ମୁଁ ଡ୍ରେସ ଖୋଲିଲେ ଲୋକ ପଇସା ଦିଅନ୍ତି – ଯାତ୍ରା ଅଭିନେତ୍ରୀ ରାନୀ କହିଲେ ବଡ କଥା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ରାନୀ ପ୍ରିୟଦର୍ଶନୀ ଆଇଟମ୍ ଡ୍ୟାନ୍ସର ମୋର କଣ ଭୁଲ ରହିଛି । ମୋର ଦୋଷ କଣ ଜଣେ ଆର୍ଟିଷ ସେତେ ବେଳେ କପାଡା ଖୋଲେ ଯେତେ ବେଳେ ଦର୍ଶକ ତାଙ୍କୁ ସେହି ଆଇଟମ୍ ଡେନ୍ସର ଭାବେ ଦେଖିବାକୁ ପସନ୍ଦ କରନ୍ତି । ଗୋଟେ ଆର୍ଟିଷ୍ଟ କେବେ ତା ହିସାବରେ କାମ କରେ ନାହିଁ । କାହିଁକି ନାଁ ଦର୍ଶକ ତା ପାଇଁ ଭଗବାନ ସେମାନେ ବି ମନା କରିଥିବା ବେଳେ ଆମେ କହିବା କଣ ପାଇଁ ହଁ ଦେଖ । ସମସ୍ତେ କଣ ଏହି ସବୁ କୁ ଦେଖିବା ପାଇଁ ଭଲ ପାଆନ୍ତି ସମସ୍ତେ କଣ ଏହି ସବୁ କୁ ଦେଖିବା ପାଇଁ ଚାହାଁନ୍ତି ଇଏ ପରା ମଞ୍ଚ କଣ ଭାବିଛ କି ଏହାକୁ ଇଏ କଣ ତମ ଖଟ ।

ତେବେ ଦର୍ଶକ ବନ୍ଧୁ ଏମିତି ରେ ଯେତେ ବେଳେ ଭଦ୍ରକ ଜିଲ୍ଲା ଚରମ୍ପା ରେ ଚାଲିଥିଲା ଯାତ୍ରା ସେହି ସମୟ ରେ ଏକ ଅଭାବନିୟ ଘଟଣା ଦେଖିବା ପାଇଁ ମିଳିଥିଲା । ତେବେ ରାଜନନ୍ଦୀନି ପାର୍ଟି ପକ୍ଷରୁ ନାଚ ପରବେଶଣ କରୁଥିଲେ ରାନୀ ପ୍ରିୟଦର୍ଶନୀ । ତେବେ ରାନୀ ଙ୍କ ନାଚ କୁ ଜଣେ ମହିଳା ବିରୋଧ କରି ଜୋତା ପକେଇ ଥିବାର ଦେଖିବା ପାଇଁ ମିଳିଥିଲା ।

Rani Priyadarshini

ତେବେ ଏହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ଟାଈଗର ଦୈତାରୀ ପଣ୍ଡା । ତେବେ ସେ କବିବା ଅନୁସାରେ ଏ ଘଟଣା ଆଗରୁ ଘଟି ଥିଲା ଯାହା ସବୁ ହେଇଥିଲା ସମସ୍ତେ ଜାଣିଛନ୍ତି । ସମସ୍ତେ ସଚେତନ ଅଛନ୍ତି ପୁଣି ପୁନରାବୁର୍ତ୍ତୀ କରିବା ଆବଶ୍ୟକତା ନଥିଲା । ଦର୍ଶକ ଜୋତା ଫୋପାଡିବେ ଏଇଟା ଗୋଟେ ଲଜ୍ଜା କଥା । ଆଉ ସେ ଜାହାବି ହେଲେବି କଳାକାର ସେ ଆମ ପାର୍ଟିର ନହେଲେ ବି ତାକୁ ଆମେ ଡାକିଣି ଆଣି ଥିଲୁ । ଆମେ ଡାକିକି ଆଣିବା ଭୁଲ ଆମେ ଆଣିଲୁ ଯଦି ତାକୁ ସେହି ଭଳିଆ ନିର୍ଦ୍ଦେଶ ଦେବା ଉଚିତ ଥିଲା ।

ଏ ସବୁ ସିଷ୍ଟମ ବନ୍ଦ କରନ୍ତୁ ଯାତ୍ରା କଳା ବଞ୍ଚି ରହୁ । ଏଭଳି ଦୁର୍ଘଟଣା ଘଟି ଯାଉଛି ତେଣୁ ସଚେତନ ରୁହନ୍ତି । ଯାହା ଦର୍ଶକ ଚାହୁଁନି ଯଦି ଆପଣ କରିବେ ଜୋତା ମାଡ ଖାଇବେନି’ । ବନ୍ଧୁଗଣ ମଞ୍ଚ ଉପରେ ଛୋଟ ଛୋଟ ଡ୍ରେସ ପିନ୍ଧି ନାଚୁ ଥିଲେ ରାଣୀ ପ୍ରିୟଦର୍ଶନୀ ।

ତେବେ ଏଠାରେ ରାନୀ ଙ୍କ କହିବା ଅନୁସାରେ ତୁମ ମାନଙ୍କୁ ଭଗବାନ ଭାବି ମୁଁ ମୋ କର୍ତ୍ତବ୍ୟ କରିଲି କାରଣ ମୁଁ ହେଉଛି ଜଣେ କାଳାକାର ଦର୍ଶକ ମାନଙ୍କ ମନରଂଞୀନ କରିବା ମୋ କାମ ହେଲେ ସେହି ମହିଳା ଜଣଙ୍କ ଯେମିତି ମୋ ଉପରକୁ ଚପଲ ଫୋପାଡିଲେ ତାହା ମୋ କଳା ପ୍ରତି ଅପମାନ ରହିିଥିଲା । ମୋର ଅର୍ଦ୍ଧ ନ-ଗ୍ନ ନୃତ୍ୟ ତାଳି ମାରିଲ ଆଉ ଯେତେ ବେଳେ ମୁଁ ଯେତେ ବେଳେ ଚପଲ ମାଡ ଖାଇଲି ସେତେ ବେଳେ ବି ତୁମେ ମାନେ ତାଳି ମାରିଲ ।

ଏହି କଥା ବହୁତ କଷ୍ଟ ଦେଇଥିବା ବେଳେ ମୁଁ ବୁଝି ପାରିଲି ନାହିଁ ମୋର ଭୁଲ କେଉଁଠି ରହିଲା । ମୋ ନାଚ ଦେଖି ଖୁସିରେ ଉଚ୍ଛୁଳୁଥିଲେ ଦର୍ଶକ ଏବଂ ଚପଲ ମାଡକୁ ଦେଖି ସେମାନେ ନିରବ ଧ୍ରଷ୍ଟା ସାଜିଲେ ଏମିତି ବେଳେ ମୋର କଣ ଭୁଲ ରହିଲା ଆପଣ ମାନେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *