ଟିମ ଇଣ୍ଡିଆକୁ କଢ଼ା ଚେତାବନୀ ଦେଲେ Kapil Dev, ଶୀଘ୍ର ଦୁର କର ଏହି ଦୁର୍ବଳତା…

Kapil Dev

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 30 ତାରିଖ ରେ ଦକ୍ଷିଣ ଆଫ୍ରିକା କୁ ଭେଟିବ ଭାରତ ତେବେ ମ୍ୟାଚ ପୂର୍ବରୁ କପିଲଦେବ ଦେଲେ ଚେତାବନୀ ତେବେ ଭାରତ କୁ ଦୂର କରିବାକୁ ହେବ ଦୂର୍ବଳତା । ତେବେ ଟି ଟ୍ୱେଣ୍ଟି ବିଶ୍ୱକପ୍ 2022 ରେ ଭାରତୀୟ ଦଳ ଅକ୍ଟୋବର 30 ରେ ତୃତୀୟ ଆଫ୍ରିକା ବିପକ୍ଷରେ ଖେଳିଥିଲା ।

ତେବେ ଏହି ଟୁର୍ଣ୍ଣାମେଣ୍ଟ ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ର ପଦର୍ଶନ ବହୁତ ଭଲ ରହିଛି । ଯେଉଁଠି ଟିମ୍ ଇଣ୍ଡିଆ ଅପନିଂ ଇନିଙ୍ଗ୍ସ ଜିତି ଗୃପ୍ B ର ସ୍ଥାନ ଅଧିକରଣ କରିଛି ସେହିପରି ଦକ୍ଷିଣ ଆଫ୍ରିକା 104 ରନ ବ୍ୟବଧାନରେ ବାଂଲାଦେଶ କୁ ପରାସ୍ତ କରିଛି । ଥିସହିତ ଭାରତୀୟ ଦଳ ବଡ ମ୍ୟାଚ୍ ପୂର୍ବରୁ ଭାରତର ପୂର୍ବତନ ଭେଟ୍ରାନ ତଥା ୱାର୍ଲ୍ଡ ବିଜେତା କ୍ୟାପଟେନ କପିଲ ଦେବ ବିଶେଷ ପରାମର୍ଶ ଦେଇଛନ୍ତି ଏବଂ କହିଛନ୍ତି ଯେ ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ କେଉଁ ଦୁର୍ବଳତାକୁ ଦୂର କରିବାକୁ ।

Kapil Dev

ତେବେ ବନ୍ଧୁଗଣ ଟି ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚ ପୂର୍ବରୁ ପୂର୍ବତନ ଭେଟ୍ରାନ କପିଲଦେବ କହିଛନ୍ତି । ଭାରତୀୟ ଦଳରେ ବୋଲିଂ ରେ ଉନ୍ନତି ଆସୁଥିବା ବେଳେ ମୁଁ ଅନୁମାନ କରୁଛି ଯେ ବ୍ୟାଟିଂ ରେ ଆହୁରୀ ଭଲ ହୋଇଥାନ୍ତା ତେବେ ଏଠାରେ ଅଷ୍ଟ୍ରେଲିଆ ର ଫିଲ୍ଡ ବହୁତ ବଡ ତେଣୁ ସେମାନେ ଅସୁବିଧା ରେ ରହିଛନ୍ତୁି ।

ହେଲେ ମୁଁ ଭାବିଛି ବୋଲିଂ ରେ ସାମାନ୍ୟ ଉନ୍ନତି କରିବା ଆବଶ୍ୟକ ଅଟେ ତେବେ କପିଲ ଦେବ କହିଛନ୍ତି ନେଦରଲ୍ୟାଣ୍ଡ ପରି ଦଳ ବିପକ୍ଷରେ ତୁମ ଦଳର ସଠିକ୍ ଯୋଜନା ରହିବା ନିହାତି ଆବଶ୍ୟକ ଅଟେ । ଏହି ପରି ଦଳରେ ନୋ ବଲ ଏବଂ ୱାଇଟ ବୋଲ ଦେବା ମୋଟେ ବି ଉଚିତ ନୁହେଁ । ତେବେ ଏଠାରେ ସେ କହିଛନ୍ତି ମୋଟ ଉପରେ ବହୁତ ଭଲ ଥିଲା ହେଲେବି ସେଠାରେ କିଛି କମିଥିବାର ଦୃଶ୍ୟ ମାନ ହେଉଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *