ମା ହେବେ ଏହି ଓଡିଆ ହିରୋଇନ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଜାଇଛି ଗୋଟେ ଖୁସୀର ଖବର ତେବେ ମାଆ ହେବା ପାଇଁ ଯାଉଛନ୍ତି ଓଡିଆ ସିରିଏଲ ଅଭିନେତ୍ରୀ ଶୁଭସ୍ମିତା ତାହାଲେ ବନ୍ଧୁଗଣ ଆପଣ ମାନେ ଶୁଭସ୍ମିତା ଙ୍କୁ ପୂର୍ବରୁ ବହୁତ ସାରା ସିରିଏଲ ରେ ଅଭିନୟ କରିଥିବାର ଦେଖିଥିବେ । ତେବେ ସେ 2005 ମସିହା ପର ଠାରୁ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରିଛନ୍ତି । ସେ ବର୍ତମାନ ସୁଧା 8 ଟି ସିରିଏଲ ରେ ଅଭିନୟ କରିଛନ୍ତି ।

ଏହା ସହିତ କିଛି ସିନେମା ରେ ବି ସାଇଡ ହିରୋଇନ ଭାବେ କାମ କରିଛନ୍ତି ଶୁଭସ୍ମିତା । ଏହା ସହିତ ତାଙ୍କର ବହୁତ ସାରା ଆଲବମ୍ ମଧ୍ୟ ରିଲିଜ ହୋଇଛି । ତାହାଲେ ତାଙ୍କର ସୁନ୍ଦର ଅଭିନୟ ପାଇଁ ତାଙ୍କୁ ଓଡିଶା ର ଲୋକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ବର୍ତମାନ ସମୟ ରେ ଶୁଭସ୍ମିତା ବିବାହ କରିସାରିଥିବା ବେଳେ ଏହାରି ମଧ୍ୟରେ 2 ବର୍ଷ ବିତିଜାଇଛି । ଯେଉଁଥି ମଧ୍ୟରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ଜାଇଛନ୍ତି । ଏବଂ ସେ ନିଜର ଘର ସଂସାର ସମ୍ଭାଳୁଥିବାର ଦେଖା ଦେଇଛନ୍ତି ।

Subhasmita

ଏହି ମଧ୍ୟରେ ଖୁସୀର ଖବର ଆସିଜାଇଛି ଯେ ମାଆ ହେବା ପାଇଁ ଯାଉଛନ୍ତି ଶୁଭସ୍ମିତା ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଶୁଭସ୍ମିତା ଏବଂ ତାଙ୍କର ସ୍ୱାମୀ କୁ ବହୁତ ଭଲ ଭାବେ ଜାଣିଥିବେ । ସୋସିଆଲ ମିଡିଆ ରେ ଅଧିକାଶଂ ସମୟ ନିଜର ଫେନ ମାନଙ୍କ ସହିତ କୋଣ୍ଟାକ୍ଟ ରେ ରହିଛନ୍ତି ଶୁଭସ୍ମିତା ନିଜର ପରିବାର ନିଜର ସ୍ୱାମୀ ଙ୍କ ଫୋଟ ରୁ ସେ ସୋସିଆଲ ମିଡିଆ ସେୟାର କରିଥାନ୍ତି ।

ଏହାରି ମଧ୍ୟରେ ସେ ମାଆ ହେବା ପାଇଁ ଯାଉଥିବା ବେଳେ ସେ କହିଛନ୍ତି ମାଆ ହେବା ପରେ ସେ ନିଜର ବେବି ର ଯତ୍ନ ନେବେ ଏବଂ ବେବି ବଡ ହୋଇ ସାରିବା ପରେ ସେ ପୁଣି ଥରେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଫେରିବେ ବୋଲି ସେ କହିଛନ୍ତି । ତାହାଲେ ଶୁଭସ୍ମିତା ଜଣେ ଭୁବନେଶ୍ୱର ର ବହୁତ ବଡ ବିଜନେସ ମ୍ୟାନ ଙ୍କୁ ବିବାହ କରିଛନ୍ତି । ବିବାହ କୁ ତାଙ୍କର ଦୁଇ ବର୍ଷ ରୁ ଅଧିକ ସମୟ ବିତି ଜାଇଛି ଏହାରି ମଧ୍ୟରେ ସେ ଓଲିଉଡ ଠାରୁ ବହୁତ ଦୂରରେ ରହିଛନ୍ତି ।

ବିବାହ ପର ଠାରୁ ସେ ଆଉ ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରୁଥିବାର ନଜର ଆସିନାହାଁନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଶୁଭସ୍ମିତା ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *