ମୁମ୍ବାଇରେ ନୂଆ ବୟଫ୍ରେଣ୍ଡ୍ ସହ ପ୍ରକୃତି ମିଶ୍ର । ଭିଡ଼ିଓ ହେଲା ଭାଇରାଲ

prakruti mishra

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁମ୍ବାଇ ରେ ନୂଆ ବୟଫ୍ରେଣ୍ଡ ଙ୍କ ସହିତ ନଜର ଆସିଛନ୍ତି ପ୍ରକୃତି ମିଶ୍ର । ତେବେ ବନ୍ଧୁଗଣ ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ମାତ୍ର 4 ବର୍ଷ ବୟସ ରୁ ହିଁ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଯୋଗ ଦେଇଥିଲେ । ଏବଂ ସେ ଗୋଟିଏ ଚାଇଲ୍ଡ ଆଟିଷ୍ଟ ଭାବେ ନିଜର ଗୋଟେ କେରିଅର ଗଢିଥିଲେ । ଏବଂ ପରବର୍ତି ସମୟ ରେ ସେ ଗୋଟିଏ ଜବର୍ଦୋସ୍ତ ଅଭିନେତ୍ରୀ ଭାବେ କାମ କରିଛନ୍ତି ।

ହେଲେ କିଛି ଦିନ ପରେ ପ୍ରକୃତି ମିଶ୍ର ଗୋଟିଏ ରିଆଲିଟି ସୋ ଜିତିବା ପରେ ହିନ୍ଧି ଇଣ୍ଡଷ୍ଟ୍ରୀ ବା ବଲିଉଡ ଇଣ୍ଡଷ୍ଟ୍ରୀ ରେ ଯୋଗ ଦେଇଛନ୍ତି । ତେବେ ବଲିଉଡ ର ଯୋଗ ଦେବା ପରେ ସେ କିଛି ସିନେମା ଏବଂ ସିରିଏଲ ରେ ମଧ୍ୟ ଯୋଗ ଦେଇଛନ୍ତି । ହେଲେ ବର୍ତମାନ ସମୟ ରେ ଆପଣ ମାନେ ଜାଣିଥିବେ ଦୁଇ ରୁ ତିନି ବର୍ଷ ହେଲା ପ୍ରକୃତି ମିଶ୍ର ମୁମ୍ବାଇ ରେ ରହୁଥିବାର ନଜର ଆସିଛନ୍ତି ।

Prakruti

ମୁମ୍ବାଇ ରେ ସେ ବହୁତ ସାରା ସିରିଏଲ ରେ ଅଭିନୟ କରିଛନ୍ତି । ତେବେ ଗତ ଦିନ ମାନଙ୍କରେ ଆପଣ ମାନେ ବାବୁସାନ ଙ୍କ ଫୋଟ ଏବଂ ଭିଡ଼ିଓ ଗୁଡିକ ନିଶ୍ଚିତ ଭାବେ ଦେଖିଥିବେ । ଯେଉଁ ଥିରେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ପ୍ରକୃତି ମିଶ୍ର ଙ୍କୁ ବାବୁସାନ ଙ୍କ ସାମ୍ନାରେ ମାଡ ମାରୁଥିବାର ଦେଖିବା ପାଇଁ ମିଳିଥିଲେ । ତେବେ ପ୍ରକୃତି ମିଶ୍ର ଏବଂ ବାବୁସାନ ଙ୍କ ସଂମ୍ପର୍କ ଭାଙ୍ଗିବା ପରେ ବର୍ତମାନ ସମୟ ରେ ପ୍ରକୃତି ମିଶ୍ର ମୁମ୍ବାଇ ଚାଲିଜାଇଛନ୍ତି । ଏବଂ ସେଠାରେ ସେ ନିଜର ଗୋଟିଏ ନୂଆ ବୟଫ୍ରେଣ୍ଡ ସହିତ ନଜର ଆସିଛନ୍ତି ।

ଆଉ ଏହାରି ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରୀ ଛାଡି ଯାତ୍ରା ପାର୍ଟିରେ ମଧ୍ୟ ନଜର ଆସିଥିବାର ଦେଖିବା ପାଇଁ ମିଳିଛନ୍ତି । ତାହାଲେ ପ୍ରକୃତି ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଗୋଟ ଚାଇଲ୍ଡ ଆଟିଷ୍ଟ ଭାବେ ଯୋଗ ଦେଇଥିଲେ ଅନେକ ସମୟ ରେ ସେ ଓଡିଆ ହିରୋଇନ ହୋଇଥିଲେ ଏବଂ ସେ ମୁମ୍ବାଇ ର ମଧ୍ୟ ବଲିଉଡ ରେ କାମ କରି ଯାତ୍ରାରେ ବି ମଧ୍ୟ ଅଭିନୟ କରୁଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରକୃତି ମିଶ୍ର କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ନିଶ୍ଚିତ ଭାବେ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *