ମେଟ୍ରିକ୍ ଓ ଯୁକ୍ତ 2 ପିଲାଙ୍କ ପାଇଁ ନବୀନ କରିଦେଲେ ବଡ ଘୋଷଣା

Metric

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ଆସିଲା ଯୁକ୍ତ ଦୁଇ ପରିକ୍ଷା ର ନୂଆ ସମିକ୍ଷା ଏବେ ଏବେ ପରିକ୍ଷା କୁ ନେଇ ଆସୁଛି ଆଉ କିିଛି ବଡ ଖବର । ଜାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ ଅଟେ । ତେବେ ଆସନ୍ତୁ ନଜର ପକେଇବା 2023 ରେ ଉଚ୍ଚ ମାଧ୍ୟମିକ ଶିକ୍ଷାପରିଶଦ ଦ୍ୱାରା କଣ ରହିଛି ନିସ୍ପତି ।

2023 ରେ ଉଚ୍ଚ ମାଧ୍ୟମିକ ଶିକ୍ଷାପରିଶଦ ଏବଂ ମାଧ୍ୟମିକ ଶିକ୍ଷାପରିଶଦ ଦ୍ୱାରା ପରିଚାଳିତ ହେବାକୁ ଥିବା । ପରିକ୍ଷା ଗୁଡିକ ର ପରିଚାଳନା କୁ ନେଇ ଆଜି ସମିକ୍ଷା ବୈଠକ ବସିଛି ।

school Staff

ବିଦ୍ୟାଳୟ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମିର ରଂଞୀନ ଦାସ ଙ୍କ ଅଦକ୍ଷ୍ୟତା ରେ ଲୋକସଭା ଭବନ ରେ ସ୍ଥିତ କାର୍ଯ୍ୟାଳୟ ରେ ଅନୁଷ୍ଟିତ ସମିକ୍ଷା ବୈଠକ ରେ ଚଳିତ ବର୍ଷ +2 ଏବଂ ମେଟ୍ରିକ୍ ପରିକ୍ଷା କୁ ଅବାଧ ଏବଂ ନିରପକ୍ଷେ ଭାବେ କରିବା ପାଇଁ ଯୋଜନା ନାମ ପ୍ରସ୍ତୁତ କରାଜାଇଛି ।

ବୈଠକ ରେ ଓଡିଶା ର ସମସ୍ତ ଶିକ୍ଷା ରାଜ୍ୟ ପ୍ରକଳ୍ପ ନିର୍ଦ୍ଧଶାଳୟ ପ୍ରକଳ୍ପ ନିର୍ଦ୍ଧେଶକ ଅନୁପମ ସାହ , ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ ର ଅଦକ୍ଷ୍ୟ ଅଶ୍ୱନୀ କୁମାର ମିଶ୍ର । ମାଧ୍ୟମିକ ଶିକ୍ଷାପରିଶଦ ଅଦକ୍ଷ୍ୟ ରାମାସିସ୍ ହାଜିରା , ଅତିରିକ୍ତ ଶାସନ ସଚିବ ଦୂର୍ଗା ପ୍ରସାଦ ମହାପାତ୍ର । ଖଗେନ୍ଦ୍ର କୁମାର ପାଢୀ ଙ୍କ ସମେତ ବିଭାଗିୟ ପଦାଧିକାର ପ୍ରମୁଖ ଅପସ୍ଥିତ ରହି ମତ ଦେଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *