ହୋଟେଲ ବୟରୁ ପ୍ରଧାନମନ୍ତ୍ରୀ, ଖାଦ୍ୟ ପରଷୁଥିଲେ ପ୍ରଧାନମନ୍ତ୍ରୀ ହେଲେ – rushi sunak

rushi

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ବନ୍ଧୁଗଣ ହୋଟେଲ ବୟ ରୁ ପ୍ରଧାନମନ୍ତ୍ରୀ । ହୋଟେଲ ରେ ବାଣ୍ଟୁଥିଲେ ଖାଦ୍ୟ , ଉଠାଉଥିଲେ ଅଉଁଠା ପ୍ଲେଟ , ଭାଗ୍ୟ ବଦଳିଲା ହେଲେ ବ୍ରିଟିସ୍ ପ୍ରଧାନ ମନ୍ତ୍ରୀ । ବ୍ରିଟେନ ଯେଉଁ ଦେଶ ଭାରତ କୁ ଦୁଇ ଶହ ବର୍ଷ ଠାରୁ ଅଧିକ ବର୍ଷ ଧରି ଭାରତକୁ ଶାସନ କରିଥିଲା । ବ୍ରିଟିସ୍ ମାନଙ୍କ ର ଶାସନ ରେ ଭାରତ ବନ୍ଦି ହୋଇ ରହିଥିଲା , ସେହି ଭାରତର ପୁଅ ଆଜି ବ୍ରିଟିସ୍ ମାନଙ୍କ ର ପ୍ରଧନ ମନ୍ତ୍ରୀ ହୋଇଛନ୍ତି ।

ସ୍ୱାଧୀନତା ପାଇବାର 76 ବର୍ଷ ପରେ ଭାରତୀୟ ପୁଅ ବ୍ରିଟିସ୍ ମାନଙ୍କୁ ଶାସନ କରିବେ । ବ୍ରିଟିସ୍ ଅର୍ଥ ବ୍ୟବସ୍ଥା କୁ ସୁଦୃଢ କରିବେ । ଭାରତ ମାଟିର ସେହି ପୁଅ ହେଉଛନ୍ତି ରିଶି ସୁନକ । ତେବେ ଆପଣ କଣ ଜାଣିଛନ୍ତି କି ରିଶି ପ୍ରଧାନ ମନ୍ତ୍ରୀ ହେବା ପୂର୍ବରୁ ଏକ ହୋଟେଲ ରେ ୱେଟର ଭାବରେ କାର୍ଯ୍ୟ କରିଥିଲେ ବୋଲି । ଭାରତୀୟ ବଂଶଦ୍ଦଭବ ରିଶି ସୁନକ ବ୍ରିଟିନ ର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ନୂଆ ଇତିହାସ ରଚିଛନ୍ତି ।

rishi sunak

କଢର୍ଭେଟିବ ପାର୍ଟିର ତମାମ ବରିଷ୍ଠ ନେତାଙ୍କୁ ପଛରେ ପକାଇ ସେ ଏହି ଆସନ ର ଅଧିକାର ହୋଇ ପାରିଛନ୍ତି । ଦୁଇ ଶହ ଦଶ ବର୍ଷ ରେ ରିଶି ହେଉଛନ୍ତି ସର୍ବ ପ୍ରଥମ ଭାରତୀୟ ପ୍ରଧାନ ମନ୍ତ୍ରୀ । ମାତ୍ର 82 ବର୍ଷ ରେ ବ୍ରିଟିସ୍ ର ପ୍ରଧାନ ମନ୍ତ୍ରୀ ର ଦାଇତ୍ୱ ନିଜ ହାତକୁ ନେଇଛନ୍ତି । ଯଦି ଦେଖିବା ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ବଂଶଦ୍ଦଭବ ବ୍ରିଟିସ୍ ଶାସନ ର ଅଧିକାରୀ ପାଲଟିଛନ୍ତି ।

ତେବେ ରିଶି ନିବେଶ ବ୍ୟାଙ୍କର ଏବଂ ହେଚ୍ ଫଣ୍ଡ ପରିଚାଳକ ଭାବେ କାର୍ଯ୍ୟ କରିବା ପୂର୍ବରୁ ଜଣେ ୱେଟର ଭାବରେ କାର୍ଯ୍ୟ କରୁଥୁଲେ । ସ୍କୁଲ ଛୁଟି ବେଳେ ସାଉଥ ପାର୍ଟେନ ରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ରେ ଗ୍ରାହକ ଙ୍କୁ ଖାଦ୍ୟ ପରଷୁ ଥିଲେ , ତେବେ ଏହି ରେଷ୍ଟୁରାଣ୍ଟ ର ମାଲିକ ଜଣେ ବାଙ୍ଗାଲାଦେଶୀ ଥିଲେ । ଏହା ପରେ ରିଶି କର୍କଶୀୟ ର ରିଚ୍ ବଣ୍ଡ ଗ୍ରାମିଣ ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ ।

ଯଦି ଦେଖିବା ଜନସନ ସରକାର ରେ ରିଶି ଅର୍ଥ ମନ୍ତ୍ରୀ ଥିବା ବେଳେ ଏମିତି କାର୍ଯ୍ୟ କରି ଦେଖାଇଥଲେ ଯାହାକୁ କେବଳ କଞର୍ଭେଟିଭ ପାର୍ଟି ନୁହେଁ ପୁରା ବ୍ରିଟେନ ପ୍ରସଂଶା କରୁଥିଲା । ତେବେ ଲିଷ୍ଟର୍ସ ଏବଂ ରିଶି ଙ୍କ ମଧ୍ୟରେ ଯେତେବେଳେ ପ୍ରଧାନ ମନ୍ତ୍ରୀ ପାଇଁ ନିର୍ବାଚନ ଆରମ୍ଭ ହୋଇଥିଲା ସେତେବେଳେ ଲିଷ୍ଟର୍ସ ରିଶି ଙ୍କୁ ହରାଇ ପ୍ରଧାନ ମନ୍ତ୍ରୀ ଆସନ ଗ୍ରହଣ କରିଥିଲେ । ହେଲେ ସେ ବ୍ରିଟିନ ଅର୍ଥ ବ୍ୟବସ୍ଥା କୁ ସୁଧାରି ନ ପାରିବା ରୁ 50 ଦିନ ପରେ ନିଜ ପଦବୀ ରୁ ଇସ୍ଥପା ଦେଇଥିଲେ । ଯାହା ପରେ ଏବେ ରିଶି ହୋଇଛନ୍ତି ବ୍ରିଟିସ୍ ର ପ୍ରଧାନ ମନ୍ତ୍ରୀ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *