“ହଟ୍ ଡ୍ରେସ୍ ନପିନ୍ଧିଲେ, ଲୋକ କହୁଛନ୍ତି ରାନୀ ଦିଦି ଟିକେ କମି ଯାଉଛି” |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ହେଲି ରାନୀ ପ୍ରିୟଦର୍ଶନୀ ସାହୁ ହଟ ଆଇଟମ ଗାର୍ଲ ଚପଲ ଖାଇ ମୁଁ ମୋ ପର୍ଫୋମାନ୍ସ କରୁଛି ଆଉ ଆଗକୁ ବି କରିବି କେହି ମତେ ରୋକି ପାରିବେ ନାହିଁ । ମୋ ଅଭିନୟରେ ଆଉ ମୁଁ ଟେଲେଣ୍ଟ କୁ ନେଇ ଆଗକୁ ଜାଇ ପାରିବି । ମିଡିଆ – ଆପଣଙ୍କୁ ଯଦି କେହି 10 ହଜାର ଦେବେ ଆପଣ ଯେକୈଣସି ଜାଗାରେ କରିବେ । ମୁଁ ସେହି ଟାଇପ ର ଝିଅ ନୁହେଁ ମୁଁ ଯଦି ସେହି ସବୁ କରିଥାନ୍ତି ତେବେ ମୁଁ ଆଇଟମ କଣ ପାଇଁ କରିଥାନ୍ତି ନାଁ ମୁଁ ଜାଇକି କଣ ପାଇଁ ଯାତ୍ରାରେ ଆଇଟମ୍ ଡେନ୍ସ କରିଥାନ୍ତି ମୁଁ ତ ରୁମ୍ ଭିତରେ ବି ଲୋକଙ୍କ ସାମ୍ନାରେ କରି ଏହାଠୁ ଅଧିକ ପଇସା କମେଇ ପାରିଥାନ୍ତି ।

ଏବଂ ଏମିତି ହୋଇଥିଲେ ମୁଁ ନିଜେ କେବେ ନିଜର ପ୍ରଡୋକ୍ସନ ହାଉସ କରିନଥାନ୍ତି । ଆଉ ଏମିତି ରେ ମୁଁ ସେଠାରେ ବହୁତ କଳାକାର ମାନଙ୍କୁ ଚାନ୍ସ ଦେଇଛି । ଏମିତି କଥା ଉପରେ କୋମ୍ପ୍ରମାଇଜ ର କଥା ହିଁ ଉଠୁ ନାହିଁ । ମୁଁ ସବୁ ବେଳେ ତାଙ୍କ ମୁହଁ ଉପରେ ଜାବାବ ଦେଇଛି । ତେବେ ଆପଣ ମାନଙ୍କୁ ଯଦି କୋମ୍ପ୍ରମାଇଜ ଆଟିଷ୍ଟ ଦରକାର ତେବେ ଆପଣ ମାନେ ସେହି ଭଳିଆ ଆଟିଷ୍ଟ ନିଅନ୍ତୁ ।

Rani Priyadarshini

ହେଲେ ସେହି ପ୍ରକାରର ଝିଅ ନୁହେଁ ସେହି ପ୍ରକାରର କାମ କରିବି ନାହିଁ । ଏମିତି ରେ ଲୋକ ମାନଙ୍କୁ କଣ ଭଲ ଲାଗୁଛି ନାଁ ରାନୀ ର ଆଇଟମ୍ ଡେନ୍ସ ଏବଂ ଛୋଟ ଛୋଟ କପଡା ପିନ୍ଧି କେମିତି ନଚେଇବେ ସେମାନେ ତାହା ହିଁ ଚାହୁଁଛନ୍ତି । ଏବଂ ଏମିତି ରେ ବହୁତ ଲୋକ ମୋ ଫିଗର ଦେଖି କୁହନ୍ତି ଆପଣ ସ୍ଲିମ୍ ରହିଛନ୍ତି ଆପଣ ଟିକେ ଆଇଟମ୍ ଟାଇପ୍ ର ଡେନ୍ସ କରିଲେ ଆପଣଙ୍କୁ ବହୁତ ଭଲ ଲାଗିବ ।

ଏମିତି ରେ ବହୁତ ଜାଗାରେ କହିବା ପରେ ମୁଁ ଆଜି ଆଇଟମ୍ ଡେନ୍ସ ରେ ଏହି ପରି କରିବାରୁ ବହୁତ ଲୋକ ମାନେ ସୋପର୍ଟ ବି କରୁଥିବା ବେଳେ ବହୁତ ଲୋକ ମାନେ ବିରୋଧ ରେ ବି କହୁଥିବାର ଦେଖିବା ପାଇଁ ମିଳୁଛନ୍ତି । ଏବଂ ମୁଁ ସବୁ ବେଳେ ଦର୍ଶକ ମାନଙ୍କ ପାଇଁ ସେମାନେ ଚାହିଁଲେ ବୋଲି ମୁଁ ଆଇଟମ୍ କରିଲି ଆଉ ଆଗକୁ ବି ଏମିତି କରିବେ ବୋଲି ରାନୀ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *