“ମାଳିସାହି ଦେହ ବେପାର ଯେମିତି ବିଜନେସ, ପେଣ୍ଡାଲ ଉପରେ ଦେହ ଦେଖେଇବା ବି ବିଜନେସ”|

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି କେହି ପ୍ୟାଣ୍ଡଲ ଉପରେ ନାଚିଲା ତେବେ ତା ତାହାର ଗୋଟେ ବିଜନେସ ଅଟେ । ଏବଂ ସେ ଏମିତି କରି ମୋଟେ ବି ଭୁଲ କରିନାହିଁ । ଏବଂ ଲୋକ ମାନଙ୍କୁ ଏଠାରେ ଦେଖିବା ପାଇଁ ଯଦି ପସନ୍ଦ କରୁଛନ୍ତି ତେବେ ତାର କୈଣସି ଭୁଲ ନାହିଁ ଏଠାରେ । ସେମିତି ରେ ବନ୍ଧୁଗଣ ଆମେ ମାନେ ଯଦି ଆପଣ ମାନଙ୍କୁ ପାଶ୍ଚ୍ୟାତ ସମୟ ର କଥା କହିବା ତେବେ ସେହି ସମୟ ରେ ସମସ୍ତେ ଓଢଣା ର ବ୍ୟବହାର କରୁଥିଲେ ।

ସେମିତି ରେ ବର୍ତମାନ ସମୟ ରେ ଗାଁ ଗଣ୍ଡା ମାନଙ୍କରେ ଏହି ସବୁ ପ୍ରଥା ପ୍ରଚଳିତ ଅଟେ । ସେହି ସବୁ ପରେ ଏମିତି ଛୋଟ ଛୋଟ କପଡା ପିନ୍ଧି ସବୁ ପୁଅ ପିଲା ମାନଙ୍କୁ ଏହି ପରି ଭାବେ ଏକ୍ସସାଇଟ ମେଣ୍ଟ କରେଇବା ବା ଉ-ତ୍ତେ-ଜିତ କରିବା ଉଚିତ ନୁହେଁ ।

Rani Priyadarshini

ଏହା ସହିତ ଆମର ଯେଉଁ ରହିଛି ମାଳୀସାହି ସେଠାରେ କଣ ହେଉଛି ସେମାନେ ସେଠାରେ ଦେ-ହ ବ୍ୟ-ବସାୟ କରି ସେମାନେ ନିଜର ଜୀବିକା ନିର୍ବାହ କରୁଛନ୍ତି । ତେବେ ଯଦି କେହି ପ୍ୟାଣ୍ଡେଲ ଉପରେ ନାଚିଲା । ତ ତାହା କଣ ହେଲା ନାଁ ତାହର ସେହିଟା ତାର ବିଜନେସ ଅଟେ । ତାର କୈଣସି ଭୁଲ ନାହିଁ ଏଠାରେ ଯଦି କାହାର ଦେଖିବାର ଇଚ୍ଚା ନାହିଁ ତେବେ ସେମାନେ କଣ ପାଇଁ ସେଠାକୁ ଜାଇ ଦେଖୁଛନ୍ତି ।

ଏବଂ ଯେହେତୁ ସେ ତାର ଭୋରଣ ପୋଷଣ ଏହିଥିରୁ ହେଉଛି ସେହିଥି ପାଇଁ ସେ ଘଡିକ ପାଇଁ ନିଜର ଦେହ ଦେଖେଇଲା । ଏବଂ ମୋ ହିସାବ ରେ ମୋଟେବି ଯାତ୍ରା ବନ୍ଦ ହେବା କଥା ନୁହେଁ । ଏମିତି ରେ ମଣିଷ ସବୁ ବେଳେ କିଛି ନା କିଛି କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ରହିଥିବା ବେଳେ ଏହା ସେମାନଙ୍କ ପାଇଁ ଏକ ମନୋରଂଞୀନ ର ମାଧ୍ୟମ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *