ନବୀନ ପୁଣି କଲେ ବିଶ୍ୱ ରେକର୍ଡ । ବଡ ଖବର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରେକର୍ଡ ସୃଷ୍ଟି କଲା ମୋ ସ୍କୁଲ । 5 ବର୍ଷ ରେ ଅନ୍ତର୍ଭୁକ୍ତ ହୋଇଛି 50 ହଜାର ସ୍କୁଲ । 30 ଲକ୍ଷ ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷାନୁଷ୍ଟାନ ବିକାଶ ର କର୍ଣ୍ଣଧାର ସାଜିବେ । ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ଦ୍ୱାରା 2017 ମସିହା ନଭେମ୍ବର 14 ତାରିଖ ରେ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ଏଥି ମଧ୍ୟରେ 5 ବର୍ଷ ପୂରଣ କରିଛି ।

ମାତ୍ର 5 ବର୍ଷ ମଧ୍ୟରେ ରାଜ୍ୟରେ 50 ହଜାର ବିଦ୍ୟାର୍ଥି ଙ୍କ ବିଦ୍ୟାଳୟ ରେ ପହଁଚିଛି ମୋ ସ୍କୁଲ । ବିଶ୍ୱର ଅନ୍ୟତମ ସର୍ବ ବୃହତ ପୁରାତନ ଛାତ୍ରଛାତ୍ରୀ ସଂଯୋଗ କାର୍ଯ୍ୟକ୍ରମ ରେ ପରିଣତ ହେବାର ରେକର୍ଡ ସୃଷ୍ଟି କରିଛି । ଏହା ସହିତ 2022 ଶେଷ ସୁଧା ରାଜ୍ୟରେ 50 ହଜାର ବିଦ୍ୟାଳୟ ରେ ପହଁଚିବାର ଲକ୍ଷକୁ ହାସଲ କରିଛି ମୋ ସ୍କୁଲ ।

school

ଓଡିଶା ର ସରକାରୀ ଏବଂ ବେସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ରେ ପଢୁଥିବା 30 ଲକ୍ଷ ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ । ନିଜ ସ୍କୁଲ ସହିତ ଯୋଡି ହୋଇ ସ୍କୁଲ ର ବିକାଶ ରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ମାତ୍ର ସ୍ୱଳ୍ପ ସମୟ ମଧ୍ୟରେ ଅଭିଯାନ ରୁ ଏକ ଆନ୍ଦୋଳନ ରେ ପରିଣତ ହୋଇଥିବା ମୋ ସ୍କୁଲ ଅଭିଯାନ ରାଜ୍ୟ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ର ଭିତ୍ତି ଭୂମି ବିକାଶ ସହିତ ଛାତ୍ରଛାତ୍ରୀ ଙ୍କ ଶୈଖିକ ବିକାଶ କ୍ରିଡା , କଳା , ସଂସ୍କୃତି , ବିଜ୍ଞ୍ୟାନ ଏବଂ ପ୍ରଯୁକ୍ତି ବିଦ୍ୟା ଭଳି କ୍ଷେତ୍ରରେ ପ୍ରତିଭା ପଦର୍ଶନ ପାଇଁ ପିଲା ମାନଙ୍କୁ ଉତ୍ସାହିତ କରୁଛି ।

ମୋ ସ୍କୁଲ ସହିତ ଯୋଡି ହୋଇଥିବା ପୁରାତନ ଛାତ୍ରଛାତ୍ରୀ ପ୍ରତିଷ୍ଟିତ ବ୍ୟକ୍ତି ବିଶେଷ ଏବଂ ସାଧାରଣ ଜନତା ସ୍କୁଲ ଗୁଡିକର ବିକାଶ ପାଇଁ କେବଳ ଆର୍ଥିକ ସହାୟତା ଯୋଗେଇ ଦେଇ ନାହାଁନ୍ତି ବରଂ ପିଲା ମାନଙ୍କୁ ପଢେଇବା କ୍ରିଡା , କଳା , ସଂସ୍କୃତି , ବିଜ୍ଞ୍ୟାନ ଏବଂ ପ୍ରଯୁକ୍ତି ବିଦ୍ୟା ଭଳି କ୍ଷେତ୍ରରେ ପ୍ରତିଭା ପଦର୍ଶନ ପାଇଁ ପିଲା ମାନଙ୍କୁ ଉତ୍ସାହିତ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *