ପିଣି ଥରେ ଶାଶୁଘରେ ଝଗଡା ଲାଗିଲେ ସାରା ଓ ସାଇ ।

sara

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ବାହାଘର ପରେ ପୁଣି ଥରେ ଝଗଡା ଲାଗିଛନ୍ତି ସାରା ଓ ସାଇ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସାରା ଓ ସାଇ ଦୁହେଁ ପରସ୍ପର ସୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲା , କିନ୍ତୁ ବିବାହ ପୂର୍ବ ରୁ ତାଙ୍କ ମଧ୍ୟରେ ବହୁତ ସାରା ଝଗଡା ହୋଇଥିଲା ।

ଯେଉଁ କାରଣ ପାଇଁ ସାଇ ଙ୍କୁ ଜେଲ ଯିବା ପାଇଁ ମଧ୍ୟ ପଡିଥିଲା । ତାହାଲେ ସାରା ଓ ସାଇ ଦୁହେଁ ପରସ୍ପର ଙ୍କୁ ଦିର୍ଘ ଦିନ ଧରି ଭଲ ପାଇ ଆସୁଛନ୍ତି ଆଉ ବାହାଘର ପୂର୍ବରୁ ସେମାନେ ଲିଭ୍ ଇନ୍ ରିଲେସନ ସିପ ରେ ରହୁଥିଲେ । ଦିର୍ଘ ଦୁଇ ବର୍ଷ ଧରି ସେମାନେ ଏକାଠି ରହୁଥିଲେ । ତେବେ ଭୂବନେଶ୍ୱର ଗୋଟିଏ ଭଡା ଘର ରେ ଏକାଠି ରହୁଥିଲେ ସାରା ଓ ସାଇ ।

sara

କୁନ୍ତୁ ସାଇ ଯେତେବେଳେ ଗୋଟିଏ ନୂଆ ସିରିଏଲ ରେ ଅଭିନୟ କଲେ ସେତେବେଳେ ସାରା ଙ୍କୁ ସେ ଧୋକା ଦେଇଥିଲେ ଆଉ ସେ ସେହି ସିରିଏଲ ର ହିରୋଇନ ଙ୍କ ପଛରେ ପାଗଳ ହୋଇଥିଲେ । ତେବେ ପରବର୍ତ୍ତୀ ସମୟ ରେ ସାରା ତାଙ୍କ ନାମ ରେ ପୋଲିସ ଏଫାୟାର କରିଥିଲେ ଆଉ ସାଇ ଏହା ପରେ ଆରେଷ୍ଟ ମଧ୍ୟ ହୋଇଥିଲେ ।

ତାହାଲେ ସାଇ ଆରେଷ୍ଟ ହେବା ପରେ ସେ ତାଙ୍କର ପୁରୁଣା ପ୍ରେମ କଥା ବୁଝିଥିଲେ ଆଉ ପୁଣିଥରେ ତାଙ୍କ ପାଖକୁ ଫେରି ଆସିଥିଲେ । ତେବେ ପୁଣି ଥରେ ତାଙ୍କ ଭିତରେ ସବୁ କିଛି ଠିକ ହୋଇଥିଲା ଆଉ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ବିବାହ ପରେ ସାରା ଓ ସାଇ ଦୁହେଁ ବର୍ତ୍ତମାନ ଓଡିଆ ସିରିଏଲ ରେ ଅଭିନୟ କରୁଥିବା ର ନଜର ରେ ଆସୁଛନ୍ତି ।

sai

ଦୁହେଁ ଅଲଗା ଅଲଗା ସିରିଏଲ ରେ ଦୁହେଁ ସୁନ୍ଦର ଅଭିନୟ କରୁଥିବା ର ନଜର ରେ ଆସିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସାରା ଓ ସାଇ ଙ୍କ ର ଅଭିନୟ ନିଶ୍ଚିନ୍ତ ଭାବରେ ଦେଖିଥିବେ । ତେବେ ଆପଣ ମାନଙ୍କୁ ସେମାନଙ୍କ ର ଅଭିନୟ କେମିତି ଲାଗେ ତାହା ଆପଣ ମାନେ ଆମକୁ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାନ୍ତୁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *