlic

4- ଆହୁରି ଯଦି ଆପଣଙ୍କ ଶୀର ଟାଣି ହୋଇଥାଏ ବା ଶରୀରର କୌଣସି ଅଙ୍ଗ ରେ କିଛି ଅସୁବିଧା ଦେଖା ଦେଉଛି ତେବେ ଆପଣ ରସୁଣ ର ଗୋଟିଏ ପାଖୁଡା ନିହାନ୍ତି ବ୍ୟବହାର କରନ୍ତୁ । ଦେଖିବେ ଏହି ସବୁ ସମସ୍ୟା ଦୂର ହେଇଯିବ । ତେବେ ରସୁଣ ରେ ଅନେକ ପୋଷକ ତତ୍ୱ ରହିଛି ଯାହା ଶରୀରକୁ ସବୁବେଳେ ଏନେରଜେଟିକ ରଖେ ଆଉ ଦୁର୍ବଳ ହେବାକୁ ଦିଏ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *