15 ଜଣଙ୍କୁ ହେଲା ନୋଟିସ – ଏହି ସବୁ ବଡ ଲୋକ ଅଛନ୍ତି ସାମିଲ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଡି ରେ ହାଜର ହେବେ ଫିଲ୍ମ ପ୍ରଜୋଜକ ଅକ୍ଷୟ ପରିଜା 2 ରୁ 4 ଦିନ ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସେ ବ୍ୟକ୍ତିଗତ ଭାବେ ହାଜର ହେବେ । ତେବେ ଗତ କାଲି ତାଙ୍କୁ ନୋଟିସ ହୋଇଥିବା ବେଳେ ଆଜି ଇଡି ରେ ହାଜର ହୋଇଥିଲେ ତାଙ୍କର ଓକିଲୋ ଆକାଶ ଭୂଇଁଆ ଅକ୍ଷୟ ପରିଜା ଗତ କାଲି ବ୍ୟାଙ୍କକକ ରୁ ଫେରିଥିବାରୁ ଜାକ୍ତର ଙ୍କ ପରାମର୍ଶ କ୍ରମେ କୋଭିଡ ପ୍ରଟୋକଲ ଅନୁଯାୟୀ ଆୟୁସୋ ଲେସନ ରେ ରହିଛନ୍ତି ।

ଆସନ୍ତା 2 ରୁ 4 ଦିନ ମଧ୍ୟରେ ଇଡି ରେ ବ୍ୟକ୍ତିଗତ ଭାବେ ହାଜର ହେବେ । ତଦନ୍ତ ରେ ସେ ସବୁ ପ୍ରକାରର ସହଯୋଗ କରିବେ ବୋଲି ସେ କହିଛନ୍ତି । ଅର୍ଚ୍ଚନା ଙ୍କ ନାମରେ ବ୍ଲାକମେଲିଂ ର ଅଭିଯୋଗ ଆଣିଥିଲେ ଅକ୍ଷୟ ପରିଜା ବ୍ଲାକମେଲିଂ କରିଥିବା ନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନା ରେ ସେ ଏତଲା ଦେଇଥିଲେ । ଅକ୍ଷୟ ପରିଜା ନିଜର ଏତଲା ରେ ଦର୍ଶାଇ ଥିଲେ କି ଅର୍ଚ୍ଚନା ଏବଂ 23 ବର୍ଷିୟ ଯୁବତୀ ତାଙ୍କ ବିରୋଧ ରେ ଅପରାଧିକ ସଢଯନ୍ତ୍ର କରି ମୋଟା ଅଙ୍କର ଟଙ୍କା ଆଦାୟ ଯୋଜନା କରିଥିଲେ ।

Archana Nag

ଅର୍ଚ୍ଚନା ତାଙ୍କୁ ତିନି କୋଟି ଟଙ୍କା ବି ମାଗୁଥିବା ଚର୍ଚ୍ଚା ହୋଇଥିଲା । ନେହେଲେ ଅ-ଶ୍ଲୀ-ଳ ଭିଡ଼ିଓ ଭାଇରଲ କରିବାକୁ ଅର୍ଚ୍ଚନା ଧମକ ଦେଇଥିଲେ । ଅର୍ଚ୍ଚନା ର କଳା ସାମ୍ରାଜ୍ୟ ର ଗୁମର ଏହା ମଧ୍ୟରେ 15 ଜଣଙ୍କୁ ଇଡି ନୋଟିସ ଜାରି କରିଥିବା ସୂଚନା ମିଳିଛି । ତେବେ ସେମାନଙ୍କ ମଧ୍ୟରେ ରହିଛନ୍ତି କିଛି ବଡ ବଡ ବ୍ୟବସାୟୀ ରାଜନେତା ଏମିତି ସବୁ ବଡ ବଡିଆ ରହିଛନ୍ତି ।

ତେବେ ସେହି ଆଧାର ରେ ଯେମିତି କି ଅକ୍ଷୟ ପରିଜା ଙ୍କ କଥା କୁହାଜାଇଛି । ଅକ୍ଷୟ ପରିଜା ଯେମିତି ଭାବେ ଦୁଇ ଚାରି ଦିନ ମଧ୍ୟରେ ଇଡି ପାଖରେ ହାଜର ହେବେ ତାଙ୍କୁ ମଧ୍ୟ ପଚରା ଉଚୁରା କରାଯିବ । ସେମିତି ରେ ଆପଣ ମାନେ ଦେଖିଥିବେ ଏହି ଦିନରେ ଏଣ୍ଡଭର କାର ନେଇ କେମିତି ଭାବେ ଆଲୋଚନା କରାଜାଇଥିଲା । ତେବେ ଏହାକୁ ନେଇ ଅନେକ ବିଷୟ ବସ୍ତୁ ଇଡି ଖୋଲାସା କରିବ ବୋଲି ଜଣା ପଡୁଛି ଆଗାମୀ ସମୟ ରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *