ଦେଖନ୍ତୁ କେମିତି ପୁଅ ସହ ଖେଳୁଛନ୍ତି ଅପରାଜିତା ।

Aparajita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନାତି ଙ୍କ ସହିତ ଖେଳୁଛନ୍ତି ଅପରାଜିତା ମହାନ୍ତି । ଆପଣ ମାନେ ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କୁ ବହୁତ ଭଲଭାବେ ଜାଣିଥିବେ । ଗତଦିନ ମାନଙ୍କରେ ସେ ବହୁତ ସାରା ଓଡିଆ ସିନେମା ରେ ଅଭିନୟ କରିଥିଲେ । ହେଲେ ବର୍ତମାନ ସମୟ ରେ ସେ ଗୋଟେ କୁନି ଛୋଟ ଝିଅଙ୍କ ସହିତ ଖେଳୁଥିବାର ଦେଖିବା ପାଇଁ ମିଳିଛି ।

ତେବେ ଏହି କୁନି ଝିଅ ଜଣଙ୍କ ହେଲେ ଆଲିସା ଏବଂ ସୁବାସିଶ ଶର୍ମା ଙ୍କ ଝିଅ ଭିୟୋନା । ତେବେ ଆଲିସା ଏବଂ ଶୁବାସିଶ ଶର୍ମା ଦୁହେଁ ଦୁହିଁଙ୍କୁ ସୁଟିଂ ସେଟ୍ ରୁ ହିଁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଏବଂ ବର୍ତମାନ ସମୟ ରେ ତାଙ୍କ ଗୋଟେ ଝିଅ ଜନ୍ମ ନେଇଛନ୍ତି ଏବଂ ତାଙ୍କର ଝିଅ ଙ୍କ ନାମ ଭିୟୋନା ରହିଛି । ଏବଂ ସେହି ଝିଅକୁ ପ୍ରାୟ 1.5 ବର୍ଷ ବୟସ ହୋଇଛି । ଏହି ଝିଅ ଆନିସା ବା ଭିୟୋନା ଙ୍କୁ ଧରି ତାଙ୍କ ସହିତ ଫୋଟ ଉଠେଇବା ସହିତ ସମୟ ସ୍ପେଣ୍ଡ କରୁଥିବାର ନଜର ଆସିଛନ୍ତି ।

Aparajita

ତେବେ ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅପରାଜିତା ମହାନ୍ତି ବାବୁସାନ ଏବଂ ତୃପ୍ତି ଙ୍କପର ବି ଗୋଟେ ପୁଅ ରହିଛନ୍ତି । ଜାହାଙ୍କୁ ବର୍ତମାନ ସମୟ ରେ ଏକ ବର୍ଷ ସମୟ ହୋଇଛଛି । ତେବେ ଅପରାଜିତା ନିଜର ନାତି ଙ୍କ ସହିତ ଅଧିକାଶଂ ସମୟ ବିତେଇବା ପାଇଁ ପସନ୍ଦ କରୁଥିବା ବେଳେ ତାଙ୍କୁ ବହୁତ ଭଲ ପାଆନ୍ତି ହେଲେ ଗତ କିଛି ଦିନ ପୂର୍ବରୁ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ବାବୁସାନ ଙ୍କୁ ଛାଡି ତାଙ୍କ ବାପ ଘରକୁ ଚାଲି ଜାଇଥିଲେ ଆଉ ଏବେ ସେ ଅପରାଜିତା ଙ୍କ ଘରକୁ ମାନେ ନିଜର ଶାଶୁ ଘରକୁ ଫେରି ଆସିଛନ୍ତି ।

ତେବେ ଅପରାଜିତା ନିଜର ଫାଙ୍କା ସମୟ ରେ ନିଜର ନାତି ଙ୍କ ସହିତ ଅଧିକାଶଂ ସମୟ ବିତାଉଥିବାର ଦେଖିବା ପାଇଁ ମିଳୁଥିବା ବେଳେ ବର୍ତମାନ ସମୟ ରେ ସେ ଗୋଟେ ପାର୍ଟି ରେ ଭିୟୋନା ଶର୍ମା ଙ୍କୁ ଦେଖିବା ପରେ ସେଠାରେ ସେ ଫୋଟ ଉଠେଇବା ସହିତ ସେ ତାଙ୍କୁ ଗେଲ କରି ଫୋଟ ଉଠେଇ ଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *