ପାଣିପାଗ ବିଭାଗ ସୂଚନା – ଓଡ଼ିଶାକୁ ବାତ୍ୟା ଭୟ ରହିଛି ୨୦୦ ପବନ ଆଶଙ୍କା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ପାଣିପାଗ ବିଭାଗ କୁ ନେଇ ଆସିଛି ବଡ ଖବର । ବର୍ତମାନ ସମୟ ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା 12 ରୁ 14 ଘଣ୍ଟା ମଧ୍ୟରେ ଲଘୁଚାପ ରେ ପରିଣତ ହେବାକୁ ଯାଉଛି । ଯଦି ଏହା ଲଘୁଚାପ ରେ ପରିଣତ ହେବ ତେବେ ଏହା ଓଡିଶା କୁ ପ୍ରଭାବିତ କରିବ । ଏହି ନେଇ ଓଡିଶା ର କିଛି ଜିଲ୍ଲା ମାନଙ୍କରେ ବର୍ଷା ହେବାର ମଧ୍ୟ ଆଶଂକା ରହିଛି ।

ଆସନ୍ତା କାଲି ଠାରୁ ଆଉ ଦୁଇଟି ଘୂର୍ଣ୍ଣିଂ ବଳୟ ସୃଷ୍ଟି ହେବା ନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପରବର୍ତି ସମୟ ରେ ଏହା ମଧ୍ୟ ଲଘୁଚାପ ଏବଂ ବାତ୍ୟା ର ମଧ୍ୟ ରୂପ ନେବା ପାଇଁ ଯାଉଛି । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ବିବରଣି । ବର୍ତମାନ ସମୟ ରେ ଓଡିଶା ର କିଛି ଜିଲ୍ଲା ମାନଙ୍କରେ ବର୍ଷା ହେଉଥିବା ବେଳେ ଆଉ କିଛି ଜିଲ୍ଲା ମାନଙ୍କୁ ୟୋଲ ୱାର୍ଣ୍ଣିଂ ଜାରି କରାଜାଇଛି ।

rains

ଆସନ୍ତା ସପ୍ତାହ ରେ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହୋଇ ପାରେ ବୋଲି ପୂର୍ବାନୁମାନ କରିଛି ଆକ୍ୟୁବେଦର ର ମୂଖ୍ୟ ଆମେରିକା ର ପାଣିପାଗ ସଂସ୍ଥା ରାଶି ଜକୋନ ନିକୋଶ ଏବଂ ଏହିଥି ପାଇଁ ପାଗ ମଧ୍ୟ ଅନୁକୂଳ ରହିଥିବା ବେଳେ ଆଗାମୀ ସମୟ ରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ କିଛି ଘଣ୍ଟା ମଧ୍ୟରେ ଲଘୁଚାପ ର ଟ୍ରାକ୍ ତୀବ୍ରତା ମଧ୍ୟରେ ଆଉ କିଛି ପୂର୍ବାନୁମାନ ଆସିଯିବ ।

ଅନ୍ୟ ପଟେ ଆଗକୁ ଦୁଇଟି ଘୃର୍ଣ୍ଣିଂ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିିଛି । ସାମ୍ଭାବ୍ୟ ସାମୁଦ୍ରିକ ଝଡ କୁ ନେଇ ଉଇଣ୍ଡି ପୂର୍ବାନୁମାନ କରିଛି । ଉଇଣ୍ଡି ର ଆମେରିକା ମୋଡେଲ GFS ସାମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛି । ହେଲେ ବର୍ତମାନ ସମୟ ରେ ବାତ୍ୟା ହେବାର କୈଣସି ଚାନ୍ସ ନାହିଁ । ସେହି ପରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀ ଲଙ୍କା ଉପକୂଳ ରେ ଲଘୁଚାପ କ୍ଷେତ୍ର କୁ ନେଇ ଆକଳନ କରିଛନ୍ତି ପାଣିପାଗ ବିଭାଗ ।

ତେବେ ଏହା କ୍ରମଃଶ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଏବଂ ଏହାର 48 ଘଣ୍ଟା ମଧ୍ୟ ରେ ଏହା ପଶ୍ଚିମ ମୁହାଁ ହୋଇବ ବୋଲି ପୂର୍ବାନୁମାନ କରିଛି ଡକ୍ଟର ଦାସ । ତେବେ ବର୍ତମାନ ସମୟ ରେ ବାତ୍ୟାର ସେମିତି କିଛି ଭୟ ରହି ନଥିବା ବେଳେ ବର୍ତମାନ ସମୟ ରେ ଓଡିଶା ର କିଛି କିଛି ସ୍ଥାନ ମାନଙ୍କରେ ଏବେ ବର୍ଷା ନେଇ ସମ୍ଭାବନା ରହିଥିବା ର ଆକଳନ ହୋଇଛି । ତେବେ ବନ୍ଧୁଗଣ ଆପଣ ମାନଙ୍କର କେଉଁ ଜିଲ୍ଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *