ମାଳିକା ସତର୍କବାଣୀ, ଏହି 6 ଜଣଙ୍କ ଲୁହରେ ଭାସିଯିବ ଦୁନିଆ, କେବେ ବି ଏମାନଙ୍କ ଆଖିରେ ଲୁହ ଦେବେନି…

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ମଣିଷ ଜିବନ ପୃଥିବୀ ର ଦୃର୍ଲଭ ଜିବନ ଅଟେ । ଆମେ ମାନେ ଧରା ପୃଷ୍ଟ ରେ ଯେତେ ବେଳେ ମନୁଶ୍ୟ ହୋଇ ଜନ୍ମ ଲାଭ କରିଛୁ । ସେହି ପରି ମଣିଷ ଭଳି କର୍ମ କରିବା ଉଚିତ । ନିଜର ସ୍ଵଭାବକୁ କେବେ ମଧ୍ୟ ପଶୁ ଭଳି କରିବା ଉଚିତ ହୁଏ ନାହିଁ । ଏହା କହିବାର ଅର୍ଥ ଜଣେ ମଣିଷକୁ ଆଉ ଜଣେ ମଣିଷର ବିପଦ ବେଳେ ତାକୁ ସାହାଯ୍ୟ କରିବା ଉଚିତ ହେଲେ କେବେ ମଧ୍ୟ ତାର ଆଖିରେ ଲୁହ ଦେବା ଉଚିତ ନୁହେଁ ।

ମାଳିକା ବଚନ ଅନୁସାରେ ଦୁନିଆରେ ଏହି 6 ଜଣଙ୍କ ଆଖିରେ କେବେ ମଧ୍ୟ ଲୁହ ଦେବା ଉଚିତ ହୁଏ ନାହିଁ । ନହେଲେ ଏହାର ଭୟଙ୍କର ପରଣାମ ଭୋଗିବା ପାଇଁ ପଡେ । କେବେ ମଧ୍ୟ କୌଣସି ପରିସ୍ଥିତିରେ 5 ଗୋଟି ଲୋକ ଆଖିରେ ଲୁହ ଦେଇ ତାଙ୍କୁ କନ୍ଦାଇବା ଉଚିତ ନୁହେଁ । ସେହି 6 ଜଣଙ୍କ ମଧ୍ୟରୁ ପ୍ରଥମେ ହେଉଛି ବ ଅକ୍ଷରରୁ ସୃଷ୍ଟି ବାପା ଓ ଦିତୀୟ ହେଉଛି ବୋଉ । ବାପମାଆ ହେଉଛନ୍ତି ଆମର ଚଳନ୍ତି ଦେବତା । ତାଙ୍କର କେବେ ମଧ୍ୟ ହତାଦର କରିବା ଓ ତାଙ୍କ ଆଖିରେ ଲୁହ ଦେବା ଉଚିତ ହୁଏ ନାହିଁ ।

malika

ବାପମାଆ ଆମକୁ ଛୋଟରୁ ବଡ କରିଛନ୍ତି । ସ୍ନେହ ଓ ଶ୍ରଦ୍ଧା ଦେଇ ଆମକୁ ଲାଳନପାଳନ କରିଥାନ୍ତି । ଯେତେବେଳେ ପିଲାମାନେ ବଡ ହୋଇଯାଇଥାନ୍ତି । ସେତେବେଳେ ତାଙ୍କର ମୁଣ୍ଡକୁ ହାତ ପାଇଯାଏ । ଯେଉଁ କାରଣରୁ ସେମାନେ ବାପାମାଆକୁ ଅନାଦର କରିବା ଆରମ୍ଭ କରିଥାନ୍ତି । ଯେଉଁ ପୁଅମାନେ ବଡ ହେଲା ପରେ ନିଜ ବୃଦ୍ଧ ବାପା ଓ ମାଆଙ୍କର ସେବା ନକରି ଘରେ ନରଖି ବୃଦ୍ଧାଶ୍ରମ ପଠେଇ ଦିଅନ୍ତି । ସେମାନେ ଯେତେ ରୋଜଗାର କଲେ ମଧ୍ୟ ତାଙ୍କର ଅଭାବ ସେତେ ବଢେ । ସେମାନେ ଜୀବନରେ ସୁଖଶାନ୍ତିରେ ରହିପାରନ୍ତି ନାହିଁ ।

ତୃତୀୟରେ ବ୍ରାହ୍ମଣ ଆଖିରେ ମଧ୍ୟ କେବେ ଲୁହ ଦିଅନ୍ତୁ ନାହିଁ । ଚତୁର୍ଥରେ ବାବାଜୀ ଆଖିରେ କେବେ ଲୁହ ଦେବା ଉଚିତ ନୁହେଁ । ଯଦି ଏପରି ଆପଣ କରନ୍ତି । ତାଙ୍କ ମନ ବାଧିଲା ଭଳି କଟୁ କଥାର ପ୍ରୟୋଗ କରନ୍ତି । ତେବେ ତାଙ୍କ ଅଭିଶାପ ଦ୍ଵାରା ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଭରି ହୋଇଯିବ । ଯଦି ସେହି ବିଧବା ମହିଳା ମାନଙ୍କ ଆଖିରେ ଲୁହ ଦେଇ କନ୍ଦାଇଥାନ୍ତି । ତେବେ ଆପଣଙ୍କର ମଙ୍ଗଳ ହୁଏ ନାହିଁ ।

ଆପଣମାନେ ଉପରୋକ୍ତ ଏହି ବିଶେଷ 6 ଜଣଙ୍କୁ କେବେ ନିଷ୍ଠୁର କଥା କହିବେ ନାହିଁ । ତାଙ୍କ ଆଖିରେ କେବେ ମଧ୍ୟ ଲୁହ ଦେବେ ନାହିଁ । ନଚେତ ଭଗବାନ ଆପଣଙ୍କୁ ଏହାର ଉପଯୁକ୍ତ ଦଣ୍ଡ ଦେବେ । ବୈଷ୍ଣବ ମାନଙ୍କ ଆଖିରେ ମଧ୍ୟ କେବେ ଲୁହ ଦିଅନ୍ତୁ ନାହିଁ । ଷଷ୍ଠରେ ବିଧବା ଆଖିରେ କେବେ ଲୁହ ଦିଅନ୍ତୁ ନାହିଁ । କାରଣ ବିଧବାର ସ୍ଵାମୀ ମରିଗଲା ପରେ ସେ ନିସହାୟ ହୋଇଯାଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *