ଅନେକ ଟିଭି ଶୋ କରିଥିଲା ଶ୍ରଦ୍ଧାଞ୍ଜଳି । ଏଥିପାଇଁ କୁଆଡେ ….

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୋଳା ପୋଳା ଟଙ୍କା ଇନକମ୍ କରିବା ସୁନ୍ଦରୀ ଅର୍ଚ୍ଚନା ର ନିଶା । କ୍ୟାମେରା ଆଗରେ ନାଚିବା ଥିଲା ଶ୍ରାବଣୀ ଶ୍ରନ୍ଧାଞ୍ଜଳିର ନିଶା । ଖାଲି କ୍ୟାମେରା ଆଗରେ ନାଚିବା ନୁହେଁ ଟିଭି ସିରିଏଲ, ଶୋ ଏବଂ ସିନେମା କରିବାରେ ଶ୍ରନ୍ଧାଞ୍ଜଳିର ଥିଲା ପ୍ରବଳ ଆଗ୍ରହ ଓ ଦୁର୍ବଳତା । ସେଥିପାଇଁ କୁଆଡେ ଅର୍ଚ୍ଚନାର ସହଯୋଗୀ ପାଲଟି ଯାଇଥିଲା ସିଏ ।

କାରଣ ସିଏ ଜାଣିଥିଲା ବଡ ବଡ ପ୍ରଯୋଜକଙ୍କ ସହ ଅର୍ଚ୍ଚନାର ରହିଛି ଭିତିରି ସ-ମ୍ପର୍କ । ଆଉ ଅର୍ଚ୍ଚନା କହିଲେ କୁଆଡେ ଶ୍ରନ୍ଧାଞ୍ଜଳି ରାତାରାତି ଷ୍ଟାର ପାଲଟିଯିବ । ହିରୋଇନ ହୋଇଯିବ । ଆଉ ସେଥିପାଇଁ କୁଆଡେ ସୁନ୍ଦରୀ ଅର୍ଚ୍ଚନା ସବ ଶାବେଣି ଶ୍ରନ୍ଧାଞ୍ଜଳି ସଙ୍ଗାତ ବସାଇଥିଲା । ଅର୍ଚ୍ଚନା ଯୁଆଡେ ଯାଉଥିଲା ଶ୍ରନ୍ଧାଞ୍ଜଳି ସିଆଡେ ଯାଉଥିଲା । ଅର୍ଚ୍ଚନାର ଡ୍ରିଲ ରେ ରାଜି ହେଉଥିଲା ଶ୍ରନ୍ଧାଞ୍ଜଳି ।

sardha 1

ଆଉ ନିଜ ଇଛାକୁ ପୂରଣ କରିବା ପାଇଁ ସିନେମା, ସିରିଏଲ, ଶୋରେ କାମ କରିବା ପାଇଁ ଶ୍ରନ୍ଧାଞ୍ଜଳି କୁଆଡେ ଅର୍ଚ୍ଚନା ପାଖରେ ବିକ୍ରୀ ହୋଇ ଯାଇଥିଲେ । ଅର୍ଚ୍ଚନା ଯଉଁଠାକୁ ଯାଇ ପାରୁନଥିଲା ସେଠାକୁ ଶ୍ରନ୍ଧାଞ୍ଜଳି ଯାଉଥିଲା ଶାବେନି ଶ୍ରନ୍ଧାଞ୍ଜଳି । ଅର୍ଚ୍ଚନା କରୁଥିଲା ଡିଲ ଶାବେନି ଶ୍ରନ୍ଧାଞ୍ଜଳି କରୁଥିଲା ଖୁସି । ଆଉ ତାପରେ ଶ୍ରନ୍ଧାଞ୍ଜଳି କୁଆଡେ ପାଉଥିଲା ସୁଯୋଗ ।

ସିନେମାର ସୁଯୋଗ, ଟିଭି ସିରିଏଲ ର ସୁଯୋଗ, ଆଉ ବିଭିନ୍ନ ଶୋରେ ସୁଯୋଗ । ଯେଉଁ ସୁଯୋଗ ପାଇଁ ପାଗେଳି ହେଉଥିଲା ଶ୍ରନ୍ଧାଞ୍ଜଳି । ଆଉ ଯାହାକୁ ପୂରଣ କରୁଥିଲା ସୁନ୍ଦରୀ ଅର୍ଚ୍ଚନା । ଆଉ ଏହାରି ଭିତରେ ଶ୍ରନ୍ଧାଞ୍ଜଳି ଯେତେବେଳେ ଇଡି ଅଫିସ ରେ ଜେରା ହଉଛି ଠିକ୍ ସେହି ସମୟରେ ଶ୍ରନ୍ଧାଞ୍ଜଳି ବ୍ୟାଙ୍କ ଆକାଉଣ୍ଟ ରେ ଇଡି ଠାବ କରିଛି ୧୦ ଲକ୍ଷ ଟଙ୍କା ।

sardha

ଆଉ ଏହାରି ଭିତରେ ଶ୍ରନ୍ଧାଞ୍ଜଳି ବ୍ୟାଙ୍କ ରେ ଥିବା ୧୦ ଲକ୍ଷ ଟଙ୍କା କାହାର କାହା ଜାଣି ନାହିଁ ଶ୍ରନ୍ଧାଞ୍ଜଳି । ଏହି ଟଙ୍କାର ରେଣଦେଣ ବିବରଣି ଦେବାକୁ ପଡିବ ଇଡି କୁ । ଇଡି ମଧ୍ୟ ଶ୍ରନ୍ଧାଞ୍ଜଳି ଠାରୁ ତଥ୍ୟ ନପାଇଁବା ପରେ ସଂମ୍ପୁକ୍ତ ବ୍ୟାଙ୍କ କୁ ତଥ୍ୟ ମାଗିଛି । ଏ ସବୁର ତଥ୍ୟ ହାତେଇବା ପରେ ଶ୍ରନ୍ଧାଞ୍ଜଳି କୁ ଟଙ୍କା ଦେଇଥିବା ବ୍ୟକ୍ତିକୁ ମଧ୍ୟ ଇଡି ଜେରା କରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *