ପୋଷ୍ଟାଲ ନୁଆ ସ୍କିମ – 95 ଟଙ୍କା ରଖିଲେ ପାଇବେ 14 ଲକ୍ଷ ଟଙ୍କା

Postal

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୋଷ୍ଟ ଅଫିସ ରେ ଆସିଲା ଆଉ ଏକ ନୂଆ ସ୍କିମ୍ ଯେଉଁଥିରେ ମାତ୍ର ଆପଣ ମାନେ 95 ଟଙ୍କ ନିବେଶ କରି 14 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣ ମାନେ ପାଇ ପାରିବେ । ପୋଷ୍ଟ ଅଫିସ ନିଜର ଗ୍ରାହାକ ମାନଙ୍କ ପାଇଁ ବହୁତ ଗୁଡିଏ ଯୋଜନା ନେଇ କରି ଆସୁଛି । ଜାହା ଲୋକ ମାନଙ୍କ ପାଇଁ ବହୁତ ଲାଭ ବାନ ଅଟେ ଏହି ଯୋଜନା ଏମିତି ଯେଉଁଥିରେ ନିବେଶ କରିବା ଦ୍ୱାରା ଲୋକ ମାନଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ରହିଥାଏ ।

ଏହିଥିରେ ଅସୁରକ୍ଷିତ ମନେ କରିବାର କୈଣସି ବି କାରଣ ନାହିଁ । ତେବେ ଏହି ଯୋଜନା ମଧ୍ୟରୁ ଗୋଟିଏ ହେଲା ଗ୍ରାମ ସୁମଙ୍ଗଳ ଗ୍ରାମିଣ ଡାକ ଜିବନ ବିମା ଯୋଜନା । ତେବେ ଆସନ୍ତୁ ଜାଣିବା ଏହାର ସଂମ୍ପର୍ଣ୍ଣ ଡିଟେଲ୍ସ । ତେବେ ବନ୍ଧୁଗଣ ଆପଣ ମାନେ ଏହି ଯୋଜନା ରେ କେବଳ 95 ଟଙ୍କା ଲେଖାଏଁ ନିବେଶ କରି ଆପଣ ମାନେ ହୋଇ ପାରିବେ 14 ଲକ୍ଷ ଟଙ୍କାର ମାଲିକ ତେବେ ଏହି ପ୍ଲାନ କୁ ଗ୍ରାମିଣ ଅଞ୍ଚଳ ରେ ରହିଥିବା ନିବେଶକ ଙ୍କ ପାଇଁ ବହୁତ ଖାସ ଅଟେ ।

Post office

ତେବେ ଗ୍ରାମ ସୁମଙ୍ଗଳ ଗ୍ରାମିଣ ଡାକ ଜିବନ ବିମା ଯୋଜନା ନେବା ପାଇଁ ନିବେଶକ ଙ୍କ ବୟସ ଅତି କମ୍ ରେ 19 ବର୍ଷ ରୁ 45 ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ଅଟେ । ତେବେ ଏହି ପୋଲିସି କୁ ଆପଣ ମାନେ 15 ବର୍ଷ ଏବଂ 20 ବର୍ଷ ପାଇଁ ନେଇ ପାରିବେ । ଆଉ ଏହି ପୋଲିସ ର କିଛି ଅନ୍ତରାଳ ରେ ଆପଣ ମାନଙ୍କୁ ମୋନି ବେକ୍ ମଧ୍ୟ ମିଳିବ ।

ଅର୍ଥାତ ଜଣେ ବ୍ୟକ୍ତି ଯଦି ଏହି ପୋଲିସି କୁ 15 ବର୍ଷ ପାଇଁ ନିଅନ୍ତି ତେବେ ଏହାର ଆସାର୍ଡ ରାଶି 2020 ପ୍ରତିଶତ ଆଧାର ରେ 6,9,12 ବର୍ଷ ପୂରଣ ହେବା ପରେ ମଳିବ ଯଦି କେହି ବ୍ୟକ୍ତି 25 ବର୍ଷ ବୟସ ରେ ଏହି ଯୋଜନା ରେ ନିବେଶ କରୁଛନ୍ତି ତେବେ ତାଙ୍କୁ 7 ଲକ୍ଷ ଟଙ୍କା ବିମା ରାଶି ସହିତ 20 ବର୍ଷ ପାଇଁ ଏହି ପ୍ଲାନ ରେ ନିବେଶ କରିବାକୁ ପଡିବ ।

Post office

ଏହି ସ୍ଥିତିରେ ପ୍ରତିମାସ 2853 ଟଙ୍କା କିସ୍ତି ଜମା କରିବାକୁ ପଡିବ । ଅର୍ଥାତ ପ୍ରତି ଦିନ ପ୍ରାୟ 95 ଟଙ୍କା ଯଦି ତିନି ମାସ ଆଧାର ରେ ଦେଖିବା ତେବେ ଆପଣ ମାନଙ୍କୁ 8850 ଟଙ୍କା ଜମା କରିବାକୁ ହେବ । ସେହି ପରି 6 ମାସ ରେ ଆପଣ ମାନଙ୍କୁ 17100 ଟଙ୍କା ଜମା କରିବାକୁ ପଡିବ । ଏହା ପରେ ମେଚ୍ୟୁରିଟି ରେ ନିବେଶକ ଙ୍କୁ 16 ଲକ୍ଷ ଟଙ୍କା ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *