ଜଗା ଦୁଆରେ ମା ପୁଅଙ୍କ ମିଳନ ,ମାଆର ଲୁହ ପାଇଁ ପୁଅ ଫେରିଆସିଛି

ma

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଏକ ମାଆ ଆଉ ପୁଅ ର ସମ୍ପର୍କ କେତେ ନିବିଡ ହୋଇଥାଏ ସେ କଥା ତ ଆପଣ ମାନେ ବେଶ ଭଲ ବାବରେ ଜାଣିଥିବେ ଏବଂ ଏହା ସହ ଆପଣ ମାନେ ମାଆ ଆଉ ପୁଅ ଭିତରେ କେତେ ପରିମାଣ ରେ ଭଲ ପାଇବା ରହିଥାଏ ସେ ସମ୍ପର୍କ ରେ ମଧ୍ୟ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏପରି ଏକ ଘଟଣା ବିଷୟ ରେ କହିବୁ ଯାହାକି ମାଆ ଠୀରୁ ଜଣେ ପୁଅ ଅଲଗା ହୋଇଥିଲା ଏବଂ ସେ ଆଜି ପୁଣି ଆଉ ଥରେ ତା ମାଆ ଙ୍କ ସହ ମିଶିଛି । ତେବେ ବନ୍ଧୁଗଣ ଘଟଣା ଟିର ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବାକୁ ଚାହୁଁଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

maa

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କୈଣସି ମାଆ ତାର ପିଲାର କେବେ ହେଲେ କ୍ଷତି ଚାହିଁନଥାଏ , ତେଣୁ ଗୋଟିଏ ମାଆ ତାର ପିଲାକୁ କିଭଳି ଭଲ ଶିକ୍ଷା ଦେଇ ତାକୁ ଗୋଟିଏ ବଡ ମଣିଷ କରିବା ସେ ପାଇଁ ତାର ସବୁବେଳେ ତାର ପିଲା ପ୍ରତି ପ୍ରୟାସ ଜାରି ରହିଥାଏ ଏବଂ ତାର ପିଲା କୈଣସି ଭୁଲ କାମ କଲେ କିମ୍ବା ଖରାପ ବାଟକୁ ଗଲେ ତାକୁ ତାର ମାଆ ଶାସନ ମଧ୍ୟ କରିଥାଏ ଏବଂ ଏହା ସହ ତାକୁ ସଠିକ ରାସ୍ତା ଦେଖାଇଥାଏ ।

ତେବେ ମାଆ ଙ୍କ ର ଏହି ଶାସନ ବା ମାଡ ଗାଳି ଭୟରେ ଗୋଟିଏ ପିଲା ଘର ଛାଡି ଚାଲିଯାଇଥିଲା । ତେବେ ଖବର ମୁତାବକ ଗତ ବୁଧବାର ଦିନ ଗଞାମ ହିଞିଡାସାହି ର କାଳିଆ ସାହି ର ରେଣୁକା ସାହୁ ଙ୍କ ପୁଅ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ତାଙ୍କର ମ୍ୟାଟ୍ରିକ ପରୀକ୍ଷା ରେ ଫେଲ ହେବାର କଥା ଭାବି ସେ ତାଙ୍କ ମାଆଙ୍କୁ ଏକ ଚିଠି ଲେଖି ଘର ଛାଡି ପଳାଇଥିଲେ ।

ma

ତେବେ ସେ ସେହି ଚିଠି ରେ ଲେଖିଥିଲେ କି ମାଆ ମୁଁ ଆଜି ମ୍ୟାଟ୍ରିକ ପରୀକ୍ଷା ରେ ଫେଲ ହୋଇଯିବି କିନ୍ତୁ ତୁ ମନ ଦୁଃଖ କରନି ମୁଁ ଆଜି ଘର ଛାଡି ଯାଉଛି ଦେଖିବୁ ଦିନେ ମୁଁ ତ ପାଖକୁ ବଡ ମଣିଷ ହୋଇ ଫେରିବି । ତେବେ ତାଙ୍କ ମାଆ ଙ୍କ ର କାନ୍ଦିବା ଦୃଶ୍ୟ ନାରାୟଣ ନ୍ୟୁଜ ରେ ଦେଖିବା ପରେ ସେ ପୁରୀ ରେ ରହୁଥିବା ଏକ ହୋଟେଲ ରୁ ଫୋନ କରିଥିଲା । ତେବେ ପରେ ସୂଚନା ପାଇଁ ପୋଲିସ ର ସହାୟତା ରେ ତାକୁ ଏବେ ଘରକୁ ଆଣିଛନ୍ତି ତାଙ୍କର ମାଆ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *