ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଘରୁ ମୂଷା କୁ ବାହାର କରିବାକ ଆୟୁରବେଦ ଉପାୟ ମାନ । ସେମିତି ରେ ମୂଷା କୁ ଅଜ୍ଞ୍ୟାନୀ ଶକ୍ତି ଏବଂ ନାକାରାତ୍ମକ ଉର୍ଜା ର ପ୍ରତୀକ ବୋଲି ମନାଯାଏ । ଯେଉଁ ଘରେ ମୂଷା ଥାଏ ସେହି ଘରର ଲୋକ ମାନଙ୍କର ଭୈତିକ ବିକାଶ ହୋଇ ନଥାଏ । ମୂଷା ଘରେ ମଇଳା ଏବଂ ଦାରିଦ୍ରତା କୁ ଜନ୍ମ ଦେଇଥାନ୍ତି । ଜାହାର କାରଣ ରୁ ଆପଣ ମାନଙ୍କୁ କେତେ ପ୍ରକାରର ବିମାରୀ ମଧ୍ୟ ହୋଇଥାଏ । ସେମାନେ ଆମ ଘରର ସବୁ ସାମଗ୍ରୀ କୁ ନଷ୍ଟ କରି ଦେଇଥାନ୍ତି । ଏବଂ ଏହି ମୂଷା ଦ୍ୱାରା ପିଲା ମାନଙ୍କୁ ବହୁତ ବିମାରୀ ହୋଇଥାଏ ।
ତେବେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏହି ଘରେ ରହୁ ଥିବା ମୂଷା ମାନଙ୍କୁ ଘରୁ ବାହାର କରିବାର ଉପାୟ ମାନ କହିବା ପାଇଁ ଆସିଛୁ ଯଦି ଆପଣ ମାନେ ଏହିପରି ଭାବେ ବ୍ୟବହାର କରିବେ ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କ ଘରୁ ମୂଷା ପ୍ରେବଶ କରିବ ନାହିଁ । ପ୍ରଥମେ ହେଲା ପେପର ମିଣ୍ଟ ତେଲ । ଏହି ତେଲ ର ଗନ୍ଧ ବହୁତ ହାର୍ଡ ହୋଇ ଥାଏ । ଏହାକୁ ମୂଷା ମାନେ ସହି ପାରନ୍ତି ନାହିଁ । ତୁଳା ର ଛୋଟ ଛୋଟ ଗୁଳା ରେ ଆପଣ ମାନେ ଏହି ତେଲ କୁ ସେହି ସ୍ଥାନ ରେ ରଖିଲେ ସେମାନେ ପଲେଇ ଯିବେ ।
ଦୁଇ ରେ ରହିଛି ଲାଲ୍ ମରିଚ ଗୁଣ୍ଡ । ଏହା ପାଇଁ ଆପଣ ମାନଙ୍କୁ ମରିଚ ଗୁଣ୍ଡ ନେବା ପାଇଁ ପଡିବ ଅଳ୍ପ ସୁଖିଲା ଅଟା ରେ ମିଶେଇ କରି ମୂଷା ରହୁ ଥିବା ସ୍ଥାନ ରେ ରଖି ଦିଅନ୍ତୁ । ପରେ ସେ ଯେତେ ବେଳେ ଖାଇବ ତେବେ ସେ ନିଶ୍ଚିତ ଭାବେ ଘରୁ ବାହାରି ଯିବ ।
ତିନି ରେ ରହିଛି ତେଜ ପତ୍ର ଆମେ ଏହାକୁ ଖାଇବାରେ ବ୍ୟବହାର କରି ଥାନ୍ତି । ହେଲେ ମୂଷା କୁ ବାହାର କରିବା ପାଇଁ ବି ବ୍ୟବହାର କରି ପାରିବେ । ଏହା ପାଇଁ ଚାରି ରୁ ପାଞ୍ଚି ପତ୍ର ନିଅନ୍ତୁ । ଏବଂ ରାତି ରେ ଷୋଇବା ସମୟ ରେ ଏହାକୁ ଜଳେଇ ଦିଅନ୍ତୁ । କିଛି ସମୟ ପାଇଁ କବାଟ ଝରକା ବନ୍ଦ କରି ଦିଅନ୍ତୁ । ତେଜ ପତ୍ର ର ଗନ୍ଦ ରେ ମୁଷା ମାନ ଘରୁ ବାହାରି ଯିବେ ।
ସେହି ପରି ବନ୍ଧୁଗଣ ଆଉ ଏକ ରମେଡି ରେ ଆପଣ ମାନଙ୍କୁ ଫାଳେ ବିଲାତି ରେ ଅଧା ଚାମଚ ଲଙ୍କା ଗୁଣ୍ଡ ବିଲାତି ର ଉପରି ଭାଗରେ ଲଗେଇ ଦିଅନ୍ତୁ ଏବଂ ପରେ ତାହା ଉପରେ ଚିନି ର ଲେପ ବା ଥାପି କରି ଲଗେଇ ଦିଅନ୍ତୁ । ମୂଷାକୁ ବିଲାତି ଏବଂ ଚିନି ଖାଇବୁ ବହୁତ ପସନ୍ଦ ଲାଗେ ହେଲେ ତାହା ଭିତରେ ଥିବା ଲଙ୍କାକୁ ଖାଇଲେ ସେମାନେ ତୁରନ୍ତ ଘରୁ ପଳେଇଯିବେ ତେବେ ଆପଣ ମାନେ ଯେଉଁ ସ୍ଥାନରେ ବି ଘରେ ମୂଷା ହେଉଛନ୍ତି ସେହି ସ୍ଥାନରେ ରଖିଲେ ଆପଣ ମାନଙ୍କ ଘରୁ ମୂଷା ପଳେଇଯିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।