ଏହି ନୁଆ ଜାଗାରେ ଖୋଲିଲା କିଶୋର ଭାଇନାଙ୍କ ମଟନ ଦୋକାନ ।

Kishore Vaina

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଦିନେ କିଶୋର ମଟନ ସାରା ରାଜ୍ୟରେ ପ୍ରଚାରିତ ରହିଥିବା ବେଳେ ପଇସା ସାଙ୍ଗକୁ ପରିମାଣ । ସବୁଥିଲେ ରହିଥିଲା ଜବର୍ଦୋସ୍ତ । 150 ଟଙ୍କାରେ ଅଧା ଏବଂ 200 ଟଙ୍କାରେ ଫୁଲ ମଟନ ବାଢି ଦେଉଥିଲେ କିଶୋର ଭାଇନା । ଏବଂ ସେହି ନାଲି ଚହଟହ ଖାସି ମାଂସ କୁ ଖାଇବା ଲାଗି ରାଜ୍ୟ ତଥା ବାହାର ରୁ ଲୋକ ମାନେ ଧାଇଁ ଆସିଥିଲେ । ଏବଂ ପରେ ଭଲ ଲାଭ ବି ହେଉଥିଲା ।

ହେଲେ ହଠାତ ବିଏମସି ର ଚଢାଉ ହେଲା କିଶୋର ଭାଇନା ଙ୍କ ମଟନ ଦୋକାନ ଉପରେ । ତେବେ ସେ କୁଆଡେ ନକଲି ସସ୍ ସହ କିଶୋର ଭାଇନା ରଙ୍ଗ ବ୍ୟବହାର କରୁଥିଲେ ବୋଲି ଦୋକାନକୁ ସିଲ କରାଗଲା । ଆଉ ତାପରେ ଦୋକାନକୁ ଭାଙ୍ଗି ଦିଆଗଲା । କିନ୍ତୁ କିଶୋର ଭାଇନାଙ୍କୁ ଭଲ ପାଉଥିବା ଏବଂ କିଶୋର ଭାଇନାଙ୍କ ହାତ ରନ୍ଧା ଖାଉଥିବା ଲୋକ ମାନେ କିଶୋର ଭାଇନାକୁ ବହୁତ ମିସ୍ କରୁଥିଲେ ।

Kishore Bhaina

ହେଲେ ଏବେ ସୁଣିବାକୁ ମିଳୁଛି ଯେ କିଶୋର ଭାଇନା ଙ୍କ ଶିସ୍ୟ ଯିଏ କିଶୋର ଭାଇନା ଙ୍କ ଠାରୁ କାମ ସିଖୁଛନ୍ତି ଏବେ ନିଜେ ଗୋଟେ ମୋଟନ ଦୋକାନ କରିଛନ୍ତି । ସେମାନେ ଏବେ ଦୁହେଁ ଦିର୍ଘ 10 ବର୍ଷ ହେଲା ମୋଟନ ଦୋକାନ କରିସାରିଲେଣି । କିଶୋର ଭାଇନା ଙ୍କ ପରି ତାଙ୍କର ରସିଦ ସେହିପରି ଅଟେ । ଆଉ ରସିଦ କାଟି ସାରିବା ପରେ ଲୋକମାନେ ଯେଉଁ କଂସା ରେ ଖାଉଥିଲେ ସେହି କଂସା ଠିକ୍ ସମାନ ପ୍ରକାରର ଅଟେ ।

ଆଉ ସବୁଠାରୁ ବଡ କଥାଯେ କିଶୋର ଭାଇନା ମୋଟନ ସହିତ ଜାହାବି ଦେଉଥିଲେ ସେ ସେହି ମୋଟନ କଂସା ଏବଂ ସେହି ଖାଇବା ସବୁ ଖାଉଛନ୍ତି । କାକୁଡୀ ସାଲାଡ ସେ ଏଠାରେ ମଧ୍ୟ ଦେଉଛନ୍ତି । ଆଉ ସମସ୍ତେ କୁହା କୁହି କରୁଛନ୍ତି ଯେ ଏଠାରେ ହିଁ ମିଳୁଛି କିଶୋର ମୋଟନ । ତେବେ ରସୁଲଗଡ ରୁ ବରମୁଣ୍ଡା ଯିବା ବେଳେ ଜୟଦେବ ବିବାହ ପାଖରୁ ଡାହାଣ ପଟକୁ ପସିଲେ କଳିଙ୍ଗ ହସ୍ପିଟାଲ ଟ୍ରାଫିକ୍ ପୂର୍ବରୁ ରହିଛି ମାଆ ମାଟିହାଣ୍ଡି ମୋଟନ ଦୋକାନ ।

ଯେଉଁଠା ମିଳୁଛି ମିଳୁଛି କିଶୋର ଭାଇନା ଙ୍କ ପରି ମୋଟନ ମିଳୁଛି । ତେବେ ବନ୍ଧୁଗଣ ଲୋକ ମାନଙ୍କ କହିବା ଅନୁସାରେ ଏଠାରେ ମୋଟନ ଏକା ପ୍ରକାରର ଏବଂ ଏକା ସ୍ୱାଦର ଅଟେ । ତେବେ ଆପଣ ମାନେ ବି ଚାହିଁଲେ ବନ୍ଧୁଗଣ ଏଠାକୁ ଜାଇ ଏହି ମୋଟନ ର ସ୍ୱାଦ ନେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *