ପ୍ରେମପାଇଁ ଝିଅ ବାପା ମାଙ୍କୁ ଛାଡି ଆସୁଛିମାନେ, ପୁଅ ଫାଇଦା ଉଠେଇବ।

dipika

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଆମେ ପୁଣି ଥରେ ସେହି ଆଲୋଚନା ରେ ଯାଉଛେ ଯେଉଁଥିରେ କି ଗୋଟେ ଝିଅ ପୁଅ ରିଲେସନ କୁ ଯେଉଁ ଭଳିଆ ନାମ ଦିଆଯାଉ ନାହିଁ । ତେବେ ତାହା କଣ ପାଇଁ ଦିଆଯାଉ ନାହିଁ ସେହି ଉପରେ ଡିସକ୍ସନ କରିବୁ । ତେବେ ପ୍ରଥମେ ଆମେ ଆପଣ ମାନଙ୍କୁ କହିବୁ କି ଭଳ ପାଇବା ମୋଟେ ବି ଖରାପ ଜିବନ ନୁହେଁ କି ଲିଭିଂ ରେ ରହିବା ମୋଟେ ବି ଖରାପ ନୁହେଁ । ହେଲେ ଯେଉଁ ମାନେ ଭଲ ପାଇବା ନାମରେ ଯେଉଁ ମାନେ ଫଲ୍ସ କମିଟମେଣ୍ଟ କରି ରିଲେସନ ସିପ୍ ରେ ରୁହଛନ୍ତି । ତେବେ ସେମାନେ ସେତେ ବେଳେ କଣ ଭାବୁଛନ୍ତି କି ସେମାନେ ରିଲେସନ ସିପ୍ ରେ ରହିଲେ ହେଲେ ବାହା ହେବା କଣ ଦରକାର ସେମାନଙ୍କର ।

ଆଉ ପରେ ସେମାନଙ୍କର ଛୁଆଟେ ବି ଜନ୍ମ ହୁଏ ତେବେ ଆମ ହିସାବ ରେ ବହୁତ ଟାଇମ୍ ରେ ରିଲେସନ ସିପ୍ ରେ କମିଟମେଣ୍ଟ ବି ବହୁତ ଦରକାର । ଯଦି ଆପଣ କମିଟେଡ ସେତିକି ନୁହେଁ ତେବେ ରିଲେସନ ରେ ସେତିକି ଆଗେଇବା କଥା ନୁହଁ । ଦେଖନ୍ତୁ ଭଲ ପାଆନ୍ତୁ ଆପଣ ଖାଆନ୍ତୁ , ପିଅନ୍ତୁ , ରିଲେସନ ସିପ୍ ରେ ରୁହନ୍ତୁ ଆପଣ କିଛିବି କରନ୍ତୁ । ହେଲେ ରିଲେସନ ସିପ୍ କୁ ଆଗକୁ ବଢେଇବା ପାଇଁ ଯେଉଁଟାକି ଆମେ ମାନେ ଦେଖିଥାନ୍ତି ଛୁଆଟେ କରିବା କିିମ୍ବା ଘର ଛାଡିକି ଅନ୍ୟ ମାନଙ୍କ ସହିତ ପଳେଇଯିବା ତାହା ମୋଟେ ବି ଯଥାର୍ଥ ନୁହେଁ ।

pa

ତେବେ ଏଠାରେ ଭଲ ପାଇବା ମାନେ ନୁହଁ କି ଗୋଟେ ଫେମିଲି ର ଭଲ ପାଇବା ବରଂ ଭଲ ପାଇବା ମାନେ ଦୁଇ ଫେମିଲି ଭଲ ପାଇବା । ଆଉ ଯେଉଁଠି ବିବାହ କଥା ଆସୁଛି ମାନେ ଦୁଇଟି ଫ୍ୟାମିଲି ର ମତ ନିହାତି ନେବା ଦରକାର । ତେବେ ଏହି ନିକଟ ରେ ଯେଉଁ ଘଟଣା ରେ ଝିଅର 6 ବର୍ଷ ରିଲେସନ ଥିଲା ଝିଅଟା ଘରୁ ପଳେଇ ଥିଲା ଝିଅର କଷ୍ଟ ହେଲା SC ଏବଂ ପୁଅର ହେଲା ଜେନେରାଲ ତେବେ ଏହି ବେଳେ ଆମର ସମାଜ ବହୁତ ଆଗକୁ ବଢୁଥିବା ବେଳେ ଆମ ମନରେ କାଷ୍ଟ ଫିଲିଂ ଏବେବି ରହିଛି ।

ବର୍ତମାନ ସମୟ ରେ ଜେନେରାଲ କାଷ୍ଟରେ SC , ST ର ଲୋକ ମାନଙ୍କୁ ଆକ୍ସେପ୍ଟ କରୁ ନାହାଁନ୍ତି । ତେବେ ଏହି ପରି ବେଳେ ଏଠାରେ ଯେଉଁ ଘଟଣା ହୋଇଛି ସେହିଥିରେ ନିଶ୍ଚିତ ଭାବେ ତୁମେ ବିବାହ କରିବ ବୋଲି ଭାବିଲ ହେଲେ ଏଠାରେ ପରିବାର ର ସହମତି ନିହାତି ନେବା ଜରୁରୀ ଅଟେ । କାରଣ ତୁମେ ମାନେ ଲାଇଫ ରେ ଥରେ କେବଳ ତୁମେ ମାନେ କାହାକୁ ମ୍ୟାରେଜ କରିବ ।

dipika

ହେଲେ ଆଜିର ସମୟ ରେ ବାହାଘର କୁ ମଜାକ୍ ବନେଇ ଦେଇ ଯେଉଁ ଆଜି ଜଣଙ୍କୁ କାଲି ଆଉ ଜଣଙ୍କୁ ତାପର ଦିନ କୁ ଆଉ ଜଣଙ୍କୁ ଏହାକୁ ଆମେ ମାନେ ବିବାହ କହି ପାରିବା ନାହିଁ । ସେହି ପରି ଗୋଟେ ଘଟଣା ଆପଣ ମାନେ ଦେଖିବାକୁ ପାଉଥିବେ ଦିପିକା କେସରେ । ତେବେ ଏଠାରେ ଆଉ ବଡ ଉଦାହରଣ କିଛିବି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *