କାର୍ତ୍ତିକ ପୂର୍ଣ୍ଣିମା (ଡଙ୍ଗା ଭସା) 08 November,କରନ୍ତୁ ଏହି ୫ଟି କାମ ପୁଣ୍ୟ ପ୍ରାପ୍ତି ହେବ |

Kartik Purnima

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କାର୍ତ୍ତିକ ପୂର୍ଣ୍ଣମାରେ ବନୁଅଛି ବିଶେଷ ମହା ସଂଯୋଗ । ଏହି ୫ଟି କାମ କରିବାକୁ କେବେ ଭୁଲନ୍ତୁ ନାହିଁ । ଏହି ପୂର୍ଣ୍ଣିମାରେ ପୂଜା ଅର୍ଚ୍ଚନା କରି ଏକା ସାଙ୍ଗରେ ଦେବାଦେବୀଙ୍କୁ ପ୍ରତ୍ସନ୍ନ କରାଯାଇ ପାରେ । ଏହି ଦିନ ଘରର ମୁଖ୍ୟ ଦ୍ୱାରାକୁ ସୁନ୍ଦର ଭାବରେ ସଜାନ୍ତୁ । କାର୍ତ୍ତିକ ପୂର୍ଣ୍ଣମାର ଦିନ ପ୍ରାତଃକାଳରୁ ଉଠି ସମସ୍ତ ଘରକୁ ସଫା ସୁତୁରା କରି ସ୍ନାନ ଆଦି କରି ଭଗବାନଙ୍କ ନାମ ଉଚାରଣ କରି ମୁଖ୍ୟ ଦ୍ୱାରାକୁ ତ୍ୱରଣ ରେ ସଦାନ୍ତୁ ।

ଘରର ମୁଖ୍ୟ ଦ୍ୱାରାରେ ସ୍ୱସ୍ତିକ ଚିହ୍ନ ଟିଏ ଅବଶ୍ୟ ବନାନ୍ତୁ । କୁହାଯାଏ କି ଏପରି କରିବା ଦ୍ୱାରା ମାଁ ଲକ୍ଷ୍ମୀଙ୍କ ର ଗୃହକୁ ଆଗମନ ହୋଇଥାଏ । ଘରୁ ସବୁ ଦୁଃଖ ଦାରିଦ୍ର୍ୟତା ଦୂର ହୋଇଥାଏ । ମନ୍ଦିର ଯାଇ ଦ୍ୱୀପ ଦାନ କରନ୍ତୁ । କୌଣସି ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ଚାଉଳ ଅର୍ପଣ କରନ୍ତୁ । ବହୁତ ଶୁଭ ହୋଇଥାଏ । ଏହି ଦିନ ଚାଉଳ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଯେଉଁ ଲୋକମାନଙ୍କ କୁଣ୍ଡଳୀରେ ଚନ୍ଦ୍ରମା ପ୍ରତିକୂଳ ସ୍ଥିତିରେ ରହିଥାଏ ତାଙ୍କୁ ବି ଏହି ଦିନ ବିଶେଷ ରୂପରେ ଚାଉଳ ଦାନ କିରିବା ଶୁଭ ହୋଇଥାଏ ।

Lakshmi

କାର୍ତ୍ତିକ ପୂର୍ଣ୍ଣମା ଦିନ ଚନ୍ଦ୍ରକୁ ପୂଜା କରିବା ବହୁତ ଶୁଭ ବିଚାର କରାଯାଇଥାଏ । ଚନ୍ଦ୍ରକୁ ଗଙ୍ଗା ଜଳରେ ଅର୍ଘ୍ୟ ଦେଇ ଖିରି ର ଭୋଗ ଲଗାନ୍ତୁ । ଏହି ପ୍ରକାରରେ ଚନ୍ଦ୍ରକୁ ପୂଜା କରିବା ଦ୍ୱାରା ବ୍ୟକ୍ତି ଜୀବନରେ ଆସୁଥିବା ସମସ୍ତ ବାଧା ଦୂର ହୋଇଥାଏ ।

ତୁଳସୀ ପୂଜନ କରନ୍ତୁ । ଶାସ୍ତ୍ର ମାନଙ୍କରେ ତୁଳସୀକୁ ମାଁ ଲକ୍ଷ୍ମୀଙ୍କ ରୂପ ବୋଲି ବିଚାର କରାଯାଇଥାଏ । ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣମାର ପବିତ୍ର ଦିନରେ ତୁଳସୀ ଗଛ ପାଖରେ ସୁତକ ଘିଅର ଦ୍ୱୀପ ଟିଏ ଅବଶ୍ୟ ଜଳାନ୍ତୁ । ସଠିକ୍ ମନରେ ତାଙ୍କର ଆରଧନା କରି ସାତଥର ବୃନ୍ଦାବତିଙ୍କ ର ପରିକ୍ରମା କରନ୍ତୁ ।

tulasi puja

ଯଦି ଏହି କାର୍ତ୍ତିକ ପୂର୍ଣ୍ଣମାରେ ବନୁଥିବା ମହା ସଂଯୋଗ ରେ ମାଁ ତୁଳସୀଙ୍କ ର ପୂଜା ଅର୍ଚ୍ଚନା କରାଯାଇଥାଏ । ଆପଣଙ୍କୁ ଏହାର ଅଦ୍ଭୁତ ପରିଣାମ ପ୍ରାପ୍ତ ହୋଇଥାଏ । ବୈଭବ ଲକ୍ଷ୍ମୀ ବ୍ରତ ସୁଖ ସମ୍ଭୃନ୍ଧି ପାଇଁ କରାଯାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *