ବାଇକ ଵାଲାକୁ ପିଟିଲା ରାଣୀ ପଣ୍ଡାଙ୍କ କାର୍ ,ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ସବୁଠାରୁ ବଡ ଖବର ଆଉ ଦୁଃଖଦ ଖବର ଯାତ୍ରା ଜଗତର ଚର୍ଚିତ ଆଇଟମ ଗାର୍ଲ ରାଣୀ ପଣ୍ଡାଙ୍କ ଗାଡି ଧକ୍କାରେ ରାଜ ନଗର ଗ୍ରାମର ଏକ ଯୁବକ ଅତି ଗୁରୁତ୍ୱ ଭାବରେ ଆହତ ହେବା ଦୃଶ୍ୟ ଦେଖିବାକୁ ମିଳିଛି । ବାଇକ୍ ଟି ବହୁତ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯେଉଁ କାର୍ ରେ ଥିଲେ ରାଣୀ ପଣ୍ଡା ସେ କାର୍ ର ଅବସ୍ଥା ବହୁତ ଗୁରୁତ୍ୱ ର ଅବସ୍ଥା ହୋଇଛି ।

ଗାଡିଟି ଭାଙ୍ଗି ଚୁରମାର୍ ହୋଇ ଯାଇଛି । ରଣୀ ପଣ୍ଡାଙ୍କ କାର୍ ଅବସ୍ଥା ଆଦୌ ଠିକ୍ ନାହିଁ । ତେବେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଯେଉଁଥିରେ କି ଘଟଣା ସ୍ଥଳେ ପୋଲିସ୍ ପହଞ୍ଚି ରାଣୀ ପଣ୍ଡା ଏବଂ ଗୁରୁତ୍ୱର ଆହତଙ୍କୁ ଉଦ୍ଧାର କରି ଆଠଗଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳୁଛି ।

car

ଆଠଗଡ ମେଘା ରାସ୍ତାର ଡାଳ ଖାଇ ମନ୍ଦିର ନିକଟରେ ଏଭଳି କିଛି ଦୁର୍ଘଟଣା ଘଟିଥିଲା । ଏହିଭଳି ଦୁର୍ଘଟଣା ହୋଇଥିଲା ଯେଉଁଥିରେ ଗାଡିଟି ପୁରା ଚୁରମାର୍ ହୋଇ ଯାଇଛି । ବାଇକ୍ ଆରୋହୀ ଜଣକ ଅତି ଗୁରୁତ୍ୱର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତରଣ ହେବା ଜଣା ପଡିଛି ।

ତେବେ ରାଣୀ ପଣ୍ଡା ଆସୁଥିବା କାର୍ ର ଆଗ ସାମ୍ନାଟି ପୁରା ଭାଙ୍ଗି ଯାଇଛି । ବାଇକ୍ ଚଲାଉଥିବା ଆରୋହୀ ଜଣକ ଆଠଗଡ ସ୍ଥିତ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳୁଛି ।

ତେବେ ଗୁରୁତ୍ୱର ଯୁବକ ଜଣକ ହେଲେ ରାଜ ନଗର ଗ୍ରାମର ଶୁକାନ୍ତ ବେହେରା ବୋଲି ଯାହା ଜଣା ପଡିଛି । ପୁଣିଥରେ କହି ରଖିବାକୁ ଚାହୁଁଛୁ ଯାତ୍ରା ଜଗତର ଚର୍ଚିତ ଆଇଟମ ଗାର୍ଲ ରାଣୀ ପଣ୍ଡାଙ୍କ କାର୍ ଧକ୍କାରେ ରାଜନଗର ଗ୍ରାମର ଶୁକାନ୍ତ ବେହେରା ଅତି ଗୁରୁତ୍ୱର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି ।

rani

ତେଣୁ ସବୁଠାରୁ ବଡ କଥା ହେଲା କେଉଁଭଳି ଭାବରେ ଏଭଳି ପରିସ୍ଥିତି ଘଟିଲା ଯେଉଁଥିରେ କାର୍ ଅବସ୍ଥା ଆଉ ବାଇକ୍ ଟି ସଂମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । କିଏ କେଉଁ ଭଳି ଭାବରେ ଏଭଳି ଦୁର୍ଘଟଣା ଘଟେଇଲା ? ଏମିତି ଦୁର୍ଘଟଣା କେମିତି ଘଟିଲା ତାଙ୍କୁ ନେଇ ଅନେକ କଥା ଉଠୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *