ହେ ପ୍ରଭୁ ଆସୁଛି ବର୍ଷର ଶେଷ ଭୟଙ୍କର ଚନ୍ଦ୍ର ଗ୍ରହଣ, ଭୁଲରେ ବି କରନ୍ତୁନି ଏସବୁ କାର୍ଯ୍ୟ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବର୍ଷ ଦେବ ଦୀପାବଳୀ ଦିନ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଭୁଲରେ ବି ଏସବୁ କାର୍ଯ୍ୟ କରନ୍ତୁ ନାହିଁ । ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ରେ ଲାଗିବ । ଏହି ଦିନ ଦେବ ଦୀପାବଳୀ ଓ ଗୁରୁ ନାମକ ଜୟନ୍ତୀ ମଧ୍ୟ ରହିଛି । ଏହି ଚନ୍ଦ୍ର ଗ୍ରହଣ ୩ଘଣ୍ଟା ୪ମିନିଟ ପର୍ଯ୍ୟନ୍ତ ଚାଲିବ । ଭାରତରେ ଚନ୍ଦ୍ର ଗ୍ରହଣର ସର୍ବାଧିକ ସମୟ ୨ ଘଣ୍ଟା ୨ମିନିଟ ଏବଂ ସର୍ବନିମ୍ନ ପ୍ରାୟ ୧ଘଣ୍ଚା ୨ମିନିଟ୍ ରହିବ ।

ଏହି ସମୟରେ ଶ୍ରନ୍ଧାଆଳୁ ମାନେ ଜପତପ କରିବା ଉଚିତ୍ । ଚନ୍ଦ୍ର ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା ଦାନ କରିବା ବିଶେଷ ମହତ୍ୱ ରହିଛି । ଚନ୍ଦ୍ର ଗ୍ରହଣ ସମୟରେ ମନ୍ଦିର କବାଟ ଗୁଡିକ ମଧ୍ୟ ବନ୍ଦ କରିଦିଆଯାଏ । ମୁକ୍ଷ୍ୟ ହେବା ପରେ ପୂଜା ପାଠ କରି କବାଟ ଖୋଲାଯାଇଥାଏ । ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାର୍ତ୍ତିକ ପୂର୍ଣ୍ଣମା ଅର୍ଥାତ୍ ୮ ନଭେମ୍ବର ୨୦୨୨ରେ ହେବାକୁ ଯାଉଛି ।

moon

ଚନ୍ଦ୍ର ଗ୍ରହଣ ର ଆରମ୍ଭ ଅର୍ଥାତ୍ ସ୍ପର୍ଶ କାଳ ଦ୍ୱିପହର ୨.୩୯ ରେ ଆରମ୍ଭ ହେବ ଚନ୍ଦ୍ର ଗ୍ରହଣର ମଧ୍ୟ ଭାଗ ୪.୨୯ ମିନିଟ୍ ମକ୍ଷ୍ୟ ବା ଶେଷ ସଂନ୍ଧ୍ୟା ୬.୧୯ ମିନିଟ୍ ରେ ହେବ । ଏହି ଚନ୍ଦ୍ର ଗ୍ରହଣର ସୁତକ ଅବଧି ଗ୍ରହଣର ୯ ଘଣ୍ଟା ପୂର୍ବରୁ ସକାଳ ୫.୩୯ ମିନିଟ୍ ରେ ଆରମ୍ଭ ହେବ । ସୁତକ ସମୟରେ ଭଗବାନଙ୍କ ମୃତିଙ୍କ ର ସ୍ପର୍ଶ ନିଷେଧ ହୋଇଥାଏ । ଏହି ସମୟ ମଧ୍ୟରେ ଖାଦ୍ୟ ଖାଇବା ମଧ୍ୟ ନିଷେଧ ହୋଇଥାଏ । କିନ୍ତୁ ଏଥିରୁ ଶିଶୁ, ବ୍ରୁନ୍ଧ, ରୋଗୀ କୁ ବାଦ କରାଯାଇଛି ।

ଏହି ସମୟରେ ଘରେ ବସି ଭଗବାନଙ୍କୁ ସ୍ମରଣ କରିବା ଉଚିତ୍ । ଶୋଇବା ମଧ୍ୟ ଭଲ ନୁହଁ । ଚନ୍ଦ୍ର ଗ୍ରହଣର ସମୟରେ ଗର୍ଭବତୀ ମହିଳାମାନେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ଚନ୍ଦ୍ର ଗ୍ରହଣର ନକରାତ୍ମକ ପ୍ରଭାବରୁ ଗର୍ଭସ୍ଥ ଶିଶୁକୁ ରକ୍ଷା କରିବାର ସବୁଠୁ ସଠିକ୍ ଉପାୟ ହେଉଛି ଏହି ମହିଳା ମାନେ ଏହି ସମୟରେ ଘର ଭିତରେ ରହିବା ଉଚିତ୍ । ଏହି ଚନ୍ଦ୍ର ଗ୍ରହଣ ଭାରତର ସମସ୍ତ ସ୍ଥାନରେ ଦୃଶ୍ୟମାନ ହବ । ଚନ୍ଦ୍ର ଉଦୟ ପୂର୍ବରୁ ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇଥିବାରୁ ଖଣ୍ଡ ଆରମ୍ଭର ଭାରତର କୌଣସି ଅଞ୍ଚଳରେ ଦେଖିବାକୁ ମିଳିବ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *