ଏହି ଗୋଟିଏ ଜିନିଷରେ କେବେବି ଲାଜ କରିବା କଥା ନୁହେଁ ମହିଳା

women 3

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ମାଧ୍ୟମରେ ଜଣାଇବୁ ଯାହାକି ଆଚାର୍ଯ୍ୟ ଚାଣକ୍ୟ ଙ୍କ ନିତି ଶାସ୍ତ୍ର ଅନୁସାରେ ଏପରି ମହିଳା ମାନଙ୍କ ବିଷୟ ରେ ଜଣାଇବୁ ଯାହାକି ଆପଣ ମାନେ ଏପରି ମହିଳା ମାନଙ୍କ ଠାରୁ ସର୍ବଦା ଦୂରେଇ ରହିବା ଆବଶ୍ୟକ ନଚେତ ଆପଣ ମାନେ ଆପଣ ଙ୍କ ର ଜୀବନ ରେ ଅନେକ ପ୍ରକାର ର ସମସ୍ୟା ର ସାମନା କରିବେ ।

ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଏମିତି କେଉଁ ପ୍ରକାର ର ମହିଳା ରହିଛନ୍ତି ଯାହାକି ଆଚାର୍ଯ୍ୟ ଚାଣକ୍ୟ ନିତି ଶାସ୍ତ୍ର ରେ ବର୍ଣ୍ଣନା କରିଛନ୍ତି କି ଏପରି ମହିଳା ମାନଙ୍କ ଠାରୁ ଆପଣ ମାନେ ସର୍ବଦା ଦୂରେଇ ରହିବା ଆବଶ୍ୟକ ସେ ବିଷୟ ରେ ସମ୍ପୁର୍ଣ୍ଣ ସୂଚନା ପାଇବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

chanakya

ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନିତି ଶାସ୍ତ୍ର ରେ ଏପରି କିଛି ଲୋକ ମାନଙ୍କ ବିଷୟ ରେ ବର୍ଣ୍ଣନା କରିଛନ୍ତି ଯାହାକି ଆପଣ ମାନେ କେଉଁ ପ୍ରକାର ର ଲୋକ ମାନଙ୍କ ସହ ମିଶି ରହିବା ଆବଶ୍ୟକ ଏବଂ କେଉଁ ପ୍ରକାର ର ଲୋକ ମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ ।

ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଦୁଷ୍ଟ ସ୍ୱଭାବ ର ମହିଳା , ତେବେ ଏପରି ମହିଳା ମାନେ ନିଜର ସ୍ୱାର୍ଥ ପାଇଁ ସେମାନେ କିଛି ବି କାମ କରି ପାରନ୍ତି ଏବଂ ଏପରି ମହିଳା ମାନଙ୍କ ର ସମାଜ ରେ କୌଣସି ମାନ ସମାନ ରହି ନଥାଏ । ତେଣୁ ଆପଣ ମାନେ ଏପରି ମହିଳା ମାନଙ୍କ ଠାରୁ ସର୍ବଦା ଦୂରେଇ ରହିବା ଆବଶ୍ୟକ ।

ତେବେ ଏହା ପରେ କୁହାଯାଇଛି କି କୁ ସଂସ୍କାରି ସ୍ତ୍ରୀ , ତେବେ କୁହାଯାଇଛି କି ବାହାର ର ସୌନ୍ଦର୍ଯ୍ୟତା କିଛି କ୍ଷଣ ପାଇ ହୋଇଥାଏ ଏବଂ ମନ ର ସୌନ୍ଦର୍ଯ୍ୟତା ସବୁ ଦିନ ପାଇଁ ରହିଥାଏ , ତେଣୁ ଆପଣ ମାନେ ଯଦି କୁସଂସ୍କାରି ମହିଳା ଙ୍କ ସହ ସ-ମ୍ପର୍କ ରଖନ୍ତି ତେବେ ଆପଣ ଙ୍କ ର ସମାଜ ରେ ମାନ ସମାନ ହାନି ହେବାର ସମ୍ଭାବନା ରହିଥାଏ ।

women

ତେବେ ବନ୍ଧୂୁଗଣ ଏହା ପରେ କୁହାଯାଇଛି କି ଚରିତ୍ର ହୀନ ନାରୀ ମାନଙ୍କ ବିଷୟ ରେ ତେବେ ଏହି ମହିଳା ମାନଙ୍କୁ ବେ-ଶୀୟା ବୋଲି କୁହାଯାଏ ଯାହାର ଅର୍ଥ ହେଉଛି ଏଭଳି ମହିଳା ମାନେ ଅନେକ ପୁରୁଷ ମାନଙ୍କ ସହ ସ-ମ୍ପ-ର୍କ ରଖିଥାନ୍ତି । ତେବେ ଆପଣ ମାନେ ଏହି ଭଳି ମହିଳା ମାନଙ୍କୁ ଠାରୁ ଆପଣ ଦୂରେଇ ରହିଲେ ଏହା ଆପଣ ଙ୍କ ପାଇଁ ଭଲ ହୋଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *