ଲୋକପ୍ରିୟ ଅଭିନେତ୍ରୀଙ୍କ ହେଲା ଅଚାନକ ମୃ-ତ୍ୟୁ,କାନ୍ଦିଲେ Sabya ଆଉ କହିଲେ ଏଭଳି କଥା ଯେ…

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସିନେମା ଇଣ୍ଡଷ୍ଟ୍ରୀ ପାଇଁ ଆସିଛି ସବୁଠାରୁ ବଡ ଦୁଖଃଦ ଖବର ଆଜି ଏହି ଫେମସ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ପରଲୋକ ପରେ ବହୁତ ଅଭିନେତା ମାନେ ଦୁଖଃ ପ୍ରକାଶ କରିଛନ୍ତି । ଏବେ ସମଗ୍ର ସିନେମା ଇଣ୍ଡଷ୍ଟ୍ରୀ ରେ ଶୋକ ର ଲହରୀ ଖେଳିଜାଇଛି । ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ 24 ବର୍ଷ ବୟସ ରେ ପରଲୋକ ଘଟିଛି । ତେବେ ମତ୍ସିକ ରେ ଆଘାତ କାରଣ ରୁ ତାଙ୍କର ମୃ-ତ୍ୟୁ ଘଟିଛି ।

ତେବେ ତାଙ୍କର ମୁଣ୍ଡରେ ଆଘାତ ପରେ ସେ ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ବେଳେ ଏବଂ ପରେ ଗୋଟିଏ ସପ୍ତାହ ମଧ୍ୟରେ ତାଙ୍କର ଅସୁସ୍ଥାତା ଧିରେ ଧିରେ ବଢି ଚାଲିଲା ଶେଷରେ ସେ ଆମ ମାନଙ୍କୁ ଛାଡି ଚାଲିଜାଇଛନ୍ତି । ବହୁତ କଷ୍ଟ ସହିତ ସେ ନିଜର ଜିବନ ସହିତ ଲଢେଇ କରିବା ପରେ ଶେଷରେ ଜିବନ ଯୁଦ୍ଧ ରେ ଶେଷ ରେ ହାରି ଜାଇଛନ୍ତି ।

Aindrila

ଆଉ ଏହି ଅଭିନେତ୍ରୀଙ୍କ ମୃ-ତ୍ୟୁ ପରେ ତାଙ୍କର ପ୍ରେମିକ ସବ୍ୟସାଚୀଙ୍କର କିଛି ଫୋଟ ସୋସିଆଲ ମିଡିଆରେ ଏବେ ବହୁତ ଜୋରରେ ଭାଇରାଲ ହେଇଛି ଏହି ଅଭିନେତ୍ରୀଙ୍କ ମୃ-ତ୍ୟୁ ପରେ ସବ୍ୟସାଚୀ ତାଙ୍କ ପାଦକୁ ଚୁମ୍ବନ ଦେଇ ବହୁତ ଭାବ ବିହୋଳ ହୋଇଯାଇଥିଲେ ଆଉ ଏହି ଦୃଶ୍ୟ ଭିଡିଓରେ ଭାଇରାଲ ହେଉଛି।

ତେବେ ଏହି ଭିଡ଼ିଓ ରେ ପ୍ରଥମେ ସବ୍ୟସାଚୀ ଚୌଧୁରୀ ପ୍ରଥମେ ଅଭିନେତ୍ରୀ ଆଣ୍ଡ୍ରିଲା ଙ୍କ ପାଦ ଧରିବା ସହିତ ତାଙ୍କର ପାଦ କୁ ଚୁମ୍ବନ ଦେଉଛନ୍ତି । ଏବଂ ଚୁମ୍ବନ ଦେବା ସହିତ ବହୁତ ଭାବ ବିହୋଲ ହୋଇ ସେ ସେଠାରେ ବସି କାନ୍ଧୁଛନ୍ତି । ତେବେ ସେ 24 ବର୍ଷ ବୟସ ରେ ଆମ ସମସ୍ତ ଙ୍କୁ ଛାଡି ଚାଲିଜାଇଛନ୍ତି । ତେବେ ବନ୍ଧୁଗଣ ବ୍ୟସାଚୀ ପ୍ରାୟ ଭାବି ନଥିଲେ ଆଣ୍ଡ୍ରିଲ ତାଙ୍କୁ ଏମିତି ଅଧା ରାସ୍ତାରେ ହାତ ଛାଡ଼ି ଦେଇ ଚାଲିଯିବେ ବୋଲି ।

ତେବେ ଲୋକପ୍ରିୟ ବଙ୍ଗାଳୀ ଅଭିନେତ୍ରୀ ଆଣ୍ଡ୍ରିଲା ଙ୍କ ମୃ-ତ୍ୟୁ ପରେ ତାଙ୍କର ପ୍ରେମିକ ବର୍ତମାନ ସମୟ ରେ ଭାଙ୍ଗି ପଡିଛନ୍ତି । ତେବେ ତାଙ୍କର ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କର ପାଦ କୁ ଚୁମ୍ବନ ଦେଇକି ଜୋର ଜୋର ରେ କାନ୍ଦି ପକେଇଛନ୍ତି ତାଙ୍କର ପ୍ରେମିକ ସବ୍ୟସାଚୀ । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ଅଭିନେତ୍ରୀ ଆଣ୍ଡ୍ରିଲା ଙ୍କ ମୃ-ତ୍ୟୁ ସାରା ଅଭିନୟ ଜଗତ ଶୋକ ଲହରୀ ରେ ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *