କାନ୍ଦି କାନ୍ଦି IPL ଛାଡିଲେ କିରୋନ ପୋଲାର୍ଡ ,ଜାଣନ୍ତୁ କଣ ପାଇଁ ଛାଡିଲେ IPL

Kieron Pollard

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କାନ୍ଦି କାନ୍ଦି IPL ଛାଡିଲେ କିରୋନ ପୋଲାର୍ଡ । କାହିଁକି ଛାଡିଲେ ଯଦି ଆପଣ ମାନେ ସୁଣିବେ ତେବେ ଆଶ୍ଚର୍ଯ୍ୟ ହୋଇଯିବେ । IPL ଟିମ୍ ର ମୁମ୍ବାଇ ଇଣ୍ଡିଆନ୍ସ ର ଧୁଆଁଦାର ଅଲରାଉଣ୍ଡର ଆଉ ଖେଳିବେ ନାହିଁ IPL । ଯେଉଁଥିରୁ ସେ ଦୁଖଃ ଦାୟକ ବିଦାୟ ନେଇଛନ୍ତି । ଜାହା ସୁଣିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ର ଫେନ୍ସ ମାନେ ମର୍ମାହତ ହୋଇପଡିଛନ୍ତି ।

IPL ର ସବୁଠାରୁ ବଡ ପ୍ଲେୟାର ହେଉଛନ୍ତି କିରନ ପଲାଡ । ଯିଏ ଏବେ ଆଉ ଖେଳିବେ ନାହିଁ IPL ମ୍ୟାଚ 13 ବର୍ଷ ପରେ ମୁମ୍ବାଇ ଇଣ୍ଡିଆନ୍ସ ରେ ଖେଳିବା ପରେ ଏବେ ମୁମ୍ବାଇର ବେଟିଂ କୋଚ ରହିବେ କିରୋନ ପୋଲାର୍ଡ । କିରୋନ ପୋଲାର୍ଡ ତାଙ୍କ ଟୁଇଟର ହେଣ୍ଡଲ ରେ ଏକ ଦୁଃଖ ଦାୟକ ମେସେଜ ଲେଖି IPL କୁ ବିଦାୟ ନେଇଛନ୍ତି ।

Pollard

ସେ କହିଛନ୍ତି କି ଏହା ମୋ ପାଇଁ ଏକ ସହଜ ନିର୍ଣ୍ଣୟ ନୁହେଁ । ମୁଁ ଆଉ IPL ଖେଳିବି ନାହିଁ ଯଦି ମୁଁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବି ନାହିଁ ତେବେ ଆଉ କୈଣସି ଟିମ୍ ରେ ବି ଯିବି ନାହିଁ । ସେହିଥି ପାଇଁ ମୁଁ IPL ରୁ ଅବସର ନେଉଛି ।

ଏମିତି କହିବାର କାରଣ ହେଲା ମୁମ୍ବାଇ ଇଣ୍ଡିଆନ୍ସ ଏବେ ତାର ପ୍ଲେୟାର ମାନଙ୍କୁ ବଦଳିବାକୁ ଯାଉଛି । ମାନେ ସଂମ୍ପର୍ଣ୍ଣ ଟିମ୍ ଏବେ ପରିବର୍ତନ ହେବ । ଯେଉଁଥିରେ କିରୋନ ପୋଲାର୍ଡ ଙ୍କ ନାମ ନାହିଁ । ମାନେ ସେ ଆଉ ଏବେ ମୁମ୍ବାଇ ରେ ଖେଳିବେ ନାହିଁ ଆଉ ମୁମ୍ବାଇ ର କୋଚ ହୋଇ ରହିବେ । ତେବେ ସେ ଏମିତି ନିସ୍ପତି ନେବା ସମୟ ରେ କାନ୍ଦି ପକେଇ ଥିଲେ ପୋଲାର୍ଡ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *