ମୁହଁ ଖୋଲିଲେ ପ୍ରକୃତି ମିଶ୍ର- କହିଦେଲେ ସବୁ କଥା

Prakruti Mishra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରକୃତି ମିଶ୍ର ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ତେବେ ଦମନ ଫିଲ୍ମ ପରେ ମୁହଁ ଖୋଲିଲେ ପ୍ରକୃତି ମିଶ୍ର ଏବଂ ଏମିତି କିଛି କହିଲେ ଜାହା ସୁଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ସମସ୍ତେ ଏହି ନେଇ ଅପେକ୍ଷା କରି ମଧ୍ୟ ରହିଥିଲେ କି ପ୍ରକୃତି ମିଶ୍ର ଏହି ଫିଲ୍ମ ର ରିଲିଜ୍ ପରେ କେଉଁ ପ୍ରକାରର ପ୍ରତିକ୍ରିୟା ରଖୁଛନ୍ତି ।

ନିଶ୍ଚିତ ଭାବେ ଦିର୍ଘ ଦିନ ହେଲା ବାବୁସାନ ଙ୍କ ସହିତ ବିବାଦ ଲାଗି ରହିଥିବା ବେଳେ ଯେଉଁ କାରଣ ପାଇଁ ଦମନ ଫିଲ୍ମ ରିଲିଜ ରେ ବିଳମ୍ବ ହୋଇଥିଲା । ଏବଂ ବର୍ତମାନ ସମୟ ରେ ବିବାଦ ରୁ ବାହାରିବା ପରେ ଏହି ଫିଲ୍ମ ବା ଚଳଚିତ୍ର ଦମନ ଟି ରିଲିଜ ହୋଇଛି । ଏବଂ ରିଲିଜ ହେବା ପରେ ପ୍ରକୃତି ମିଶ୍ର ଏମିତି କିଛି କଥା କହିଛନ୍ତି । ତେବେ କଣ କହିଛନ୍ତି ପ୍ରକୃତି ମିଶ୍ର ଆଗକୁ ଆପଣ ମାନେ ପୋଷ୍ଟ ରେ ପଢିବାକୁ ପାଇ ପାରିବେ । ସେହିଥି ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

film Daman

ତାହାଲେ ବନ୍ଧୁଗଣ ବାବୁସାନ ଙ୍କୁ ନେଇ ଦମନ ଚଳଚିତ୍ର ରିଲିଜ ହେବା ପରେ ମୁହଁ ଖୋଲିଲେ ପ୍ରକୃତି ମିଶ୍ର ତେବେ ଏହାକୁ ନେଇ ଶୁଭେଚ୍ଛା ଜଣେଇଲେ ପ୍ରକୃତି ମିଶ୍ର । ନିଜେ ବେଷ୍ଟଫ୍ଲାକ୍ କହିବା ସହିତ ସେ କହିଛନ୍ତି କି ସେ ନିଜେ ଜାଇ ପର୍ସିନାଲି ସେ ଏହି ଫିଲ୍ମ କୁ ଦେଖିଛନ୍ତି । ଏବଂ ତାଙ୍କୁ ମଧ୍ୟ ଏହି ଚଳଚିତ୍ର ଟି ବହୁତ ପସନ୍ଦ ଆସିଲା ଆଗାମୀ ସମୟ ରେ ଏମିତି କିଛି ଫିଲ୍ମ ହେଉ ବୋଲି ପ୍ରଜୋଜନା ସଂସ୍ଥା କୁ ଅନୁରୋଧ ମଧ୍ୟ ସେ କରିଛନ୍ତି ।

ଏହା ସହିତ ପ୍ରକୃତି ମଧ୍ୟ ଏହି ଫିଲ୍ମ ବିଷୟ ରେ ନିଜର ଫେନ ମାନଙ୍କୁ ମଧ୍ୟ ଜଣେଇଛନ୍ତି । ଏବଂ ଅନୁରୋଧ କରିଛନ୍ତି କି ଆପଣ ମାନେ ସମସ୍ତେ ଏହି ଚଳଚିତ୍ର କୁ ଜାଇ ଦେଖିବା ପାଇଁ । ଏହି ଫିଲ୍ମ ପ୍ରସ୍ତୁତି ପାଇଁ ସେ ବାବୁସାନ ଙ୍କୁ ବି ଅନେକ ଶୁଭେଚ୍ଛା ଜଣେଇଛନ୍ତି । ବାବୁସାନ ଙ୍କୁ ନେଇ ହୋଇଥିବା ଏହି ଫିଲ୍ମ ଟି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିବା ବେଳେ ଆପଣ ମାନଙ୍କୁ ଏହି ଫିଲ୍ମ ଟି କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *