ଓଡ଼ିଆ ଭଜନ ଗାଇକି ଏତେ କୋଟି ଟଙ୍କାର ମାଲିକ… Namita ଅଗ୍ରୱାଲଙ୍କ ସମ୍ପତି ଜାଣିଲେ ମୁଣ୍ଡରେ ହାତ ଦେବେ, ପ୍ରଥମ ଥର ପାଇଁ ଦେଖନ୍ତୁ

Namita Agarwal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଗାୟିକା ନମିତା ଅଗ୍ରୱାଲ 1969 ରେ ଜନ୍ମ ଗ୍ରହଣ କରିଥିଲେ ତେବେ ବନ୍ଧୁଗଣ ଆଜି ଆସନ୍ତୁ ଆମେ ଆପଣ ଙ୍କ ସହିତ ନମିତା ଅଗ୍ରୱାଲ ଙ୍କ ଘର ପରିବାର ଏବଂ ପର୍ସିନାଲ ଲାଇଫ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ଏମିତି ରେ ବନ୍ଧୁଗଣ ତାଙ୍କ ବିଷୟ ରେ କିଛି ଅଜଣା ସତ୍ୟ ଘଟଣା ଏବଂ ତାଙ୍କର ସଂମ୍ପତୀ ବିଷୟ ରେ ଜାଣିନେବା ।

ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ନମିତା ଅଗ୍ରୱାଲ ଓଡିଶାର କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କର ମାତୃଭାଷା ହେଲା ଓଡିଶା ଏବଂ ତାଙ୍କୁ ଓଡିଶା ରେ ବୁଲାବୁଲି କରିବାକୁ ଏବଂ ଗୀତ ଗାଇବାକୁ ବହୁତ ପସନ୍ଦ ଆସିଥାଏ । ତେବେ ନମିତା ଅଗ୍ରୱାଲ ସୀତାରାମ ଅଗ୍ରୱାଲ ଙ୍କ ପତ୍ନୀ ହୋଇଥିବା ବେଳେ ତାଙ୍କର ଜେଜେବାପା ଏବଂ ଜେଜେ ମାଆ ଙ୍କ ନାମ ରହିଛି ଦଶରଥ ଦାସ । ଏବଂ ଜେଜେ ମାଆ ଙ୍କ ନାମ ଲତାକିଶୋରୀ ଦାସ ରହିଛି ।

namita agrawal

ତେବେ ସେହି ପରି ବେଳେ ନମିତା ଅଗ୍ରୱାଲ ଙ୍କ ଦୁଇ ଜଣ ପୁଅ ରହିଥିବା ବେଳେ ସେମାନଙ୍କ ନାମ ସାର୍ଥକ ଅଗ୍ରୱାଲ ଏବଂ ସିଦ୍ଧାର୍ଥ ଅଗ୍ରୱାଲ ରହିଛି । ତେବେ ବନ୍ଧୁଗଣ ନମିତା ଅଗ୍ରୱାଲ ଗ୍ରାଜୁଏସନ ଶେଷ କରିଥିବା ବେଳେ କଟକ ଠାରେ ପିଲାଟି ବେଳରୁ ସେ ଗୀତ ଗାଇବା ସହିତ ସଂଙ୍ଗିତ ପ୍ରତି ତାଙ୍କର ବହୁତ ଆକର୍ଷଣ ରହିଛି । ସେହି ପରି ପିଲା ବେଳରୁ ସେ ଅଭିନୟ ଶିକ୍ଷା ଗ୍ରହଣ କରୁଥିଲେ ।

ହେଲେ ପରବର୍ତି ସମୟ ରେ ତାଙ୍କର ଗୀତ ଗାଇବା ପ୍ରତି ଏତେ ପରିମାଣ ରେ ଆଗ୍ରହ ବଢିବାରେ ଲାଗିଲା ଯେ ପରେ ସେ ସଂଙ୍ଗୀତ ବିଦ୍ୟାୟଳ ରେ ମଧ୍ୟ ନାମ ଲଖେଇଲେ । ଆଉ ବନ୍ଧୁଗଣ ଆଜିର ସମୟ ରେ ଆପଣ ମାନଙ୍କ ସେହି ନମିତା ଅଗ୍ରୱାଲ ଓଡିଶା ର ଘରେ ଘରେ ଲୋକପ୍ରିୟ କଣ୍ଠଶୀଳ୍ପି ଭାବେ ପରିଚିତ ଅଟନ୍ତି ।

Namita

କେବଳ 8 ବର୍ଷ ବୟସ ରେ ନମିତା ଅଗ୍ରୱାଲ ଗୁରୁ ଅଖିଲ ଲେଙ୍କା ଙ୍କ ଜମ୍ପ ଛନ୍ଦ ଓ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ନମିତା ଅଗ୍ରୱାଲ ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରିଥିବା ବେଳେ ତାଙ୍କର ବର୍ତମାନ ସମୟ ରେ ସିଦ୍ଧାର୍ଥ ମ୍ୟୁଜିକ୍ ନାମରେ ଏକ ଇୟୁଟ୍ୟୁବ ଚେନ୍ନାଲ ରହିଛି ।

ସେମିିତି ରେ ତାଙ୍କର ଘର କଥା କହିଲେ ତାଙ୍କର ଏକ ଆଲିସାନ ଘର ରହିଛି ଏହା ସହିତ ତାଙ୍କର ଦୁଇ ପୁଅ ଏବଂ ତାଙ୍କର ପର୍ସିନାଲ ବିଜନେସ ବି ରହିଛି । ନିଜର ପାଖରେ ଏବେ ସିଦ୍ଧାର୍ଥ ଟିଭି ଚେନ୍ନାଲ ସହିତ ସିଦ୍ଧାର୍ଥ ମ୍ୟୁଜିକ ଇୟୁଟ୍ୟୁବ ଚେନ୍ନାଲ ରହିଥିବା ବେଳେ ତାଙ୍କ ପାଖରେ ଦୁଇଟି କାର ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *