ବର୍ଷାକୁ ଛାଡି ଏହି ଝିଅ ପ୍ରେମରେ ଉବୁଟୁବୁ ଅନୁଭବ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷାଙ୍କୁ ଛାଡିବା ପରେ ଏବେ ନୂଆ ଗାର୍ଲଫ୍ରେଣ୍ଡ ଙ୍କ ସହିତ ନଜର ଆସୁଛନ୍ତି ଅନୁଭବ ମହାନ୍ତି । ତେବେ ବନ୍ଧୁଗଣ ଏହି ପ୍ରେମିକା ଜଣଙ୍କର ନାମ କଣ ଏବଂ ସେ କଣ କରନ୍ତି ଏହି ବିଷୟ ରେ ଆମେ ସଂମ୍ପର୍ଣ୍ଣ ବିବରଣି ଜାଣିନେବା ତେବେ ଆପଣ ମାନେ ପୋଷ୍ଟ ଶେଷ ଯାଏ ପଢନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟରେ ବହୁତ ଝଗଡା ଚାଲିଛି । ସେହିଥି ପାଇଁ ସେମାନେ ପରସ୍ପର ଠାରୁ ଅଲଗା ହେବା ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ଆଉ ଏହାରି ମଧ୍ୟରେ ଅନୁଭବ ମହାନ୍ତି ନଜର ଆସିଛନ୍ତି ଅନ୍ୟ ଜଣେ ହିରୋଇନ ଙ୍କ ସହିତ ଆଉ ଏହି ହିରୋଇନ ଜଣଙ୍କ ହେଲେ ଅନୁଭବ ଙ୍କ ଆଗାମୀ ଚଳଚିତ୍ର ଲଭଇନ ଲଣ୍ଡନର ହିରୋଇନ ।

anubhav

ଆଉ ଏହି ଫିଲ୍ମ ରେ ଅନୁଭବ ଏବଂ ସେହି ହିରୋଇନ ଜୋବର୍ଦୋସ୍ତ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ତେବେ ଏହି ହିରୋଇନ ଙ୍କ ନାମ ସୈମ୍ୟା ସେଖଗଲ ତେବେ ସୈମ୍ୟା ସେଖଗଲ ଙ୍କୁ ବର୍ତମାନ 22 ବର୍ଷ ବୟସ ହୋଇଛି । ପ୍ରଥମ ଥର ପାଇଁ ଓଡିଆ ସିନେମା ରେ ଅଭିନୟ କରିବେ ସୈମ୍ୟା ସେଖଗଲ। ଆଉ ଫିଲ୍ମର ସୁଟିଂ ଇଂଲଣ୍ଡରେ ଚାଲିଥିବା ବେଳେ ଜାହାର ନାମ ରହିଛି ଲଭ ଇନ ଲଣ୍ଡନ ।

ତେବେ ଏହି ଫିଲ୍ମଟି ରିଲିଜ ହେବା ପୂର୍ବରୁ ଏହି ଫିଲ୍ମ କୁ ନେଇ ବହୁତ ସାରା ଚର୍ଚ୍ଚା ଜୋର ଧରୁଛି । ତେବେ ଅନୁଭବ ମହାନ୍ତି ପ୍ରଥମ ଥର ପାଇଁ ଏହି ହିରୋଇନ ଙ୍କ ସହିତ ଓଡିଆ ସିନେମା ରେ ଅଭିନୟ କରିବା ପାଇଁ ଯାଉଛନ୍ତି । ଯେଉଁଥିରେ ଅନୁଭବ ଏବଂ ସୈମ୍ୟା ସେଖଗଲ ଙ୍କ ମଧ୍ୟରେ ବହୁତ ରୋମାନ୍ସ ଦେଖିବା ପାଇଁ ମିଳିବ ।

ଫିଲ୍ମଟି ଲଭ ଏବଂ ଆକ୍ସନ ଉପରେ ଆଧାରିତ ଫିଲ୍ମ ଅଟେ । ବର୍ତମାନ ଏହି ଫିଲ୍ମ ର ସୁଟିଂ ଜୋରସୋର ରେ ଇଂଲଣ୍ଡରେ ଚାଲିଛି ଜାହାର ରିଲିଜ ଆଗାମୀ ଅଳ୍ପ କିଛି ଦିନ ମଧ୍ୟରେ ହେବ । ତେବେ ଆପଣ ମାନଙ୍କୁ ଅନୁଭବ ମହାନ୍ତି କେମିତି ଲାଗନ୍ତି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *