ଜନ୍ମରୁ ଭିନ୍ନକ୍ଷମ ଖୁଶବୁ, ହେଲେ ହାତରେ ଅଛି ଯାଦୁ..ଦେଖିଲେ ହେଇଯିବେ ଆଶ୍ଚର୍ଯ୍ୟ !

khushbu

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ବନ୍ଧୁଗଣ ଭଗବାନ ଙ୍କ ର ସୃଷ୍ଟି ବିଚିତ୍ର ହୋଇଥାଏ । ତେବେ ଆପଣ ମାନେ ଏହି କଥା ଭଲ ଭାବରେ ଜାଣିଥିବେ କି ଭଗବାନ ତାଙ୍କର ସୃଷ୍ଚି ରେ କାହାକୁ କିଛି କମ ଗୁଣ ଦେଇ ତାକୁ ଏହି ଧରା ପୃଷ୍ଟ କୁ ପଠାଇ ନଥାନ୍ତି । ତେବେ ଭଗବାନ ସମସ୍ତ ଙ୍କ ଠାରେ କିଛି ନା କିଛି ଖାସ ଗୁଣ ଦେଇ ତାକୁ ଏ ଧରା ପୃଷ୍ଟ କୁ ପଠାଇ ଥାନ୍ତି ।

ତେବେ ବନ୍ଧୁଗଣ ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ଜନ୍ମରୁ ଭିନ୍ନକ୍ଷମ ଏକ କୁନି ଝିଅ ଟି ର ଶୁଣିବା ଶକ୍ତି ଏବଂ କହିବା ଶକ୍ତି ନାହିଁ କିନ୍ତୁ ସେ ଭଲ ଆର୍ଟ କରିବା ସହ ଭଲ ନୃତ୍ୟ ମଧ୍ୟ କରି ପାରୁଛି । ତେବେ ବନ୍ଧୁଗଣ ଏହି କୁନି ଝିଅ ଟି ର ନାମ ହେଉଛି ଖୁସୁବୁ ଦାସ । ତେବେ ଖୁସୁବୁ ହେଉଛନ୍ତି ମନୋରମା ଦାସ ଙ୍କ ର ଝିଅ । ତେବେ ଖୁସୁବ ଙ୍କ ମାଆ ଙ୍କ ର କହିବା ଅନୁଯାଇ ପିଲା ବେଳୁ ସେ ଭିନ୍ନ କ୍ଷମ ତାଙ୍କର ର ଝିଅ ଖୁସୁବୁ କିଛି କଥା କହି ପାରନ୍ତି ନାହିଁ ଏବଂ କିଛି କଥା ଶୁଣି ପାରନ୍ତି ନାହିଁ ।

girl 1

ତେବେ ତାଙ୍କ ମାଆ ଏ ନେଇ କିଛି ଟା ତାଙ୍କ ମନ ଭିତରେ ଦୁଃଖ ପ୍ରକାଶ କରିଥିବା ବେଳେ ତାଙ୍କ ଝିଅ କୁ ନେଇ ସେ ଏବେ ବହୁତ ଖୁସି ଅଛନ୍ତି । ତେବେ ଖୁସୁବ ଙ୍କ ମାଆ ତାଙ୍କ ଝିଅ ଖୁସୁବୁ ଙ୍କ ର ଏହି ଭଳି ସମସ୍ୟା କୁ ଦୂର କରିବା ପାଇଁ ଡାକ୍ତର ଙ୍କ ସହ ପରାମର୍ଶ କରିଥିଲେ ଏବଂ ଡାକ୍ତର ତାଙ୍କୁ ଅପରେସନ କରିବା ପାଇଁ କହିଥିଲେ । ତେବେ ଏହି ଅପରେସନ ର କୈଣସି ଗ୍ୟାରେଣ୍ଟି ନ ଥିବା କାରଣ ରୁ ଖୁସୁବୁ ଙ୍କ ର ମାଆ ଅପରେସନ ପାଁ ରାଜି ହୋଇ ନଥିଲେ ।

ତେବେ ପରେ ଡାକ୍ତର ସୁଜାତା ଜେନା ଙ୍କ ପରାମର୍ଶ ଅନୁଯାଇ ଖୁସୁବୁ ଙ୍କ ର ଏବେ ଫୁଜୁଓଥେରାପି କରାଉଛନ୍ତି , ଯାହାଦ୍ୱାରା ଖୁସୁବୁ ଏବେ ଧିରେ ଧିରେ କଥା କହିବା ଆରମ୍ଭ କରୁଛି । ତେବେ ଖୁସୁବୁ ଏକ ଏଭଳି ପିଲା ଯିଏକି ତାଙ୍କର ପିଲା ଦିନୁ କଳା ପ୍ରତି ଆଗ୍ରହୀ ରହିଛନ୍ତି ।

ଖୁସୁବୁ ଛୋଟ ବେଳୁ ଚିତ୍ର କରିବା ସହ ଡ୍ୟାନ୍ସ ପ୍ରତି ତାର ରୁଚି ରହିଥିଲା , ତେଣୁ ଏହି ସବୁ ତାଙ୍କ ମାଆ ଦେଖିବା ପରେ ସେ ତାଙ୍କୁ ଏହି ସବୁ ଦିଗରେ ଯିବା ପାଇଁ ପ୍ରସହନ ଦେଇଛନ୍ତି ଏବଂ ଏହା ସହ ଖୁସୁବୁ କୁ ଡ୍ୟାନ୍ସ ଟିଉସନ ସହ ଚିତ୍ର କରିବା ପାଇଁ ଟିଉସନ ମଧ୍ୟ ଦେଉଛନ୍ତି । ତେବେ ଖୁସୁବୁ ଙ୍କ ର ମାଆ ଙ୍କ ର କହିବା ଅନୁଯାଇ ଖୁସୁବୁ ଏବେ ଯେଉଁ କାମ ପାଇଁ ରୁଚି ରଖିବେ ସେ ତାଙ୍କୁ ସେହି ଦିଗକୁ ଯିବାକୁ ଦେବେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *