କପିଲ ସର୍ମା ସୋର ଦମ ଦେଖାଇବ ଦମନ । ବଡ ଖବର

Daman

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କମାଲ କରୁଛି ଦମନ କପିଲ ଙ୍କ ସୋ ରେ ଆସୁଛି ଦମନ ର ଟିମ୍ । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ଏବଂ ସାରା ଭାରତ ରେ ଚର୍ଚ୍ଚା ସାଉଣ୍ଟି ଥିଲା ଓଡିଆ ଫିଲ୍ମ ଦମନ । ଏହା ସହିତ ଏହି ଚଳଚିତ୍ର ବର୍ତମାନ ସମୟ ରେ ହିନ୍ଦି ରେ ମଧ୍ୟ ଡଭ୍ ହୋଇସାରିଛି । ଆଉ ଏଠାରେ ସବୁଠୁ ବଡ କଥା ହେଲା କି କପିଲ ଶର୍ମା ସୋ କୁ ଯାଉଛି ଦମନ ର ପୂରା ଟିମ୍ ।

ଅର୍ଥାତ ବାବୁସାନ ବି ଯାଉଛନ୍ତି କପିଲ ଶର୍ମା ଙ୍କ ସୋ କୁ । ଜାହାକୁ ନେଇ ବର୍ତମାନ ସମୟ ରେ ଦେଖା ଦେଇଛି ଫେନ୍ସ ମାନଙ୍କ ମଧ୍ୟରେ ଉତ୍ସାହ ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କପିଲ ଶର୍ମା ଙ୍କ ସୋ କୁ କେମିତି ବଡ ବଡ ଫିଲ୍ମ ଯିବା ପାଇଁ ଲାଇନ ରେ ରହିଥାଏ । ଏମିତି କି ସାରୁଖ ଖାନ ଙ୍କ ଠାରୁ ଆରମ୍ଭ କରି ସଲମାନ ଖାନ ଏବଂ ହ୍ରିତିସ ରୋସନ ପର୍ଯ୍ୟନ୍ତ ସମସ୍ତେ ଏହି ସୋ କୁ ଜାଇ ସାରିଛନ୍ତି ।

film Daman

ତେବେ ଓଡିଆ ଫିଲ୍ମ ଦିନେ କପିଲ ଶର୍ମା ଙ୍କ ସୋ କୁ ଯିବ ବା ଦମନ ଟିମ୍ ସେହି ସୋ ରେ ପହଁଚିବ ବୋଲି କେହିବି ବି ଭାବି ନଥିଲେ । ଜାହାକି ବର୍ତମାନ ସମୟ ରେ ସୁଣିବାକୁ ମିଳୁଛି ଯେ ଖୁବ ଶୀଘ୍ର ଦମନ ର ସଂମ୍ପର୍ଣ୍ଣ ଟିମ୍ କପିଲ ଶର୍ମା ସୋ କୁ ଆସୁଛନ୍ତି । ଜାହାକୁ ନେଇ ବର୍ତମାନ ସମୟ ରେ ଚର୍ଚ୍ଚା ଜୋର ଧରିଛି ।

ତେବେ ଏହି ଫିଲ୍ମ ରେ ଅଛି ଟାଇଟେଲ ସଙ୍ଗ୍ ନା ରହିଛି କେହି ହିରୋଇନ ନାହିଁ ତଥାପି ଏହି ଫିଲ୍ମ ଟି ଦର୍ଶକ ମାନଙ୍କ ମଧ୍ୟରେ ଅନେକ ପ୍ରଶଂସା ସାଉଣ୍ଟି ପାରିଛି । ଏବଂ ସମସ୍ତ ଙ୍କ ମନକୁ ମଧ୍ୟ ଛୁଇଁ ପାରିଛି ଏହି ଫିଲ୍ମ ଟି ଏବଂ ସେହିଥି ପାଇଁ ବହୁତ ଶୀଘ୍ର କପିଲ ଶର୍ମା ଙ୍କ ସୋ ରେ ନଜର ଆସିବା ପାଇଁ ଯାଉଛି ଦମନ ର ସଂମ୍ପର୍ଣ୍ଣ ଟିମ୍ ବୋଲି ସୁଣିବାକୁ ମିଳୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *