ଛତାବରରେ Rani Panda ଙ୍କ ତାଣ୍ଡବ ! କହିଲେ ମା’ ଭଉଣୀ ଟିକେ କାଠେଇକି ବସ…

Rani Panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯାତ୍ରା ଜଗତର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଏକ ଷ୍ଟେଜ ପ୍ରଗ୍ରାମରେ ଜବରଦସ୍ତ ଡ୍ୟାନ୍ସ କରିବା ସହ କିଛି ବିଶେଷ କଥା କହିଛନ୍ତି ଦର୍ଶକ ମାନଙ୍କୁ । ତେବେ ଆସନ୍ତୁ ଜାଣିବା ରାନୀ କଣ ସବୁ କହିଛନ୍ତି । ରାନୀ କହିଥିଲେ କି ଏହି କାର୍ଯ୍ୟକ୍ରମ ରେ ସ୍ତ୍ରୀ ଲୋକଙ୍କ ଭିଡ ପ୍ରବଳ । ରାନୀ କହିଛନ୍ତି ଯେ ମୁଁ ଏଠାକୁ ଆସିବା ପୂର୍ବରୁ ଏହି ଅଞ୍ଚଳର କିଛି ମହିଳା ରହିଛନ୍ତି ସେମାନେ ଅନୁଷ୍ଠାନ ର ମେମ୍ବର ମାନଙ୍କୁ କହିଛନ୍ତି କି ତୁମେ ରାନୀ ପଣ୍ଡା ଙ୍କୁ କଣ ନେଇ ଆସୁଛ । ସେ ମୋଟେ ବି ଭଲ ନୁହେଁ । ତାକୁ ଆଣିଲେ ଗାଁ ଇଜ୍ଜତ ମହତ ସବୁ ମାଟିରେ ମିଶିଯିବ ।

ତେବେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଛତାବାର ଗ୍ରାମର ଏକ ଅନୁଷ୍ଠାନ କୁ ରାନୀ ଗେଷ୍ଟ ଭାବରେ ନିମନ୍ତ୍ରିତ ହୋଇ ଯାଇଥିଲେ । ରାନୀ ସେଠାରେ କହିଥିଲେ ଯେ ମା ଭଉଣୀ ମାନେ କାଠେଇକି ବସିବ ନଚେତ ଦୋଷ ଦେଇ କହିବ ନାହିଁ ଯେ ରାଣୀପଣ୍ଡା ଆସିଥିଲା ଆମ ଛୁଆ ପିଲା ଙ୍କୁ ଖରାପ କରି ଚାଲିଗଲା । ସେ ଏହା ମଧ୍ୟ କହିଛନ୍ତି ଯେ କି ଖଣ୍ଡଗିରୀ ରେ ତାଙ୍କର ବ୍ଳାଉଜ ଖୋଲିଲା ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅପମାନ ର ପାତ୍ର ହୋଇ ବସିଛନ୍ତି ।

rani 1

ମାତ୍ର ଯାହା ହେଉ ସାଢେ 4 କୋଟି ଜନତା ବୋଧ ହୁଏ ଜନ ଗଣନା ହେଲେ ସେଥି ମଧ୍ୟରୁ ଦେଢ କୋଟି ପାଣିରେ ଗଲେ ବାକି ଯେଉଁ 3 କୋଟି ଦର୍ଶକେ ରହିଛନ୍ତି ହୃଦୟରୁ ତାଙ୍କର ରାନୀପଣ୍ଡା ଙ୍କ ପ୍ରତି ଭଲପାଇବା ନିଶ୍ଚିତ ଭାବରେ ରହିଅଛି । ଏଣୁ ସେ ଏତେ ବିବାଦ ରେ ଆସିବା ପରେ ମଧ୍ୟ ଏକ କଳାକାର ର ଆଖ୍ୟା ନେଇ ମଞ୍ଚ ଉପରେ ପରିବେଷଣ କରିବାର ଶୈଭାଗ୍ୟ ପାଇଛନ୍ତି ବୋଲି ସେ କହିଛନ୍ତି ।

ଏହା ତାଙ୍କ ପାଇଁ ବହୁତ ଭାଗ୍ୟର କଥା ଅଟେ । ଓଡିଶାବାସୀ ସମସ୍ତେ ଭଲରେ ରୁହନ୍ତୁ ବୋଲି ସେ ଭଗବାନ ନିକଟରେ କାମନା କରିଛନ୍ତି । ରାନୀ କହିଛନ୍ତି ଯେ ତାଙ୍କ ପାରିଶ୍ରମିକ ର 50 ପ୍ରତିଶତ ଓଡିଶାବାସୀ ଙ୍କ ସେବାରେ ନିୟୋଜିତ କରିବେ ।

ଏହା ସହିତ ରାନୀ ଛତବର ଅଞ୍ଚଳର ବାସିନ୍ଦା ମାନଙ୍କୁ ମଞ୍ଚ ଉପରେ କହିଥିଲେ କେବେ ଆପଣଙ୍କ ର ଝିଅ ବିବାହ ନିମନ୍ତେ ଅସୁବିଧା ହେଉଅଛି କାହା ପାଖରେ ପୁଞ୍ଜି ନାହିଁ ତେବେ ସେହି ଗରିବ ଝିଅଟିର ବିବାହ କରିବାର ସମସ୍ତ ଦାଇତ୍ଵ ରାଣୀ ନିଜେ ବହନ କରିବାକୁ ଆଗକୁ ଆଗେଇ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ରାଣୀ ଭିନ୍ନ ଭିନ୍ନ ଆଧୁନିକ ଗୀତରେ ନିଜର ଦମଦାର ଡ୍ୟାନ୍ସ ଦେଖାଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *