ଏହି ରାଶିର ଲୋକଙ୍କ ଡିସେମ୍ୱରରେ ହେବ ବାହାଘର ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ବନ୍ଧୁଗଣ ପୁଣି ଚର୍ଚ୍ଚାକୁ ଫେରିଲେ ଲଭ୍ ବାର୍ଡ । ଡିସେମ୍ବରରେ ପଡିବ ହାତଗଣ୍ଠି । ମିମ୍ବାଇ ରେ ହେବ ଗ୍ରାଣ୍ଡ ରିଲେପସନ୍ । ବଲିଉଡ ର ଲୋକପ୍ରିୟ ଦମ୍ପତି ଭାବରେ ଜଣାଶୁଣା ସିଦ୍ଧାର୍ଥ ମଲହତ୍ରା ଏବଂ କିଆରା ଆଡଭାନି ।

ପ୍ରଶଂସକ ମାନେ ଉଭୟ ଙ୍କ ଯୋଡିକୁ ବହୁତ ପସନ୍ଦ କରୁଛନ୍ତି କିଛି ଦିନ ହେବ ଉଭୟ ଙ୍କ ବିବାହ ଖବର ଚର୍ଚ୍ଚା ରେ ରହିଛି , କୁହାଯାଉଛି ଯେ ଖୁୂବ୍ ଶିଘ୍ର ବିବାହ କରିବେ । ଏହି ସମୟ ରେ ବିବାହ ବିଷୟ ରେ ଆଉ ଏକ ନୂଆ ଅପଡେଟ ସାମନା କୁ ଆସିଛି , କୁହାଯାଉଛି ଯେ ଉଭୟ ବର୍ତ୍ତମାନ ବିବାହ ର ସ୍ଥାନ ଉପରେ ଦୃଷ୍ଟି ରଖିଛନ୍ତି । ପିଙ୍ଗଭିଲା ର ରିପୋର୍ଟ ଅନୁଯାଇ ସିଦ୍ଧାର୍ଥ ମଲହତ୍ରା ଙ୍କ ର ଏକ ଘନିଷ୍ଠ ସୂତ୍ରରୁ ପ୍ରକାଶ ଯେ ଉଭୟ ମାସ ମାସ ଧରି ବିବାହ ସ୍ଥାନ ଖୋଜୁଥିଲେ ।

Sidharth Malhotra

ଜାଣିବାକୁ ମିଳିଛି ଯେ ସିଦ୍ଧାର୍ଥ ମଲହତ୍ରା ଏବଂ କିଆରା ଆଡଭାନି ଚଣ୍ଡିଗଡ ର ବିଳାସ ପୂର୍ଣ୍ଣ ପ୍ରପୋର୍ଟି ଖୋଜୁଛନ୍ତି । ଚଣ୍ଡିଗଡର ଅବ୍ରୟସି ସୁଖବିଳାସ ବାର ଏବଂ ରିସର୍ଟ କୁ ବିବାହ ପାଇଁ ଦୃଷ୍ଟି ରେ ରଖା ଯାଇଛି । ଖବର ଅନୁଯାଇ ରାଜ କୁମାର ରାୟ ଏବଂ ପତ୍ର ଲେଖା ମଧ୍ୟ ଏହି ସ୍ଥାନରେ ବିବାହ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ଉଭୟ ଗୋଆରେ ବିବାହ କରିବାକୁ ଯୋଜନା କରୁଥିଲେ କିନ୍ତୁ ସିଦ୍ଧାର୍ଥ ମଲହତ୍ରା ଙ୍କ ର ଏକ ବଡ ପଞାବି ପରିବାର ରହିଛି ଏହି କାରଣ ରୁ ଗୋଆ ର ପ୍ଲାନ ହଟାଇଥିଲେ ।

କହିବାକୁ ଗଲେ ସିଦ୍ଧାର୍ଥ ମଲହତ୍ରା ଏବଂ କିଆରା ଆଡଭାନି କୋରନ ଙ୍କ ସୋ ରେ ବିବାହ ବିଷୟ ରେ ପ୍ରଶ୍ନ ପଚରାଯାଇଥିଲା । ଉଭୟ ଏହି ସମୟ ସ୍ପଷ୍ଟ କରି ନାହନ୍ତି କିନ୍ତୁ ଉଭୟ ପର୍ସପର ଙ୍କୁ ଡେଟ କରୁଛନ୍ତି ବୋଲି ସୂଚିତ କରିଛନ୍ତି । ଏହି ସମୟ ରେ ଏହା ମଧ୍ୟ ସୂଚନା ମିଳିଥିଲା କି ଉଭୟ ଖୁବ ଶିଘ୍ର ବିବାହ କରି ପାରନ୍ତି ଅର୍ଥାତ ବର୍ଷ ଶେଷ ରେ ମାନେ ଡିସେମ୍ବର ରେ ହୋଇପାରେ ବିବାହ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *