ବିଧାୟକଙ୍କୁ ନିର୍ଦ୍ଧୂମ ଛେଚିଲେ .. ଗୋଡେଇ ପିଟିଲେ |

mal

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁକ୍ତିତର୍କ ରୁ ଉତ୍ତେଜନା , ଉତ୍ତେଜନା ରୁ ଚାପୁଡା , ମୁଥା , ବିଧା , ପରିସ୍ଥିତି ଏମିତି ହେଲା ଯେ ଶେଷରେ ନିଜ ଜିବନ ବଞ୍ଚେଇ ଧାଇଁଲେ ବିଧାୟକ । ଜାତୀୟ ରାଜଧାନୀ ଦିଲ୍ଲୀ ରୁ ଆସିଥିବା ଏହି ଭିଡ଼ିଓ କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ତେବେ ଆମ ଆଦ୍ମି ପାର୍ଟି ର ବିଧାୟକ ଗୁଲାବ ସିହଂ ଯାଦବ ଙ୍କୁ ପଡିଛି ଶକ୍ତ ପ୍ରହାର ।

ତେବେ ସବୁଠୁ ବଡ କଥା ହେଲା କି କେହି ବାହାର ଲୋକ ମାନେ ତାଙ୍କୁ ମାଡ ମାରି ନାହାଁନ୍ତି ବରଂ ତାଙ୍କ ଦଳିୟ ଲୋକ ମାନଙ୍କ ଅସନ୍ତୋଷ ର ଶୀକାର ହୋଇଛନ୍ତି MLA ବାବୁ । କଥା ଟି ହେଲା ଦିଲ୍ଲୀ ରେ ହେବାକୁ ଥିବା MCD ନିର୍ବାଚନ ରେ ଟିକେଟ ବଣ୍ଟା ଚାଲିଛି । ଅଭିଯୋଗ ହୋଇଛି ଯେ ଏହି ନିର୍ବାଚନ ରେ ଟିକେଟ ବିକ୍ରୀ କରୁଛି ଆମ ଆଦମୀ ପାର୍ଟି । ପ୍ରତି ଟିକେଟ କୁ 80 ହଜାର ଟଙ୍କାରେ ବୀକ୍ରି କରାଯାଉଛି ।

mal

ସେହିଥି ପାଇଁ ଦଳର କିଛି ଦ୍ୱତିୟ ନେତା ଏହିଥିରେ ଅସନ୍ତୁଷ୍ଟ ରହିଛନ୍ତି । ଆଉ ସୋମବାର ରାତିରେ ଏହି ଅସନ୍ତୋଷ ନିଆଁ ହୋଇ ବର୍ଷିଛି ଗୁଲାବ ସିହଂ ଯାଦବ ଙ୍କ ଉପରେ । ଅନେକ ବିରୋଧୀ ଦଳ ନେତା ଏହି ଭିଡ଼ିଓ କୁ ସୋସିଆଲ ମିଡିଆ ରେ ସେୟାର କରିବା ସହିତ ଆମ ଆଦ୍ମି ପାର୍ଟି ଏବଂ ଏହାର ମୂଖ୍ୟ ଅରବିନ୍ଦ କେଜ୍ରିୱାଲ ଙ୍କୁ ଟାର୍ଗେଟ କରିଛନ୍ତି ।

ବିଜେପି ର ଜାତିୟ ମୂଖ ପାତ୍ର ସମ୍ବିତ ପାତ୍ର ନିଜର ଟୁଇଟର ଏକାଉଣ୍ଟ ରେ ଏହି ଭିଡ଼ିଓ ସେୟାର କରି ଲେଖିଛନ୍ତି ଯେ ନିଜକୁ ସୋଚଟ ବୋଲି ଦାବି କରୁଥିବା ଦଳର ବାସ୍ତବତା ସାମ୍ନାକୁ ଆସିଛି । ନିଜର ଦଳିୟ କର୍ମି ମାନେ ହିଁ ସେମାନଙ୍କ ନେତା ଙ୍କୁ ଶିକ୍ଷା ଦେଇଛନ୍ତି । ଆଗକୁ MCD ନିର୍ବାଚନ ରେ ଜନତା ପାର୍ଟି କୁ ଉଚିତ ଶିକ୍ଷା ଦେବେ ବୋଲି ସେ ଲେଖିଛନ୍ତି ।

ସେହି ପରି ବିଧାୟକ ଗୁଲାବ ସିହଂ ଯାଦବ ନିଜର ଟୁଇଟର ଏକାଉଣ୍ଟ ରେ ଆଉ ଏକ ଭିଡ଼ିଓ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ଏକ ପୋଲିସ ଷ୍ଟେସନ ବାହାରେ ବିଜେପି ପତକା ଲାଗିଥିବା ଏକ କାର ଥୋଆ ଜାଇଛି । ତାଙ୍କୁ ମାଡ ମାରିଥିବା ଲୋକ ବିଜେପି ର କର୍ମ କର୍ତ୍ତା । ତେବେ ସେମାନଙ୍କୁ ବଞ୍ଚେଇବାକୁ ଥାନା କୁ ବିଜେପି ର କର୍ମ କର୍ତ୍ତା ବୋଲି ସେ କହିଛନ୍ତି । ତେବେ ବର୍ତମାନ ସମୟ ରେ ଏହି ମାଡ ମରା ଭିଜୱାଲ ଭାଇରଲ ହେଉଛି । ଏବଂ ଏହା ଉପରେ ପୋଲିସ ତଦନ୍ତ କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *