ଅର୍ଚ୍ଚନା ନାଲି କାରରେ ପୁଅ ଖେଳୁଥିଲା ବନ୍ଧୁକ, ମା ଧରି ବୁଲୁଥିଲା ଛୁରୀ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆକ୍ସନ ମୋଡ ରେ ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ଅର୍ଚ୍ଚନା ଙ୍କ ମୋନି ଲୋଡ୍ରିଂ ଲିଙ୍କ୍ ନେଇ 8 ଟି ସ୍ଥାନ ରେ ଏକା ସାଙ୍ଗରେ ଚଢାଉ କରିଛି ଇଡି । କଳାହାଣ୍ଡି ର କେସିଙ୍ଗା ସ୍ଥିତ ବାସ ଭବନ ରେ ଇଡି ଏବେ ଚଢାଉ କରିଛି । ବେଆଇନ ଅର୍ଥ କାରବାର କୁ ଖୋଲତାଳ କରୁଛି ଇଡି । ଅର୍ଚଚନା ଏବଂ ଜଗବନ୍ଧୁ ଙ୍କ ସତ୍ୟବିହାର ଘରେ ଇଡି ରେଡ୍ କରିଛି ।

ଇଡି ପକ୍ଷରୁ ଅର୍ଚ୍ଚନା ନାଗ ମାମଲା ହାତକୁ ନେବା ପରେ ଏବେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କର ବ୍ୟାଙ୍କ୍ ଏକାଉଣ୍ଟ ଖୋଳତାଳ ଆରମ୍ଭ କରିଥିଲା । ତେବେ କ୍ରାଇମବ୍ରାଞ୍ଚ ପୋଲିସ ଠାରୁ ହସ୍ତଗତ ହୋଇଥିବା ବ୍ୟାଙ୍କ୍ କାରବାର କୁ ନେଇ ଇଡି ଅଧିକାରୀ ମାନେ ପୁଣିଥରେ ତନ୍ନାଘନ୍ନା ଜାଞ୍ଚ ଆରମ୍ଭ କରିଥିଲେ । ତେବେ ଇଡି ର ଅଧିକାରୀ ମାନେ ଜାଣିବାକୁ ପାଇଛନ୍ତି ଯେ ଅର୍ଚ୍ଚନା ଯେଉଁ ସବୁ କାରବାର କରିଛନ୍ତି । ସେହି ପରି ଇଡି ର ତନ୍ନା ଘନ୍ନା ରେ ଅର୍ଚ୍ଚନା ନାଗ ଙ୍କ କାର ଭିତରୁ ବାହାରୁ ଛୁରୀ ଆଉ ବନ୍ଧୁକ ।

Jagbandhu Archana

ଛୁରୀ ତ ଅର୍ଜିନାଲ ହେଲେ ବନ୍ଧୁକ ଟା ପ୍ଲାଷ୍ଟିକ୍ । ତେବେ ଆପଣ ମାନେ ବି ଏଠାରେ ଦେଖିବା ପାଇଁ ପାଉଥିବେ କି କେଉଁ ଭଳି ଭାବେ ଇଡି ଜାଞ୍ଚ କରୁଛି ଏବଂ କେଉଁ ଭଳି ଭାବେ ଜିନିଷ ମିଳୁଛି ଆପଣ ମାନଙ୍କ ଆଖି ସାମ୍ନାରେ । ସତ୍ୟନଗର ସ୍ଥିତ ଅର୍ଚ୍ଚନା ର ଘର ନୁହେଁ ତାର ସମସ୍ତ ବାସ ଭବନ ଏବଂ ତାର ପୈତୃକ୍ତ ଏହା ସହିତ ତାର ଶସୁରରାଳୟ ସବୁକିଛି ଜାଞ୍ଚ କରାଜାଉଛି ।

ଏହା ସହିତ ଶ୍ରଦ୍ଧାଞଳୀ ଏବଂ ଖଗେଶ୍ୱର ଙ୍କ କାର ସୋ ରୁମ୍ ଆଉ ସବୁ ଜାଗାରେ ପହଁଚି ସାରିଛି ଇଡି । ସ୍ୱସତ୍ରବଳ ସହିତ ଛିଡା ହୋଇ କରୁଛନ୍ତି ସବୁ ଜିନିଷ କୁ ଟିକିନିକି ଜାଞ୍ଚ । ଏହା ମଧ୍ୟରୁ ମିଳି ପାରେ ସେମାନଙ୍କୁ ଅନେକ କିଛି ପ୍ରମାଣ । ତେବେ ଇଏ ହେଲା ସେହି ସମୟ ର ଦୃଶ୍ୟ । ଅର୍ଚ୍ଚନା ନାଗ ସେକ୍ସ କେଣ୍ଡାଲ ଏବଂ ମୋନି ଲୋଣ୍ଡ୍ରୀ ମାମଲାରେ ବର୍ତମାନ ମୋନି ଲୋଣ୍ଡିଂ ର ଟେର ଖୋଜୁଛି ଇଡି । ଓ ଅର୍ଚ୍ଚନା ନାଗ ବ୍ୟବହାର କରୁଥିବା ସବୁ ଜିନିଷ କୁ ଖୋଳତାଳ ମଧ୍ୟ କରୁଛି ପୋଲିସ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *