ନବୀନ କରିଦେଲେ ବଡ ଘୋଷଣା – ଏବେ ହିଁ ଜାଣି ନିଅନ୍ତୁ

Naveen

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଷଷ୍ଟ , ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ର ପିଲା ଦେବେ ପରିକ୍ଷା । ଛାତ୍ର ଛାତ୍ରୀ ଙ୍କର ହେବ ଦକ୍ଷ୍ୟତା ପରିକ୍ଷା ସରକାର ଙ୍କ ତରଫ ରୁ ଆଉ କିଛି ବଡ ଘୋଷଣା ଜାରି ହୋଇଛି । ପୁଣି ଦେବେ ସେମାନେ ପରିକ୍ଷା । ଷଷ୍ଟ , ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ର ପିଲା ଦେବେ ପରିକ୍ଷା ହୋଇ ସ୍କୁଲ ଯିବା ପୂର୍ବରୁ ହେବ ଦକ୍ଷତା ଯାଞ୍ଚ ।

ପିଲାଙ୍କ ବୈଦ୍ଧିକ ବିକାଶ କେତେ ହୋଇଛି ମହାମାରୀ କୋରନା ରେ କ୍ଷେତି ପୂରଣ ବାବଦ କୁ ଦିଆଯାଉଥିବା ଲୋର୍ଣ୍ଣିଂ ରିକୋଭରି ପଗ୍ରାମ୍ ରେ କେତେ ଆଗକୁ ଜାଇଛି । ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରିକ୍ଷା । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଏହି ଭଳି ନିସ୍ପତି ନେଇଛନ୍ତି । ଚଳିତ ବର୍ଷ ଠାରୁ ଏହାକୁ ଲାଗୁ କରାଯିବ ।

school Staff

SCRT ପରିକ୍ଷା ପ୍ରଶ୍ନ ପତ୍ର ପାଇଁ ପ୍ରସ୍ତୁତ କରୁଛି । ପିଲା ମାନେ ନିଜର ସ୍କୁଲ ରେ ପରିକ୍ଷା ଦେବେ ଏବଂ ପାଖ ସ୍କୁଲ ର ଶିକ୍ଷକ ମାନେ ଖାତା ମୂଲ୍ୟାୟନ କରିବେ । ତେବେ ଛାତ୍ର ଛାତ୍ରୀ ଏହିଥିରେ ବିଫଳ ହେଲେ ତାଙ୍କୁ ଫେଲ ଧରାଯିବ ନାହିଁ ବୋଲି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମିର ରଂଞନ ଦାସ ।

ତେବେ ରାଇଟ ଟୁ ଏଜୁକେସନ ଆକ୍ଟ ଅନୁଯାୟୀ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ ପିଲା ମାନଙ୍କ ପାଇଁ କ୍ଲାସ୍ ପ୍ରମୋସନ କରିବା ବାଧ୍ୟତା ମୂଳକ ରହିଛି । ତେବେ ରାଜ୍ୟ ସରକାର ଲାର୍ଣ୍ଣିଂ ରିକୋଭରି ପ୍ଲାନ ଲାଗୁ କରିବା ପରେ ଦକ୍ଷତା ପାଇଁ ଏହି ପରିକ୍ଷା କରିବା ପାଇଁ ଯାଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *