ଝିଅଙ୍କର ଏହି ଜିନିଷ ଛୁଇଁଦେଲେ ରାଜ ମଧ୍ୟ ହୋଇଯାଏ ଭିକାରୀ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଜି ଆମର ଏହି ପୋଷ୍ଟ ମାଧ୍ୟମରେ ଜଣାଇବୁ ଯାହାକି ଆଚାର୍ଯ୍ୟ ଚାଣକ୍ୟ ଙ୍କ ନିତି ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ର ଶରୀର ବିଷୟ ରେ ଏପରି ଏକ ଅଙ୍ଗ ବିଷୟ ରେ ଜଣାଇବୁ ଯାହାକୁ ସ୍ପର୍ଷ କରିବା ଦ୍ୱାରା ଦେବୀ ମାତା ଆପଣ ଙ୍କ ଉପରେ ନାରାଜ ହୋଇଥାନ୍ତି ଏବଂ ଏହା ଦ୍ୱାରା ଆପଣ ଙ୍କୁ ବହୁତ ପ୍ରକାର ର ସମସ୍ୟା ର ସାମନା କରିବାକୁ ପଡିଥାଏ ।

ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନିତି ଶାସ୍ତ୍ର ଅନୁସାରେ ଏପରି କେଉଁ ଅଙ୍ଗ ରହିଛି ମହିଳା ମାନଙ୍କ ଶରୀର ରେ ଯାହାକୁ ଆପଣ ମାନେ ସ୍ପର୍ଷ କରିବା ଦ୍ୱାରା ଆପଣ ବହୁତ ପ୍ରକାର ର ସମସ୍ୟା ର ସାମନା କରିବେ , ସେ ବିଷୟ ରେ ସମ୍ପୁର୍ଣ୍ଣ ସୂଚନା ପାଇବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

chanakya

ତେବେ ବନ୍ଧୁଗଣ ଆପଣ ମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ କି ଶା-ରୀ-ରିକ ସ-ମ୍ପର୍କ ସମୟ ରେ ପୁରୁଷ ମାନେ ସବୁ କିଛି ଭୁଲି ଯାଇ ମହିଳା ମାନଙ୍କ ଶରୀର ରେ ଏପରି ଏକ ଅଙ୍ଗ ରହିଛି ଯାହାକୁ ଭୁଲ ରେ ସ୍ପର୍ଷ କରିଥାନ୍ତି ଯାହାଦ୍ୱାରା କାଳି ମାତା ରୁଷ୍ଟ ହୋଇଥାନ୍ତି ।

ତେବେ ବନ୍ଧୁଗଣ କୁହାଯାଏ କି ମହିଳା ମାନଙ୍କ ର ନାବି ରେ ମାତା କାଳି ଙ୍କ ର ସହବାସ ହୋଇଥାଏ , ତେଣୁ ଆପଣ ମାନେ ଧ୍ୟାନ ଦେବା ଉଚିତ କି ମହିଳା ମାନଙ୍କ ର ନାଭି ରେ କେବେ ହେଳେ ଭୁଲ ରେ ସ୍ପର୍ଷ ନ କରିବା ଉଚିତ୍ ନୁହେଁ । ତେବେ ବନ୍ଧୁଗଣ ଏହା ଆମର ଶାସ୍ତ୍ର ରେ ବର୍ଣ୍ଣନା ମଧ୍ୟ କରାଯାଇଛି ହୁଏତ ଆପଣ ମାନଙ୍କୁ ଏହି କଥା ଅଜବ ଲାଗୁଥାଏ ପାରେ । ତେବେ ବନ୍ଧୁଗଣ ନାଭି ଏକ ଏମିତି ଅଙ୍ଗ ଯାହାକି ଆପଣ ଙ୍କ ର ସମସ୍ତ ପ୍ରକାର ର ରୋଗ ର ନିବାରଣ ସେହି ଠାରେ ରହିଥାଏ ।

ଯଦି ଆପଣ ମାନେ ନାଭି ରେ ପ୍ରତିଦିନ ସୋରିଷ ତେଲ ଲଗାନ୍ତି , ତେବେ ଆପଣ ଙ୍କ ର ଓଠ ଏବଂ ଗୋଇଁଠି ଫାଟିବା ଭଲି ସମସ୍ୟ ଦୂର ହେବା ସହ ଆପଣ ଙ୍କ ର ଶରୀର ର ଉଜ୍ଜଲତା ବୃଦ୍ଧି ପାଇଥାଏ । ଏହା ସହ ଆପଣ ଙ୍କ ର ଆଣ୍ଠୁ ଗଣ୍ଠି ଆଦି ରେ ଯଦି ଆପଣ ମାନେ ଯନ୍ତ୍ରଣା ଅନୁଭବ କରୁଥାନ୍ତି ତେବେ ଆପଣ ମାନେ ଏହି ସ୍ଥାନରେ ସୋରିଷ ତେଲ ର ବ୍ୟବହାର କରିବା ମାତ୍ରେ ଆପଣ ଙ୍କ ଠାରୁ ଏହି ପ୍ରକାର ର ସମସ୍ୟା ଦୂର ହୋଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *