ରାସନ କାର୍ଡ ରେ ନୂଆ ନିୟମ | ଏମାନଙ୍କର ହୋଇଯିବ ବାତିଲ

ration

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସନ କାର୍ଡ ଧାରୀ ଙ୍କ ପାଇଁ ଜରୁରୀ ଖବର ଯଦି ଆପଣ ମାନେ ବି ଜଣେ ହୀତାଧିକାରୀ । ତେବେ ବହୁତ ଜଲ୍ଦି ଆପଣ ମାନଙ୍କ କାର୍ଡ ବି ରଦ୍ଧ ହୋଇପାରେ । ତେବେ ଏହି ନେଇ ସରକାର ଙ୍କ ପକ୍ଷ ରୁ ଜାରି ହୋଇଛି କିଛି ନୂଆ ନିୟମ । ଆସନ୍ତୁ ସଂମ୍ପର୍ଣ୍ଣ ଅପଡଟ ନଜର ପକେଇବା ।

ତେବେ ବନ୍ଧୁଗଣ କେନ୍ଦ୍ର ସରକାର ଙ୍କ ପକ୍ଷରୁ ମିଳୁଥିବା ସୂଚନା ମୁତାବକ ସାରାଦେଶରେ ଲକ୍ଷ ଲକ୍ଷ ଲୋକ ମାନଙ୍କ ରାସନ କାର୍ଡ କୁ କେନସଲ କରି ଦିଆଯିବ । ଏଣିକି ଦେଶର ଲକ୍ଷାଧିକ ଲୋକ ମାନଙ୍କୁ ମାଗଣା ରାସନ କାର୍ଡ ର ସୁବିଧା ଆଉ ମିଳିବ ନାହିଁ । ତେବେ ସରକାର କହିଛନ୍ତି ଯେଦେଶରେ ପାଖା ପାଖି 10 ଲକ୍ଷ ଲୋକ ମାନେ ଫର୍ଜି କରି ମାଗଣା ରେ ରାସନ ସୁବିଧା ର ଫାଇଦା ଉଠାଉଛନ୍ତି । ଏହି ସମସ୍ତ ଲୋକ ମାନଙ୍କ ରାସନ କାର୍ଡ କୁ ରଦ୍ଧ କରିଦିଆଯିବ ।

Ration

ପାଖା ପାଖି 10 ଲକ୍ଷ ଲୋକ ମାନଙ୍କ ରାସନ କାର୍ଡ କୁ ଚିହ୍ନଟ କରାଜାଇଛି । ହି କାର୍ଡ ଗୁଡିକୁ ବହୁତ ଶୀଘ୍ର ରଦ୍ଧ କରାଯିବା ନେଇ ସରକାର ମଧ୍ୟ ଏହି ସବୁର ଲିଷ୍ଟ ପ୍ରସ୍ତୁତ କରିସାରିଛନ୍ତି । ତେବେ ସାରା ଦେଶରେ ବର୍ତମାନ ସମୟ ରେ ପାଖା ପାଖି 80 କୋଟି ଲୋକ ମାନେ ମାଗଣା ରାସନ ସୁବିଧା ପାଉଛନ୍ତି । ଏଣିକି ଆଗକୁ ଅୟୋଗ୍ୟ ରାସନ କାର୍ଡ ଧାରୀ ଙ୍କୁ । ମାଗଣା ଗହମ , ଚାଉଳ ଏବଂ ଡାଲି ମଧ୍ୟ ମିଳିବ ନାହିଁ ।

ତେବେ NASF ବା ଫୁଡ ସିକ୍ୟୁରିଟି ଆକ୍ଟ ରୁ ମିଳୁଥିବା ସୂଚନା ମୁତାବକ ଯେଉଁବି କାର୍ଡ ଧାରୀ ଇନକମ୍ ଟେକ୍ସ ଭରୁଛନ୍ତି । କିମ୍ବା ଜାହାଙ୍କ ଠାରେ 10 ପିକା ରୁ ଅଧିକ ପରିମାଣ ରେ ଜମି ରହିଛି ସେମାନଙ୍କ ନାମ ତାଲିକା ରୁ କାଟି ଦିଆଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *