ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନାରୀ ଏବଂ ପୁରୁଷଙ୍କ ପରି କିନ୍ନର ମାନେ ବି ମଣିଷ । ଆମ ହିନ୍ଦୁ ସଂସ୍କୃତିରେ କୀନ୍ନର ମାନଙ୍କୁ ଇଶ୍ଵରଙ୍କ ରୂପ ବୋଲି ଧରାଯାଏ । ସେଥିପାଇଁ କିନ୍ନର ମାନଙ୍କୁ ଅର୍ଦ୍ଧେନାରୀଶ୍ଵର ବୋଲି କୁହାଯାଏ । ଆଉ ସେମାନଙ୍କୁ ବହୁତ ଶୁଭ ବୋଲି ମନାଯାଏ । ହେଲେ ଏବେ ମଧ୍ୟ କିନ୍ନର ମାନଙ୍କୁ ଲୋକମାନେ ଦେଖି ଆସୁଛନ୍ତି ଘୃଣା ନଜରରେ । ତେବେ ବନ୍ଧୁଗଣ ସେହି ବିଷୟ ରେ ଆମେ ଆଜି ଆଲୋଚନା କରିବୁ ।
ଆଜିର ସମୟରେ ବିଜ୍ଞାନର ଉନ୍ନତି ଯୋଗୁଁ କିନ୍ନର ମାନେ ମଧ୍ୟ ଟ୍ରାନ୍ସଉମ୍ୟାନ ହୋଇ ସଂସାର ମଧ୍ୟ କରୁଛନ୍ତି । ସେମିତି ଜଣେ ଟ୍ରାନ୍ସଉମ୍ୟାନ ମାନଙ୍କ ସହିତ ସାକ୍ଷାତକାରରେ କେମିତି କିନ୍ନର ଠାରୁ ଝିଅ ହେଉଛନ୍ତି ସେ ବିଷୟରେ ଜଣେଇଛନ୍ତି । ତେବେ ସେ ସାକ୍ଷାତକାର ମାଧ୍ୟମରେ ଜନସମାଜକୁ ବହୁତ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଛନ୍ତି ।
କିନ୍ନର ମାନଙ୍କୁ ତାଙ୍କର ଅଧିକାର ଦେବା ପାଇଁ କରୁଛନ୍ତି ସତ ପ୍ରୟାସ । ତାଙ୍କ ମତରେ ନାରୀ ଏବଂ ପୁରୁଷ ପରି କିନ୍ନର ମାନେ ମଧ୍ୟ ଜଣେ ସାଧାରଣ ମଣିଷ ଅଟନ୍ତି । ସେମାନଙ୍କୁ ମଧ୍ୟ ଭଗବାନ ସୃଷ୍ଟି କରିଛନ୍ତି । ସେହିଥି ପାଇଁ ସମାନ ସୁବିଧା ସୁଯୋଗ ଏବଂ ସମ୍ମାନ କିନ୍ନର ମାନଙ୍କୁ ମଧ୍ୟ ମିଳିବା ଜରୁରୀ । ହେଲେ ଆଜି ବି ସମାଜ ସେମାନଙ୍କୁ ଘୃଣା ଦୃଷ୍ଟି ଦେଇ ଆମେ ଦେଖୁଛି ।
ନାରୀ ଓ ପୁରୁଷମାନଙ୍କ ଭଳି କିନ୍ନର ମାନଙ୍କର ମଧ୍ୟ ସେ-କ୍ସ ଆବଶ୍ୟକ ତାଙ୍କୁ ତ କେହି ବାହାହୁଅନ୍ତି ନାହିଁ ସେହିଥି ପାଇଁ ସେମାନେ ବାଧ୍ୟ ହୋଇ ଅନେକ ପାଟନର ରଖିଥାନ୍ତି । ଆଉ ବେଡ଼ରୁମ ମଧ୍ୟରେ କିଏ କାହା ସହିତ ସେ-କ୍ସ କଲେ ସନ୍ତୁଷ୍ଟ ହୋଇଥାଏ ତାହା ତାର ବ୍ୟକ୍ତିଗତ ପସନ୍ଦ ଅଟେ । ଆଉ କିନ୍ନର ମାନଙ୍କର ଗ୍ରାହକ ପୁରୁଷମାନେ ହିଁ ଅଟନ୍ତି ।
ସେହିଥି ପାଇଁ ଏଥିରେ କିନ୍ନର ମାନଙ୍କ ଚରିତ୍ରକୁ ଆଙ୍ଗୁଳୀ କରିବାର କୌଣସି ଯଥାର୍ଥ ନାହିଁ । ଏହା ସହିତ ସେ କିନ୍ନର ମାନଙ୍କ ଲିଙ୍ଗ ପରିବର୍ତ୍ତନକୁ ନେଇ କିଛି ବିଶେଷ ମତ ଦେଇଛନ୍ତି ଯେ ଲିଙ୍ଗ ସର୍ଜରୀ କରିବା ମୋଟେବି ସହଜ ନୁହେଁ । ସେଥିପାଇଁ ବହୁତ ସମୟ ଲାଗିବା ସହ ବହୁତ କଷ୍ଟ ମଧ୍ୟ ହୁଏ । ତଥାପି ଲୋକେ କିନ୍ନରଙ୍କୁ ଗ୍ରହଣ କରୁନାହାଁନ୍ତି ବୋଲି ସେ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।