( ଗୁରୁବାର ଦିନ ) କରନ୍ତୁ ନାହିଁ ଏହି 5ଟି କାମ ସର୍ବନାଶ ହେବ | କେଉଁ କାମ କଲେ ଶୁଭ ମାଣବସା ଗୁରୁବାର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଗଶୀର ମାସ ର ଗୁରୁବାର ଦିନ କରନ୍ତୁ ଏହି ସବୁ କାମ ଦେଖିବେ ମାଆ ଲକ୍ଷ୍ମୀ ଆପଣ ମାନଙ୍କ ଘରକୁ ଆସିବେ ଖାସ୍ କରି ମାର୍ଗଶୀର ମାସ ର ଗୁରୁବାର ମାଆ ଙ୍କ ଅତି ପ୍ରିୟ ହୋଇ ଥାଏ ତେଣୁ ଏହି ମାସ ଗୁରୁବାର ଦିନ ଆପଣ ମାନେ ଏହି ସବୁ କାମ କରିଲେ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମି ଅତ୍ୟନ୍ତ ପ୍ରଶନ୍ନ ହୋଇଥାନ୍ତି । ସେମିତି ରେ ମାଆ ଲକ୍ଷ୍ମୀ ଙ୍କର କୃପା ଜାହା ଉପରେ ରହେ ସେହି ବ୍ୟକ୍ତି ର କେବେ ବି ଧନ ର ଅଭାବ ହୋଇ ନ ଥାଏ ।

ତେବେ ବନ୍ଧୁଗଣ ପ୍ରଥମେ ଆପଣ ମାନେ ମାଆ ଲକ୍ଷ୍ମୀ ଙ୍କ ଆଶ୍ରୀବାଦ ପ୍ରାପ୍ତି ପାଇଁ ଚାହୁଁଥାନ୍ତି । ତେବେ ଆପଣ ମାନେ ପ୍ରତ୍ୟେକ ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କର ଆରଧନା କରନ୍ତୁ ତାଙ୍କର ପୂଜା କରିବା ସହିତ ଆପଣ ମାନେ ତାଙ୍କୁ ଭକ୍ତି ର ସହିତ ଆରଧନା କରନ୍ତୁ । ଦେଖିବେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ମାଆ ଲକ୍ଷ୍ମୀ ଙ୍କ ଅଶୀବାଦ ମିଳିବ ।

Lakshmi

ସେହିପରି ବନ୍ଧୁଗଣ ଆପଣ ମାନେ ଏହି ଦିନ ରେ ମାଆ ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗ ର ଫୁଲ ଏବଂ ବସ୍ତ୍ର ଅର୍ପଣ କରନ୍ତୁ । ଦେଖିବେ ସେ କେମିତି ଭାବେ ଆପଣ ମାନଙ୍କ ଉପରେ ପ୍ରଶନ୍ନ ହେବେ ଏବଂ ଆପଣଙ୍କର କୈଣସି ବି ପ୍ରକାରର ସମସ୍ୟା ଦେଖା ଦେବ ନାହିଁଁ ।

ସେହିପରି ବନ୍ଧୁଗଣ ତିନି ରେ ଆପଣ ମାନେ ଗୁରୁବାର ଦିନ ସ୍ନାନ କରିବା ସହିତ ହଳଦୀ ପାଣି ରେ ସ୍ନାନ କରନ୍ତୁ । ଦେଖିବେ ଆପଣ ମାନଙ୍କ ଉପରେ ସନ୍ତୁଷ୍ଟ ହେବେ ମାଆ ଏବଂ ଏହା ସହିତ ଆପଣ ମାନେ ନିଶ୍ଚିତ ଭାବେ ଗୁରୁବାର ଦିନ ହଳଦୀ ପାଣି ନିଶ୍ଚିତ ଭାବେ ଅର୍ପଣ କରନ୍ତୁ । ଏମିତି କରିଲେ ଆପଣ ମାନଙ୍କ ର ସବୁ ଅସୁବିଧା ଦୂର ହେବ । ଏବଂ ଏହା ସହିତ ଆପଣ ମାନଙ୍କ ଘରେ ସବୁ ଅସୁବିଧା ମଧ୍ୟ ଦୂର ହେବ ।

Mother Lakshmi

ସେହିପରି ବନ୍ଧୁଗଣ ଆପଣ ମାନେ ମାଆ ଲକ୍ଷ୍ମୀ ଙ୍କ ଆଶ୍ରୀବାଦ ପ୍ରାପ୍ତି ପାଇଁ ଉପବାସ ନିଶ୍ଚିତ ଭାବେ କରନ୍ତୁ । ଦେଖିବେ ଆପଣ ମାନଙ୍କ ଉପରେ ସେ ନିଶ୍ଚିତ ଭାବେ ପ୍ରଶନ୍ନ ହେବେ । ତେବେ ବନ୍ଧୁଗଣ ଗୁରୁବାର ଦିନ ଆପଣ ମାନେ ଡେରି ପର୍ଯ୍ୟନ୍ତ ଶୋଇବା , ପାରିବାରିକ ଝଗଡା ତଥା ସ୍ୱମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା , ଆମିଷ ଭୋଜନ କରିବା ଆଦି ମୋଟେ ବି ଉଚିତ ନୁହେଁ ଏମିତି କରିଲେ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କ୍ରୋଧ ଦେଖିବାକୁ ମିଳେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *