ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ଶାସ୍ତ୍ର ଅନୁଯାଇ ମହିଳା ମାନଙ୍କ ର ଶରୀର ରେ ଏପରି ଏକ ଅଙ୍ଗ ବିଷୟ ରେ ଜଣାଇବୁ , ଯାହା କି ମହିଳା ମାନଙ୍କ ର ଶରୀର ରେ ଏହି ଅଙ୍ଗ ବଡ ହୋଇଥିଲେ ସେହି ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ବନ୍ଧୁଗଣ କଣ ସେହି ଅଙ୍ଗ ରହିଛି ସେ ସମ୍ପର୍କ ରେ ଜାଣିବା ପାଇଁ ଚାହୁଁଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ତେବେ ବନ୍ଧୁଗଣ ମାନାଯାଏ କି ଏକ ଘର ର ମହିଳା ମାନଙ୍କ ର ଗୁଣ , ରୂପ ଏବଂ ସ୍ୱଭାବ ରୁ ଜଣା ପଡିଥାଏ କି ସେହି ମହିଳା ଜଣ ଙ୍କ ର ସ୍ୱଭାବ କିପରି ଏବଂ ଏହା ସହ ଯଦି ସେହି ଘର ର ମହିଳା ଭଲ ହୋଇଥାନ୍ତି ତେବେ ତାଙ୍କର ପରିବାର ରେ କେବେ ହେଲେ ଦୁଃଖ କଷ୍ଟ ଆସି ନଥାଏ ଏବଂ ଯଦି ସେହି ମହିଳା ଜଣକ ଦୁଷ୍ଟ ପ୍ରକୃତି ର ହୋଇଥାଆନ୍ତି ତେବେ ସେହି ପରିବାର ଦୁଃଖ ରେ ସମୟ କଟାଇଥାଏ ।
ତେବେ ଆମର ସାମୁଦ୍ରିକ ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟ ରେ କିଛି ଏପରି କଥା ବର୍ଣ୍ଣନା କରାଯାଇଛି ଯାହାକି ଆପଣ ମାନେ ତାଙ୍କର ଶରୀର ରେ କେଉଁ ଅଙ୍ଗ କିପରି ହୋଇଥିଲେ ତାହାକୁ ଲକ୍ଷ୍ୟ କରି ଆପଣ ମାନେ ତାଙ୍କର ଚରିତ୍ର ବିଷୟ ରେ ଜାଣି ପାରିବେ । ତେବେ ସାମୁଦ୍ରିକ ଶାସ୍ତ୍ର ଅନୁଯାଇ ଯଦି ଏକ ପୁରୁଷ ର ମୁହଁ ତାର ମାଆ ଙ୍କ ପରି ହୋଇଥାଏ ଏବଂ ଏକ ମହିଳା ର ମୁହଁ ତାର ପିତା ଙ୍କ ପରି ଦେଖା ଯାଉଥାଏ ତେବେ ତାହା ଶୁଭ ହୋଇଥାଏ ଏବଂ ଏପରି ମହିଳା ମାନେ ତାଙ୍କର ଘର ଏବଂ ପରିବାର କୁ ଭାଙ୍ଗିବା ପାଇଁ ଦେଇ ନଥାନ୍ତି ।
ତେବେ ଯେଉଁ ନାରୀ ର ଜିହ୍ୱା ଅର୍ଥାତ୍ ଜିଭ ବଡ , କୋମଳ ଏବଂ ନାଲ ହୋଇଥାଏ ଏଭଳି ନାରୀ ମାନେ ସର୍ବଦା ମିଠା ମିଠା କଥା କହିଥାନ୍ତି ତେବେ ଏହି ଭଳି ସ୍ତ୍ରୀ ଘରେ ରହିବା ସୈଭାଗ୍ୟ ର ପ୍ରତୀକ ହୋଇଥାଏ ।
ତେବେ ଯେଉଁ ମହିଳା ମାନଙ୍କ ର ନାକ ଲମ୍ବା ଏବଂ ନାକ ର ଉପର ଅଂଶ ରେ କଳା ତିଳ ରହିଥାଏ ଏଭଳି ସ୍ତ୍ରୀ ମାନଙ୍କୁ ଅତ୍ୟନ୍ତ ଭାଗ୍ୟଶାଳି ମାନାଯାଇଥାଏ ଏପରି ମହିଳା ମାନେ ଆପଣ ଙ୍କ ର ଘରେ ରହିବା ଦ୍ୱାରା ଘରେ କେବେ ହେଲେ ଧନ ସମ୍ପତ୍ତି ର ଅଭାବ ଘଟି ନଥାଏ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।