ଶେଷରେ ବାରିକ ହୋଇ ସେଲୁନ ଖୋଲିବେ ମୁକେଶ ଅମ୍ୱାନୀ ।

Mukesh Amwani

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ବନ୍ଧୁଗଣ ପୁଣି ଚର୍ଚ୍ଚା କୁ ଫେରିଲେ ରିଲାଏନ୍ସ ମୁଖ୍ୟ । ସେଲୁନ ବ୍ୟବସାୟରେ ପ୍ରବେଶ କରିବେ ଅମ୍ବାନୀ । ନାଚୁରାଲ୍ସ ର 49 ପ୍ରତିଶତ ଅଶଂଧନ କିଣିବାକୁ ଯୋଜନା । ପୁଣି ଚର୍ଚ୍ଚା କୁ ଫେରିଲେ ମୁକେଶ ଅମ୍ବାନୀ । ଦିନକୁ ଦିନ ବିଭିନ୍ନ କ୍ଷେତ୍ର ରେ ପ୍ରବେଶ କରୁଛନ୍ତି ମୁକେଶ ଅମ୍ବାନୀ ।

ପେଟ୍ରୋଲିୟମ୍ ଠାରୁ ଆରମ୍ଭ କରି ମୋବାଇଲ ସେବା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସାୟରେ ପ୍ରବେଶ କରିଥିବା ମୁକେଶ ଅମ୍ବାନୀ ଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ଏବେ ସେଲୁନ ବ୍ୟବସାୟ ରେ ପ୍ରବେଶ କରିବ । କମ୍ପାନୀ ଏବେ ଚେନ୍ନାଇ ଭିତିକ ସେଲୁନ ଓ ସ୍ପା ଜେନ ନାଚୁରାଲ ର 49 ପ୍ରତିଶତ ଅଶଂ କିଣିବାକୁ ଯୋଜନା କରୁଛି । ନେଚୁରାଲ ର ମୂଳ କମ୍ପାନୀ ଗ୍ରୁମ୍ ଇଣ୍ଡିଆ ସେଲୁନ୍ ଏବଂ ସ୍ପା ର ଦେଶ ବ୍ୟାପି 700 ରୁ ଅଧିକ ସେଲୁନ ଓ ସ୍ପା ଆୁଟ୍ ଲେଟ୍ ରହିଛି ।

mukesh-amba

ରିଲାଏନ୍ସ ଦ୍ୱାରା 49 ପ୍ରତିଶତ ଅଧିକରଣ କରିବା ପରେ ବି ଏହି କମ୍ପାନି ପରିଚାଳନା ନିଜ ହାତରେ ରଖିବ କିନ୍ତୁ ନେଟୱାର୍କ ସମ୍ପ୍ରସାରଣ ରେ ରିଲାଏନ୍ସ ସହାୟତା କରିବ । କୋରନା ମହାମାରୀ ସମୟ ରେ ଦେଶରେ ସେଲୁନ ଶିଳ୍ପ ବେଶ ପ୍ରଭାବିତ ହୋଇଥିଲା । ଅନେକ କମ୍ପାନୀ ବିପୁଳ କ୍ଷତି ସହିଥିଲେ । ନେଚୁରାଲ୍ସ ବି କ୍ଷତି ସହିଥିଲା ଏବେ ରିଲାଏନ୍ସ ଆସିବା ପରେ ଏହି କମ୍ପାନୀ ର ସ୍ଥିତି ର ସୁଦ୍ଧାର ଆସିବାର ସମ୍ଭାବନା ରହିଛି ।

ପୂର୍ବରୁ ରିଲାଏନ୍ସ ଗ୍ରୁପ ପେଟ୍ରୋଲିୟମ ପେଟ୍ରୋକେମିକାଲ , ମିଡିଆ ଆଦି କ୍ଷେତ୍ର ରେ ଥିବା ବେଳେ ପ୍ରଥମ ଥର ପାଇଁ ସେଲୁନ ବ୍ୟବସାୟ ରେ ପ୍ରବେଶ କରିବ । ରିଲାଏନ୍ସ ରିଟେଲ ମାଧ୍ୟମ ରେ ଏହି ଅଧିଗ୍ରହଣ କରାଯିବ ବୋଲି ଗଣ ମାଧ୍ୟମ ରୁପୋର୍ଟ ରୁ ଜଣା ପଡିଛି । କେବଳ ସେଲୁନ ନୁହଁ ବିଉଟି ପ୍ରଡୋକ୍ଟ ବିକ୍ରି ପାଇଁ ରିଲାଏନ୍ସ ଷ୍ଟୋର ଖୋଲିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *