ବଡ଼ ବଡ଼ିଆଙ୍କ ଠାରୁ ନେଇଛି । ଓଡ଼ିଆ ହିରୋଇନଙ୍କୁ ଦେଇଛି ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆରେ ଏ ଓଡ଼ିଆ ହିରୋଇନ କିଏରେ ଯିଏ ପଶୁଥିଲା ଅର୍ଚ୍ଚନାଙ୍କ ଘରେ । ଆରେ କିଏ ସେ ହିରୋଇନ ଯିଏ ଅର୍ଚ୍ଚନା କଥାରେ ତାରକା ହୋଟେଲରେ କାଟୁଥିଲା ରାତି । କିଏ ସେ ଓଡ଼ିଆ ହିରୋଇନ ଯିଏ ଅର୍ଚ୍ଚନା ଠାରୁ ଖାଇଛି । ବଡ଼ ବଡିଆଙ୍କ ଠାରୁ ନେଇଛି ଓଡ଼ିଆ ହିରୋଇନଙ୍କୁ ଦେଇଛି । କିଏ ସେ ଓଡିଆ ହିରୋଇନ ଯିଏକି ଅର୍ଚ୍ଚନା ଠାରୁ ନେଇଛି ଟଙ୍କା ।

ଅର୍ଚ୍ଚନାର କାହାଣୀ ଅନେକଙ୍କୁ ପ୍ରାୟ ଅଛପା ରହି ନାହିଁ । କାରଣ ଅର୍ଚ୍ଚନା ବଡ଼ ବଡ଼ ଲୋକଙ୍କୁ ନେଇ ବନାଉ ଥିଲା । ବଡ଼ ବଡ଼ ଲୋକଙ୍କ ଠାରୁ ଟଙ୍କା ନେଉଥିଲା । ଏବେ କୁଆଡେ ଶୁଣିବାକୁ ମିଳୁଛି ବଡ଼ ବଡ଼ ଲୋକଙ୍କ ଠାରୁ ନେଇଛି ଆଉ ଓଡ଼ିଆ ହିରୋଇନଙ୍କୁ ଦେଇଛି । ସେ ଓଡ଼ିଆ ହିରୋଇନ କିଏ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଭଳି ଚର୍ଚ୍ଚା ସେତେବେଳେ ହେଉଛି ଯେତେବେଳେ ଇଡିର ସ୍କାନରରେ ଓଡ଼ିଆ କଳାକାରଙ୍କ ନାମ ସାମ୍ନାକୁ ଆସିଛି । ସେତିକି ବେଳେ ସେହି ଓଡିଆ ହିରୋଇନ ଚର୍ଚ୍ଚା ହେଉଛି ।

Archana Nag

କିଏ ସେ ଓଡ଼ିଆ ହିରୋଇନ ଯିଏ ଅର୍ଚ୍ଚନା ଠାରୁ ନେଇଛି ଟଙ୍କା ସେହି ଓଡ଼ିଆ ହିରୋଇନ କିଏ ଯିଏ ଅର୍ଚ୍ଚନାଙ୍କ ସହ ସମ୍ପର୍କ । ଅର୍ଚ୍ଚନା ମାମଲାରେ ଇଡି ଏକା ସାଙ୍ଗରେ 15 ଜଣଙ୍କୁ ନୋଟିସ ଜାରି କରି ସାରିଛି । ଆଉ ବହୁତ ଜଲ୍ଦି ସେହି 15 ଜଣଙ୍କ ଭିତରେ ଥିବା ବଡ଼ ମୁଣ୍ଡ ଜେରା ହେବେ । ଯାହାଙ୍କ ଭିତରେ ନେତା ଆଉ ବ୍ୟବସାୟୀ ମଧ୍ୟ ଅଛନ୍ତି ।

ଏହା ମଧ୍ୟରେ ଇଡି ସ୍କାନର ଭିତରେ ଯେତେବେଳେ ଓଡ଼ଶା ଆସିଛନ୍ତି । ଠିକ ସେତିକି ବେଳେ ଚର୍ଚ୍ଚା ଅଧିକ ହେଉଛି । ଓଲିଉଡର କିଛି ଚର୍ଚ୍ଚିତ କଳାକାରଙ୍କୁ ଅର୍ଚ୍ଚନା ଅନଲାଇନରେ କିଛି ଟଙ୍କା ଅନେକ ସମୟରେ ପଠାଇଛନ୍ତି । ଯେଉଁ ମାନଙ୍କ ଠିକଣା ପାଇ ସାରିଛି ଇଡି । ଏମାନଙ୍କ ମଧ୍ୟରେ ଅଛନ୍ତି ଅନେକ ଓଡ଼ିଆ ହିରୋଇନ । ସେମାନଙ୍କୁ ଅର୍ଚ୍ଚନା କଣ ପାଇଁ ଟଙ୍କା ପଠେଇ ଥିଲା ତାହା ଜାଣିବା ପାଇଁ ଇଡି ଖୁବଶୀଘ୍ର ସେହି ମହିଳା ହିରୋଇନଙ୍କୁ ନୋଟିସ ଜାରି କରିବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *