ସଫଳ ପୋର୍ଟାଲ ଚାଷୀଙ୍କୁ ମିଳିବ 5ଲକ୍ଷ । ଏମିତି କରନ୍ତୁ ଆବେଦନ…

Safal Yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଠାରେ ଆମେ ମାନେ ଆପଣ ମାନଙ୍କୁ ଲୋନ ପାଇଁ କେମିତି ଆପ୍ଲାୟ କରି ପାରିବେ ସେହି ବିଷୟ ରେ ସୂଚନା ପ୍ରଦାନ କରିବା ପାଇଁ ଚାହିଁବୁ । ତେବେ ପ୍ରଥମେ ଆପଣ ମାନେ ଏହିଥି ପାଇଁ https://safal.odisha.gov.in କୁ ଭିଜିଟ କରନ୍ତୁ । ଉପରେ ଆପଣ ମାନଙ୍କୁ ଲଗଇନ ମିଳିଯିବ ଏହା ଉପରେ କ୍ଲିକ୍ କରନ୍ତୁ । ତେବେ ଏଠାରେ ଲଗଇନ ପାଇଁ ଆପଣ ମାନଙ୍କୁ କୃଷକ ଓଡିଶା ପୋର୍ଟାଲ ରେ ରେଜିଷ୍ଟର କରିାକୁ ହେବ ପରେ ଆପଣ ମାନେ ଏଠାରେ ଲଗଇନ କରି ପାରିବେ ।

ତେବେ ଆପଣ ମାନେ କୃଷକ ଓଡିଶା ପୋର୍ଟାଲ ପାଇଁ ଏହିଠାରୁ ହିଁ ରେଜିଷ୍ଟର କରି ପାରିବେ । ତେବେ କୃଷକ ଓଡିଶା ରେ ଆପଣ ମାନଙ୍କ ଯେଉଁ ଡାଟା ବେସ ରହିଥିବ ତାହା ପରେ ଆପଣ ମାନଙ୍କୁ ଲଗଇନ କରିବା ପରେ ଏଠାରେ ସୋ କରିବ । ଏବଂ ପରେ ଆପଣ ମାନେ ପ୍ରଥମେ ଏଗ୍ରି ଏଣ୍ଟର କୋର୍ଣ୍ଣର ଆପଣ ମାନଙ୍କୁ କ୍ଲିକ୍ କରିବାକୁ ହେବ ।

Safal Yojana

ତେବେ ଏହି ଜିନିଷ ଆପଣ ମାନଙ୍କର ଡାଟା ବେସ୍ ଆପଣଙ୍କର ଯଦି ଆପଣ ମାନେ କୃଷକ ଓଡିଶା ପୋର୍ଟାଲ ରେ ଜଣେ ଚାଷୀ ବୋଲି ରେଜିଷ୍ଟର କରିଛନ୍ତି ତେବେ ତେବେ ସେହି ଅପଡେଟ କୃଷକ ଓଡିଶା ରେ ଯେଉଁ ଡାଟା ବେସ ରହିଛି । ଏହି ଡାଟା ବେସ ସେହି ସଫଳ ପୋର୍ଟାଲ ରେ ଆସିବ ।

ଦେଖନ୍ତୁ ଆପଣ ମାନେ ଏହିଥିରେ ରେଜିଷ୍ଟର କରିବା ପୂର୍ବରୁ ଆପଣ ଲଗଇନ କରିବା ପୂର୍ବରୁ ଯଦି ରେଜିଷ୍ଟର କରିନାହାଁନ୍ତି ତାହେଲେ କରି ପାରିବେ । ଏହିଠି ଆପଣ ମାନେ ଆଧାର ନମ୍ବର ଦେଇ କ୍ଲିକ୍ କରିଲେ କୃଷକ ଓଡିଶାରେ ଯେଉଁ ଡାଟା ବେସ ରହିିଛି ବା ଯେଉଁ ଡିଟେଲ୍ସ ରହିଛି ଏହିଠାରେ ଆପଣ ମାନଙ୍କୁ ସୋ କରେଇ ଦେବ । ଜାହା ଫଳ ରେ ଆପଣ ମାନେ ବହୁତ ସହଜ ରେ ଲୋନ ପାଇଁ ଆପ୍ଲାୟ କରି ପାରିବେ ।

ତେବେ କେଉଁ ପ୍ରକାରର ଲୋନ ରହିିଛି ଦେଖନ୍ତୁ । ଏଠାରେ ଥିବା ତିନି ଲାଇନ ଉପରେ କ୍ଲିକ୍ କରି ଆପଣ ମାନଙ୍କୁ ବ୍ୟାଙ୍କ୍ ଲୋନ ପ୍ରଡୋକ୍ଟ ମିଳିଯିବ ଏଠାରେ କ୍ଲିକ୍ କରି ଆପଣ ମାନେ ବିଭିନ୍ନ ଡିଟେଲ୍ସ ଫିଲପ କରିବେ ଏବଂ ପରେ ନିଜର ବ୍ୟାଙ୍କ୍ ସିଲେକ୍ସନ କରି ଆପଣ ମାନଙ୍କ ବିଭିନ୍ନ ଡକ୍ୟୁମେଣ୍ଟ ମଧ୍ୟ ପ୍ରଦାନ କରିଲେ ଆପଣ ମାନେ ନିଶ୍ଚିତ ଭାବେ ଏଠାରେ ଋଣ ନେଇ ପରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *