( ଗୁରୁବାର ଦିନ ) କରନ୍ତୁ ଏହି 5ଟି କାମ ଧନର ବର୍ଷା ହେବ | କେଉଁ କାମ କଲେ ସର୍ବନାଶ | ମାଣବସା ଗୁରୁବାର

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ଗୁରୁବାର ଦିନ କରନ୍ତୁ ଏହି 5 ଟି କାମ ହେବ ସମସ୍ତ ସମସ୍ୟା ର ଅନ୍ତ । ବନ୍ଧୁଗଣ ଆଜିର ସମୟ ରେ ପ୍ରତ୍ୟେକ ବ୍ୟକ୍ତି ମାନେ ସେମାନଙ୍କ ସମସ୍ତ ଆବଶ୍ୟକତା କୁ ପୂରଣ କରିବା ପାଇଁ । ଅର୍ଥ ବ ଧନ ର ଆବଶ୍ୟକତା କରୁଛନ୍ତି । ଏହି ସମୟ ରେ ଏମିତି ବହୁତ ଲୋକ ମାନେ ରହି ଥାନ୍ତି ଯେଉଁ ମାନେ ବହୁତ ଟଙ୍କା ଆୟ କରି ଥାନ୍ତି ହେଲେ ସେମାନଙ୍କ ପାଖରେ କୈଣସି ବି ଟଙ୍କା ରହି ନ ଥାଏ । ଜାହା ପାଇଁ ପରେ ସେମାନଙ୍କୁ ଆର୍ଥିକ ସଂଙ୍କଟ ର ସାମ୍ନା କରିବା ପାଇଁ ପଡେ ।

ତେବେ ଏମିତି ଅବସ୍ଥା ମାତା ଲକ୍ଷ୍ମୀ ଙ୍କ ପୂଜା ଅର୍ଚ୍ଚା କରିବା ସହିତ ତାଙ୍କର କିଛି ନିତି ନିୟମ କୁ ପାଳନ କରିବା ପାଇଁ ପଡେ । ତେବେ ଆମେ ଆଜି କହିବୁ କି ସବୁ ଗୁରୁବାର ଦିନ କେଉଁ 5 ଟି କାମ କରିବା ଦ୍ୱାରା ଧନ ର ବର୍ଷା ହୋଇଥାଏ । ତେବେ ପ୍ରଥମେ ରହିଛି ଆର୍ଥିକ ସଂଙ୍କଟ ରୁ ମୁକ୍ତି ପାଇବା ପାଇଁ ସବୁ ଗୁରୁବାର ଦିନ ଭଗବାନ ବିଷ୍ଣ ଙ୍କୁ ପୂଜା କରିବା ଉଚିତ । ଏହା କରି ପାରିଲେ ଆପଣ ମାନଙ୍କର ସମସ୍ତ ସମସ୍ୟା ର ସଂମ୍ପର୍ଣ୍ଣ ସମାଧାନ ହୋଇଥାଏ ।

Mother Lakshmi

ଦୁଇ ନମ୍ବର ରେ ଆପଣ ମାନେ ଗୁରୁବାର ଦିନ ହଳଦିଆ ପୋଷାକ ପିନ୍ଧନ୍ତୁ । ଏହା ସହିତ ମାତା ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗ ର ଫୁଲ ଏବଂ ଚନ୍ଦନ ଏବଂ ହଳଦିଆ ପ୍ରଶାଦ ଅର୍ପଣ କରନ୍ତୁ । ତିନି ନମ୍ବର ରେ ଆପଣ ମାନେ ଏହି ଗୁରୁବାର ଦିନ ହଳଦୀ ପାଣି ରେ ସ୍ନାନ କରନ୍ତୁ । ଏବଂ ଗୋଟିଏ କଦଳୀ ଗଛ ମୂଲେ ହଳଦୀ ପାଣୀ ଅର୍ପଣ କରନ୍ତୁ ଏହା ଦ୍ୱାରା ଆପଣ ମାନଙ୍କ ଆପ୍ଥିକ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହେବ ।

ସେହି ପରି ଧନ ର ଅଭାବ କୁ ପୂରଣ କରିବା ପାଇଁ ଆପଣ ମାନେ ଗୁରୁବାର ଦିନ ଉପବାସ କରି ପାରିବେ । ଏବଂ ଏହି ସମୟରେ ଆପଣ ମାନେ ହଳଦିଆ ଜିନିଷ କୁ ଦାନ କରନ୍ତୁ । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣ ମାନଙ୍କ ଗୃହ ରେ ବାସ କରିବେ ଏବଂ ଆପଣ ମାନଙ୍କୁ ଶୁଭଫଳ ବି ଦେବେ । ସେହିପରି ଆପଣ ମାନେ ଗୁରୁବାର ଦିନ ତୁଳସୀ ଗଛ ପୂଜା କରିବା ସମୟ ରେ କଞ୍ଚା କ୍ଷୀର କୁ ଅର୍ପଣ କରନ୍ତୁ ତେବେ ଏହି ପରି ପରିସ୍ଥିତି ରୁ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *