ଧୋନି ଯେତେ ଥର ଖେଳରେ ବିଜୟ ହେଲେ ବି କେବେ ଟ୍ରଫିକୁ ଧରି ନିଜେ ଚିୟର କରନ୍ତିନି କାହିଁକି ଆସନ୍ତୁ ଜାଣିବା

Dhoni

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଭାରତିୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିହଂ ଧୋନୀ । ଜାହାଙ୍କୁ ପୂରା ବିଶ୍ୱ ଜାଣିଛି । ପ୍ରତିଟି ଭାରତିୟ ଙ୍କର ଇମୋସନ ପାଲଟି ଜାଇଛନ୍ତି ଧୋନୀ। କାରଣ ଧୋନୀ ଦେଇଛନ୍ତି ଭାରତୀୟ ଙ୍କୁ 8 ଟି ଗୁରୁତ୍ୱ ପୂର୍ଣ୍ଣ ଟ୍ରୋଫି । ଜାହା ଭାରତୀୟ କ୍ରିକେଟ କେବେ ଦେଖି ନଥିଲା ତାହାକୁ ଭାରତିୟ ଦଳକୁ ଦେଇଥିଲେ ଧୋନୀ ।

ତେବେ ଆପଣ ମାନେ ଜାଣିଛନ୍ତି କି ଧୋନୀ କେବେ ହେଲେ icc ଟ୍ରୋଫି କୁ ଧରି କେବେବି ଚିୟର କରି ନାହାଁନ୍ତି ବୋଲି । ସବୁ ବେଳେ ଟ୍ରୋଫି ଆଣିବା ପରେ ସେ ତାଙ୍କର ସାଥି ଖେଳାଳି ଙ୍କୁ ଦେଇ ଦିଅନ୍ତି । ଏହା ପଛରେ ରହିଛି ବଡ କାରଣ ଏବଂ ଧୋନୀ ଙ୍କ ମହାନତା ମହେନ୍ଦ୍ର ସିହଂ ଧୋନୀ ୱିକେଟ କିପର ଏବଂ ବ୍ୟାଟ୍ସ ମ୍ୟାନ । ପଡିଆ କୁ ଉହ୍ଲାଇବା ପରେ ଧୋନୀ ମାରି ଚାଲନ୍ତି ହେଲି କ୍ୱପ୍ଟର ସର୍ଟ । ମ୍ୟାଚ ବିଜୟ ରେ ଛକ୍କା ମାରିବାରେ ମାହିର ମାହି ।

dhonii

ହେଲେ ଧୋନୀ 2020 ମସିହା IPL ର ଠିକ୍ ପୂର୍ବରୁ ଆନ୍ତର୍ଜାତିୟ କ୍ରିକେଟ ରପ ସନ୍ୟାସ ନେଇ ସମସ୍ତ କ୍ରେକେଟ ପ୍ରେମିଙ୍କ ଆଖିରେ ଲୁହ ଆଣି ଦେଇଥିଲେ । ତେବେ ଧୋନୀ କ୍ରିକେଟ ରୁ ଅବସର ନେବାର 1 ବର୍ଷ ପୂର୍ବରୁ ଆନ୍ତର୍ଜାତିୟ କ୍ରିକେଟ ରୁ ଦୂରେଇ ରହିଥିଲେ । ଯଦି ଦେଖିବା ଧୋନୀ ନିଜର କେରିଅର ରେ ଭାରତ କୁ ଦେଇଛନ୍ତି ବହୁତ ଗୁରୁତ୍ୱ ପୂର୍ଣ୍ଣ 8 ଟି ଟ୍ରୋଫି । ହେଲେ ସେ କେବେ ସେହି ଟ୍ରୋଫି କୁ ଧରି ଚିୟର କରିନାହାଁନ୍ତି । ଟ୍ରୋଫି ଆଣିବା ପରେ ସେ ନିଜର ସାଥଇ ଖେଳାଳି ମାନଙ୍କୁ ଦେଇ ଦେଇଥାନ୍ତି ।

ଯଦି ଆମେ ଅନ୍ୟ ଦେଶର ଅଧିନାୟକ ମାନଙ୍କୁ ଦେଖିବା ତେବେ ଧୋନୀ ଙ୍କ ଅଧିନାୟକତ୍ୱ ରେ 2007 ଟି ଟ୍ୱେଣ୍ଡି ବିଶ୍ୱ କପ୍ ଏବଂ 2011 ବିଶ୍ୱକପ୍ ଏବଂ 2013 ଚମ୍ପୟନ୍ ସିପ୍ ଟ୍ରଫି ଜିତିଛି । ଦଳର ଜଣେ ଅଧିନାୟକ ଙ୍କ ନାମରେ 3 ଗୋଟି ଟ୍ରୋଫି ରହିଛି । ତେବେ ସେ କୁହନ୍ତି ମ୍ୟାଚ ଅଧିନାୟକତ୍ୱ ପାଇଁ ନୁହେଁ ସାଥି ଖେଳାଳି ମାନଙ୍କ ପାଇଁ ଜିତାଜାଇଥାଏ । ଏହି ପରି ଭଲ ପରିଶ୍ରମ କରି ଭଲ ଖେଳିଲେ ହିଁ ଗୋଟେ ଅଧିନାୟକ ଭଲ ହୋଇ ପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *