ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର କିଛି ଅ-ଶ୍ଲୀ-ଳ ଭିଡ଼ିଓ ତା ପାଖରେ ଥିଲା ଆଜି ପର୍ଯ୍ୟନ୍ତ ମୋର ବାହାଘର ଭାଙ୍ଗି ଆସିଛି । ସେ ଗୋଟେ ବିବାହିତା ପୁରୁଷ ହୋଇ ମୋ ସହିତ ଇଲିଗାଲ ରିଲେସନ ରଖିଛି । ମୋର ଆବର୍ସନ କରେଇଛି ତା ସହିତ ଯେଉଁ ଫୋଟ ସବୁ ଥିଲା ମୁଁ ତାକୁ ମାଗିବାକୁ ଯାଉଛି । ଆଉ ସେହି ସବୁ ଫୋଟ ହୋଟେଲ ରେ ଉଠେଇଛି ।
ମୋ ପାଖରେ ରୁମ୍ ରେ ରହୁଥିଲା ଆଉ ସେଇଠାରୁ ସେ ମୋ ଫୋଟ ଉଠଉଛି । ଆଉ ମୁଁ ଯେତେ ବେଳେ ଧରିବା ପାଇଁ ଚେଷ୍ଟା କରିଲି ସେ ପଳେଇବା ପାଇଁ ଚେଷ୍ଟା କରୁଥିଲା । ଆମର ପ୍ରଥମ ଦେଖା ରାସଗୋବିନ୍ଦ ପୁର ଠାରେ ହୋଇଥିଲା । ଆଉ ଯେଉଁଠାରେ କମ୍ପ୍ୟୁଟର କରୁଥିଲି ସେ ସେଠାକୁ ଯିବା ଆସିବା କରୁଥିଲା ।
ତେବେ ସେ ମୋର ଫ୍ରେଣ୍ଡସିପ୍ ରେ ରହିଥିଲା ଆଉ ମୁଁ ଯେତେ ବେଳେ ସିଟି ଏଣ୍ଟ୍ରାନ୍ସ ଦେଇ ବାହାରିଲି ସେତେ ବେଳେ ମୁଁ ପଚାରିଲି କୁଆ଼ଡେ ଜାଇଥିଲ ମୁଁ କହିଲି ସିଟି ପରିକ୍ଷା ଦେବାକୁ ଆସିଥିଲି । ଆଉ ସେ ପରେ ମତେ ରକ୍ସି ହୋଟେଲ ଖାଇବା ପାଇଁ ଡାକିଥିଲେ ଆଉ ସେଠାରେ ଗୋଟେ ରୁମ୍ ରହିଛି ବୋଲି ମୋର ନଲେଜ ବାହାରେ ମୁଁ ଉପର ତାଲାକୁ ଲସି ପିଇବା ପାଇଁ ଜାଇଥିବା ବେଳେ ସେ ଜବର୍ଦୋସ୍ତି ମୋ ସହିତ ସଂ-ମ୍ପ-ର୍କ ସ୍ଥାପନା କରିଥିଲେ ।
ଆଉ ମୁଁ ଯେତେ ବେଳେ ଥାନାରେ ଅଭିଯୋଗ ଦେବା ବେଳକୁ ତାର ଯେଉଁ ବାପା ମାଆ ଙ୍କୁ ନେଇ ଆସିିଥିଲା ସେହି ମାନଙ୍କୁ ନେଇ ମତେ ବିବାହ କରିବ ବୋଲି ପ୍ରତିଶୃତି ବି ଦେଇଥିଲା । ଆଉ ମତେ ଯେହେତୁ ବିବାହ ର ପ୍ରତିଶୃତି ଦେଇଥିଲା ମୁଁ କେମିତି ଅଭିଯୋଗ କରିଥାନ୍ତି ହେଲେ ବର୍ତମାନ ସମୟ ରେ ସେ ମତେ ଇଗନର କରୁଥିବାରୁ ମୁଁ ଆଜି ଅଭିଯୋଗ କରିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।