ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ସମସ୍ତ ବିବାହିତା ମହିଳା ମାନେ ତାଙ୍କର ସ୍ୱାମୀ ଠାରୁ କିଛି ଏମିତି ଜିନିଷ ଚାହିଁଥାନ୍ତି ଯାହାକୁ ସେମାନେ ତାଙ୍କ ଆଗରେ ପ୍ରକାଶ କରି ପାରିନଥାନ୍ତି , ତେବେ ସେହି ଜିନିଷ କଣ ଜାଣିବା ପାଇଁ ହେଲେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ । ତେବେ ବନ୍ଧୁଗଣ କହିବାକୁ ଗଲେ ବିବାହ କୁ ଆମର ହିନ୍ଦୁ ଶାସ୍ତ୍ର ଅନୁସାରେ ବହୁତ ପବିତ୍ର ବନ୍ଧନ ବୋଲି ମାନା ଯାଇଥାଏ , ତେବେ ପବିତ୍ର ବନ୍ଧନ ରେ ସେମାନେ ବିବାହ ହେବା ସମୟ ରେ ସେମାନେ ଦୁହେଁ ପରସ୍ପର କୁ 7 ଜନ୍ମ ପାଇଁ ସାଥୀ ହୋଇ ରହିବେ ବୋଲି ସେମାନେ ଦିହେଁ ଦୁହିଁ ଙ୍କୁ କଥା ଦେଇଥାନ୍ତି ।
ଏବଂ ବିବାହ ପରେ ସେମାନେ ତାଙ୍କର ବୈବାହିକ ଜୀବନ ରେ ସେମାନେ ତାଙ୍କ ସ୍ୱାମୀ ମାନଙ୍କ ଠାରୁ ଏମିତି କିଛି ଜିନିଷ ର ତାଙ୍କର ସ୍ୱାମୀ ମାନଙ୍କ ଠାରୁ ଆଶା କରିଥାନ୍ତି ଯାହା ପାଇଁ ସେମାନେ ସାରା ଜୀବନ ଯାକ ତାଙ୍କ ସ୍ୱାମୀ ମାନଙ୍କ ଠାରୁ ଏପରି କିଛି କାମ ଆଶା କରିଥାନ୍ତି , ତେବେ ଆସନ୍ତୁ ଜାଣିବା ସେମାନେ କଣ ସବୁ ଆଶା କରିଥାନ୍ତି ।
ତେବେ ବନ୍ଧୁଗଣ ପ୍ରଥେମତ ବିବାହିତା ମହିଳା ମାନେ ତାଙ୍କ ର ଜୀବନ ସାଥୀ ଙ୍କ ଠାରୁ ସେମାନେ ଏହା ଆଶା ରଖିଥାନ୍ତି କି ତାଙ୍କର ଜୀବନ ସାଥୀ ତାଙ୍କ ପ୍ରତି ବିଶ୍ୱସ୍ଥ ହେଉ , ଆଉ ଆପଣ ଯଦି ଏମିତି ନ କରିଥାନ୍ତି ତେବେ ସେମାନଙ୍କ ର ରାଗିବାର ଏହା ଏକ କାରଣ ହୋଇଥାଏ , ସେମାନେ ଆଶା କରନ୍ତି କି ସେମାନଙ୍କ ଜୀବନ ସାଥୀ ତାଙ୍କୁ ସେମାନଙ୍କ ଜୀବନ ରେ ଘଟୁଥିବା ସମସ୍ତ କଥା ତାଙ୍କ ସହ ସୋୟାର କରନ୍ତୁ ବୋଲି ଏହା କରିବା ଦ୍ୱାରା ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟ ରେ ଖୁସି ର ସଂସାର ଗଢିଉଠିଥାଏ ।
ତେବେ ଏହା ପରେ ହେଉଛି ମନସ୍କାମନା ପୁରଣ ହେବା , ତେବେ ବନ୍ଧୁଗଣ ଆପଣ ଙ୍କ ର ମହିଳା ଜୀବନ ସାଥୀ ଯଦି କିଛି ମନସ୍କାମନା କରିଥାନ୍ତି କୈଣସି ଜିନିଷ ଆଣିବା ପାଇଁ ତେବେ ତାଙ୍କର କଥା କୁ ଆପଣ ନ ଶୁଣିବା ଭଳି କରନ୍ତୁ ନାହିଁ ଏହା କରିବା ଦ୍ୱାରା ଆପଣ ଙ୍କ ର ପାରିବାରିକ ଜୀବନ ରେ ମଧୁରତା କମି ଯାଇଥାଏ ,
ତେବେ ଯଦି ଆପଣ ଙ୍କ ର ମହିଳା ଜୀବନ ସାଥୀ ଙ୍କ ର କିଛି ମନସ୍କାମନା ରହିଥାଏ , ତେବେ ତାହା ଆପଣ ପୁରଣ କରିବା ପାଇଁ ଚେଷ୍ଟା କରନ୍ତୁ ଏହା କରିଲେ ସେମାନଙ୍କ ର ମନ ଖୁସୀ ହୋଇଥାଏ ଏବଂ ଆପଣ ଙ୍କ ର ବୈବାହିକ ଜୀବନ ଖୁସି ରେ କଟିଥାଏ । ତେବେ ବହନ୍ଧୁଗଣ ଏହା ଥିଲା କିଛି ବିବାହିତା ମହିଳା ମାନଙ୍କ ର ଆଶା ଯାହା ସେମାନେ ତାଙ୍କର ବିବାହ ପରେ ସେମାନେ ତାଙ୍କ ର ସ୍ୱାମୀ ମାନଙ୍କ ଠାରୁ ଆଶା କରିଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।